No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ବାଙ୍କୀ :- ବାଙ୍କୀ ଜାତମୁଣ୍ଡିଆ ଘାସପୁଟ ଠାରେ ଥିବା ସାଇସାମର୍ଥ୍ୟ ଡାକ୍ତରଖାନାରେ ଥିବା କୋଭିଡ୍ କେୟାର ସେଣ୍ଟରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତମାନଙ୍କ ମଧ୍ୟରୁ୧୦ ଦିନ ଚିକିତ୍ସିତ ହୋଇ ବୈଦ୍ୟେଶ୍ୱରର ମାଆ ପୁଅ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱଜିତ ପଣ୍ଡାଙ୍କ ତତ୍ୱାବଧାନରେ ଡାକ୍ତର ନିର୍ଲପ୍ତl ମହାନ୍ତି ଓ ଡାକ୍ତର ରାଜ କିଶୋରକୋଭିଡ୍ କେୟାର ସେଣ୍ଟରରେ ଥିବା ମଆ ଓ ପୁଅ ୨ଜଣଙ୍କୁ ଚିକିତ୍ସା କରୁଥିଲେ ।ଏକ ସୁନ୍ଦର ପରିବେଶରେ ଉକ୍ତ କେନ୍ଦ୍ରରେ ଆକ୍ରାନ୍ତ ଙ୍କୁ ଚିକିତ୍ସା କରାଯାଉଛି ବୋଲି ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ପ୍ରକାଶ କରିଛନ୍ତି ।(ରିପୋର୍ଟ : ଗୌତମ ମିଶ୍ର)
No Result
View All Result