• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାତ୍ୟା ବିପନ୍ନଙ୍କୁ ଥଇଥାନକଲା ପ୍ରଶାସନ ; ୨୧ପଂଚାୟତର ୪୭ବାତ୍ୟା ଆଶ୍ରୟସ୍ଥଳୀରେ ୩୪୮୬ଙ୍କୁ ସୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ପିଡ଼ି ; ସମୀକ୍ଷା କଲେ ବିଧାୟକ

Proprietor Abhimanyu Maharana by Proprietor Abhimanyu Maharana
May 27, 2021
in ଓଡ଼ିଶା, କଟକ, ଯାଜପୁର, ହୋମ୍
0
ବାତ୍ୟା ବିପନ୍ନଙ୍କୁ ଥଇଥାନକଲା ପ୍ରଶାସନ ; ୨୧ପଂଚାୟତର ୪୭ବାତ୍ୟା ଆଶ୍ରୟସ୍ଥଳୀରେ ୩୪୮୬ଙ୍କୁ ସୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ପିଡ଼ି ; ସମୀକ୍ଷା କଲେ ବିଧାୟକ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) କୋରାଇ :- ବାତ୍ୟା ‘ୟସ’ ପ୍ରଭାବରେ କୋରାଇ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବୁଧବାର ସନ୍ଧ୍ୟା ସୁଦ୍ଧା ବର୍ଷା ସାମାନ୍ୟ କମିଥିଲେ ବି ପବନ ବେଗ ଥମିନାହିଁ । ବାତ୍ୟାର ପ୍ରଭାବରେ ଅନେକ ଚାଳ ଛପର ଘର ଭାଙ୍ଗି ଯିବା ସହିତ ବ୍ଲକର ୫ଟି ପଂଚାୟତରେ ଗଛ ଉପୁଡ଼ି ବ୍ୟାପ କ୍ଷତି ହୋଇଛି । ବାତ୍ୟା ପ୍ରଭାବିତ ଲୋକଙ୍କୁ ରଣପୁର ପଂଚାୟତରେ ଥିବା ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯିବା ସହିତ ୪୭ଟି ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳରେ ମୋଟ ୩ଜହାର ୪ଶହ ୮୬ଜଣ ବିପନ୍ନଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯିବା ସହିତ ସେମାନଙ୍କୁ ସକାଳେ ଶୁଖିଲା ଖାଦ୍ୟ ଓ ମଧ୍ୟହ୍ଣରେ ରନ୍ଧା ଖାଦ୍ୟ ଦିଆଯାଇଛି ।

ସୂଚନା ଅନୁଯାୟୀ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକର ୨୮ଟି ପଂଚାୟତରେ ୫୩ଟି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଖୋଲା ଯାଇ ୫୪୯୦ଜଣଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା ବେଳେ ପରିସ୍ଥିତ ଅନୁଯାୟୀ ୨୧ଟି ପଂଚାୟତର ୪୭କେନ୍ଦ୍ରରେ ପ୍ରଭାବିତ ଲୋକଙ୍କୁ ଥଇଥାନ କରାଯାଇଚି । ସେଥିମଧ୍ୟରୁ ଅମୃତିଆ ପଂଚାୟତର ୩ଟି କେନ୍ଦ୍ରରେ ୩୩୦ଜଣ, ଅନ୍ଧାର ପଂଚାୟତର ଗୋଟିଏ କେନ୍ଦ୍ରରେ ୮୩ଜଣ, ବରୁଣ୍ଡାଇ ପଂଚାୟତରେ ଗୋଟିଏ କେନ୍ଦ୍ରରେ ୧୧୫ଜଣ, ଧନେଶ୍ୱର ପଂଚାୟତର ୩ଟିକେନ୍ଦ୍ରରେ ୨୦୨ଜଣ, ଗୋଳେଇପୁର ପଂଚାୟତର ୨ଟି କେନ୍ଦ୍ରରେ ୧୫୨ଜଣ,

ହଳଦିଗଡିଆ ପଂଚାୟତର ୨ଟି କେନ୍ଦ୍ରରେ ୯୫ଜଣ, ଜହ୍ନା ପଂଚାୟତର ୩ଟି କେନ୍ଦ୍ରରେ ୨୦୫ଜଣ, କନ୍ତୋର ପଂଚାୟତର ୩ଟି କେନ୍ଦ୍ରରେ ୧୪୩ଜଣ, କରଦା ପଂଚାୟତର ଗୋଟିଏ କେନ୍ଦ୍ରରେ ୬୪ଜଣ, ଖମଣ ପଂଚାୟତର ୩ଟି କେନ୍ଦ୍ରରେ ୧୯୨ଜଣ, ମକୁନ୍ଦପୁର ପଂଚାୟତର ୪ଟି କେନ୍ଦ୍ରରେ ୨୧୮ଜଣ, ମୁଳାପାଳ ପଂଚାୟତର ୩ଟି କେନ୍ଦ୍ରରେ ୧୭୧ଜଣ, ପଛିକୋଟ ପଂଚାୟତର ଗୋଟିଏ କେନ୍ଦ୍ରରେ ୫୪ଜଣ, ପାଟରଙ୍ଗା ପଂଚାୟତର ଗୋଟିଏ କେନ୍ଦ୍ରରେ ୫୫ଜଣ, ପଥରପଦା ପଂଚାୟତର ୪ଟି କେନ୍ଦ୍ରରେ ୭୦୦ଜଣ, ରଣପୁର ପଂଚାୟତର ଗୋଟିଏ କେନ୍ଦ୍ରରେ ୮୦ଜଣ, ସାଦକପୁର ପଂଚାୟତର ଗୋଟିଏ କେନ୍ଦ୍ରରେ ୧୨ଜଣ, ତାହାରପୁର ପଂଚାୟତର ଗୋଟିଏ କେନ୍ଦ୍ରରେ ୨୧ଜଣ,

ତଳଗଡ ପଂଚାୟତର ୨ଟି କେନ୍ଦ୍ରରେ ୧୮୩ଜଣ, ତଣ୍ଡରା ପଂଚାୟତର ଗୋଟିଏ କେନ୍ଦ୍ରରେ ୧୨୮ଜଣ ଓ ତୁଳତି ପଂଚାୟତର ୩ଟି କେନ୍ଦ୍ରରେ ୬୬ଜଣଙ୍କୁ ମିଶାଇ ମୋଟ ୩୪୮୬( ବୟସ୍କ-୨୪୩୯ ଓ ଛୋଟ-୧୦୪୭) ଥଇଥାନ କରାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀକୁ କୋରାଇ ବ୍ଲକ ବତ୍ୟାମୁକବିଲା ଦାୟିତ୍ୱରେ ଥିବା ନୋଲ ଅଫିସର ଜିଲା ପ୍ରକଳ୍ପ ଅଧିକାରୀ ବିଶାଲ ସିଂ ବିଭିନ୍ନ ଆଶ୍ରୟ ସ୍ଥଳୀ ବୁଲି ତଦାରକ କରିଥିଲା ବେଳେ ବିଡିଓ ଶ୍ୱେତା ସ୍ନିଗ୍ଧା ଉପସ୍ଥିତ ରହିଥିଲେ । ଅନ୍ୟପକ୍ଷରେ କୋରାଇ ବିଧାୟକ ଅଶୋକ କୁମାର ବଳ ବନ୍ଦାଳୋ ପଂଚାୟତ କାର୍ଯ୍ୟାଳୟରେ ପଂହଚି ସରପଂଚ ସୁରେଖା ସେଠୀ,

ସମିତିସଭ୍ୟ ନୀଳାଦ୍ରି ଭୂଷଣ ସାହୁଙ୍କ ସମେତ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସହିତ ବାତ୍ୟାରେ ପ୍ରଭାବିତ ଲୋକେ କିପରି ରହିଛନ୍ତି ଓ ପ୍ରଶାସନ ପକ୍ଷରୁ କିପରି ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ତଦାରଖ କରିଥିଲେ । ଆଶ୍ରୟ ସ୍ଥଳୀରେ ଥିବା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିଲା ବେଳେ ଏକ ହଜାର ପ୍ୟାକେଟ ବିସ୍କୁଲ ଦିଆଯାଇଥିଲା ବେଳେ କରୋନା କଟକଣା ଅନୁଯାଇ ସମସ୍ତଙ୍କୁ ମାସ୍କ, ସବୁନ ଦିଆଯାଇଥିଲା ବେଳେ ସାମଜିକ ଦୂରତା ସହ କେନ୍ଦ୍ରକୁ ମଧ୍ୟ ସାନିଟାଇଜର କରାଯାଇଛି । ଆଶ୍ରୟ ସ୍ଥଳୀ ପରିଚାଳନାରେ ସମସ୍ତ ପଂଚାୟତର ସରପଂଚ, କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସମାନେ ସହାୟତା କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

May 2, 2026
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version