• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାତ୍ୟା ଓ ବନ୍ୟା ପ୍ରଭାବରେ ରବି ଫସଲ ନଷ୍ଟ , ଶତାଧିକ ଏକର ପରିବା ଫସଲ ସମେତ ଡ଼ାଳୁଅଧାନ କ୍ଷତିଗ୍ରସ୍ତ ; ଚାଷୀମୁଣ୍ଡରେ ଚଡକ ଚାଷୀଙ୍କୁ କ୍ଷତିପୁରଣ ଦେବାକୁ ଦାବି

Proprietor Abhimanyu Maharana by Proprietor Abhimanyu Maharana
May 29, 2021
in ଓଡ଼ିଶା, ଯାଜପୁର, ହୋମ୍
0
ବାତ୍ୟା ଓ ବନ୍ୟା ପ୍ରଭାବରେ ରବି ଫସଲ ନଷ୍ଟ , ଶତାଧିକ ଏକର ପରିବା ଫସଲ ସମେତ ଡ଼ାଳୁଅଧାନ କ୍ଷତିଗ୍ରସ୍ତ ; ଚାଷୀମୁଣ୍ଡରେ ଚଡକ ଚାଷୀଙ୍କୁ କ୍ଷତିପୁରଣ ଦେବାକୁ ଦାବି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) କୋରାଇ :-  ବାତ୍ୟା ‘ୟସ’ ଟଳିଯିବା ପରେ ବୈତରଣୀ ନଦୀରେ ଆସିଥିଲା ବନ୍ୟା । ବନ୍ୟା ଓ ବାତ୍ୟା ଉଭୟ ପ୍ରଭାବରେ କୋରାଇ ବ୍ଲକରେ ବ୍ୟାପକ ଭାବେ ରବି ଫସଲ ନଷ୍ଟ ହୋଇଯାଇଛି । ବିଶେଷକରି ଶତାଧିକ ଏକର ଜମିରେ ରବି କାଳୀନ ପରିବାଚାଷ ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା ବେଳେ ପ୍ରାୟ ୪ହଜାର ହେକ୍ଟର ଜମିରେ ହୋଇଥିବା ଡ଼ାଳୁଅ ଧାନର ମଧ୍ୟ କ୍ଷତି ହୋଇଛି । ହେଲେ କୋରାଇ ବ୍ଲକର ତଣ୍ଡରା, ବଡ଼ବିରୁହାଁ, ଖମଣ, ଗୋଳେଇପୁର ବାତ୍ୟା ଜନିତ ଫସଲର କ୍ଷତି ସାଧିତ ହୋଇଥିଲା । ଏଥି ସହିତ କେନ୍ଦୁଝରର ଉପରମୁଣ୍ଡରେ ବର୍ଷା ହେବା ଫଳରେ ବୈତରଣଣୀ ନଦୀରେ ବନ୍ୟା ଆସି ଏହି ବ୍ଲକର ନଦୀପଠାସ୍ଥିତ ରଣପୁର, ମକୁନ୍ଦପୁର, ବନ୍ଦାଳୋ, ଅସନଝର, ଗୌରପୁର, ମୁଳାପାଳ,

ବରୁଣ୍ଡାଇ ପ୍ରମୁଖ ପଂଚାୟତରେ ହୋଇଥିବା ପୋଟଳ, ବାଇଗଣ, ଝୁଡଙ୍ଗ, କଲରା ଆଦି ପରିବା କିଆରିରେ ଜଳପ୍ଲାବିତ ହୋଇଛି । ଫଳରେ କ୍ଷେତରୁ ଅମଳ କରିବାକୁ ଥିବା ଫସଲ ପଚିଯାଇଛି । ପାଣି କଟିବାର କୌଣସି ସୁବ୍ୟବସ୍ଥା ନଥିବାରୁ ପରିବା ପଚି ନଷ୍ଟ ହୋଇଯିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି ।  ବ୍ଲକ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ଜଳ ନିଷ୍କାସନ ପାଇଁ ପମ୍ପର ବ୍ୟବସ୍ଥା କରାଯାଇନଥିବାରୁ ଚାଷୀଙ୍କ ଆଖି ଆଗରେ ଫସଲ ସବୁ ନଷ୍ଟ ହୋଇଥିଲେହେଁ ସେଥିରୁ ରକ୍ଷାକରିବାର ଉପାୟ ଶୂନ୍ୟ ହୋଇପଡିଛନ୍ତି । ସେହିପରି ଜହ୍ନା, ବରୁଣ୍ଡାଇ, ଧନେଶ୍ୱର, ସାଦକପୁର, ତୁଳତି, କାଚରାସାହି, କନ୍ତୋର ଆଦି ବହୁ ପଂଚାୟତରେ ୪ହଜାର ଏକର ଜମିରେ ଚାଷ କରାଯାଇଥିବା ଡାଳୁଅ ଧନପାଚି ଯାଇଥିଲା । ବତ୍ୟାପୂର୍ବରୁ କେତେକାଂଶରେ ଚାଷୀ ତରଭରିଆଭାବେ ମେସିନ ସାହାଯ୍ୟାରେ ଧନା କଟି ଦେଇଥିଲେ । ଆଉ କାଟି ପାରିନଥିବା ଚାଷୀଙ୍କର ଧାନ ପାଣିରେ ପଡି ପଚିଯାଇଛି ।

ଏନେଇ କୋରାଇ ବ୍ଲକ କୃଷି ଅଧିକାରୀ ଲକ୍ଷ୍ମୀଧର ସାହୁଙ୍କୁ ପଚାରିବାରୁ ବାତ୍ୟାର ଅବ୍ୟବହିତ ପୂର୍ବରୁ ୩୯୦୦ଏକର ଜମିରେ ହୋଇଥିବା ଡାଳୁଅ ଧାନ ସବୁ ଚାଷୀଙ୍କୁ ସୂଚନା ଦେଇ କାଟି ଦିଆଯାଇଥିବା କହିଥିଲେ । ଅନ୍ୟପକ୍ଷରେ ୧୨୦ ଏକର ଚାଷ ଜମିରେ ପରିବା ଚାଷ ନଷ୍ଟ ହୋଇଥିବା ହର୍ଟିକଲଚର (ଉଦ୍ୟାନ ବିଭାଗ) ପକ୍ଷରୁ ଆକଳନ କରାଯାଇଥିବା କୁହାଯାଇଛି । ପରିବା ଓ ଧାନ କ୍ଷେତ ପାଣିରେ ବୁଡ଼ି ନଷ୍ଟ ହୋଇଯାଇଥିବାରୁ ଧାରକରଜ କରି ଚାଷ କରିଥିବା ଚାଷୀଙ୍କୁ ସରକାର କ୍ଷତିପୁରଣ ଦେବା ଲାଗି ଖରସ୍ରୋତା ମଣ୍ଡଳର ବିଜେପି ସଭାପତି ତଥା ବଡବିରୁଆଁ ସମିତିସଭ୍ୟ ପ୍ରମୋଦ କୁମାର ସାହୁ ଦାବି କରିଛନ୍ତି ।   ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ  )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୁଆଁଖାଇ ଭେଟ ପ୍ରସ୍ତୁତି ବୈଠକ

ନୁଆଁଖାଇ ଭେଟ ପ୍ରସ୍ତୁତି ବୈଠକ

September 7, 2026
ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ

ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ

September 7, 2026
Soulful Sarod of Virtuoso Pt. Tejendra Majumdar and Captivating Odissi by Smt

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା

September 7, 2026
Soulful Sarod of Virtuoso Pt. Tejendra Majumdar and Captivating Odissi by Smt

Soulful Sarod of Virtuoso Pt. Tejendra Majumdar and Captivating Odissi by Smt

September 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୁଆଁଖାଇ ଭେଟ ପ୍ରସ୍ତୁତି ବୈଠକ

ନୁଆଁଖାଇ ଭେଟ ପ୍ରସ୍ତୁତି ବୈଠକ

September 7, 2026
ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ

ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ

September 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version