No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ନୟାଗଡ :- ନୟାଗଡ ଜିଲ୍ଲା ମା ଦକ୍ଷିଣକାଳୀ ଟାକ୍ସି ସଙ୍ଘର ସଭାପତି ତଥା ନୟାଗଡ ନିକଟସ୍ଥ ସିନ୍ଦୁରିଆ ଗ୍ରାମର ଜଣାସୁଣା ବ୍ୟକ୍ତି ସମସ୍ତଙ୍କର ଆଦରର ଅନିଶୁର ଅଲ୍ଲୀ ଖାଁଙ୍କ ୫୫ ବର୍ଷରେ ପରଲୋକ ହୋଇଯାଇଛି |
ତାଙ୍କ ପରଲୋକ ଖବର ପାଇ ରାଜ୍ୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଡ଼. ଅରୁଣ କୁମାର ସାହୁ, ବର୍ଣ୍ଣା ଗ୍ୟାସର ମୁଖ୍ୟ ଶିବାନନ୍ଦ ମହାପାତ୍ରଙ୍କ ସମେତ ଜିଲ୍ଲା ଟାକ୍ସି ଆସୋସିଏସନର ସମସ୍ତ ସଭ୍ୟ ଜନାବ ଖାଁଙ୍କ ର ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି | ଅନଙ୍କ ପରଲୋକରେ ସମଗ୍ର ନୟାଗଡରେ ଶୋକର ଛାୟା ଖେଳି ଯାଇଛି | (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result