ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ଆଜି ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି

ଭୁବନେଶ୍ୱର ବିଧାନସଭା (ଓଡିଶା ତାଜା ନ୍ୟୁଜ୍ ) ବିଧାନସଭା ତା-11.3.2020 :- ଆଜି ବି.ଜେ.ଡ଼ିର ଚାରି ରାଜ୍ୟସଭା ପ୍ରାର୍ଥୀ ବିଧାନସଭା ରେ ରିଟର୍ଇଂଙ୍ଗ ଅଫିସର ଙ୍କ ନିକଟ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହି ନାମାଙ୍କନ ପତ୍ର ର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବିଧାୟକ ଙ୍କ ଉପସ୍ଥିତି ରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ୪ ଜଣ ପ୍ରାର୍ଥୀ ହେଲେ ସୁବାଷ ସିଂ , ମୁନା ଖାଁ , ସୁଜିତ କୁମାର ଓ ମମତା ମହନ୍ତ ସୂଚନାନୁସାରେ ଆସନ୍ତା ୨୬ ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ ।

୧୭ ରାଜ୍ୟ ରେ ଖାଲି ପଡିଥିବା ୫୫ ଆସନ ରେ ଏହି ନିର୍ବାଚନ ହେବ ସେଥି ମଧ୍ୟରୁ ଓଡିଶା ରେ ୪ ଟି ଆସନ ରହିଛି ।