No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ମଇ , ଶନିବାର ) ନୟାଗଡ :- ନୟାଗଡ ରକ୍ତ ଭଣ୍ଡାର ରେ ରକ୍ତ ର ଘୋର ଅଭାବ କିଛି ଦିନ ହେଲାଣି ଦେଖିବା କୁ ମିଳିଛି।ସେଥିପାଇଁ ଆଜି ସାଇ ଶୁଭମ୍ ଦୃଷ୍ଟି ରେ ରଖି କିଛି ରୋଗୀ ଙ୍କ ସୁଖ ଦୁଃଖ ବୁଝିବା ସହ କିଛି ଛାତ୍ର ମାନଙ୍କୁ ଏକାଠି କରି କିଛି ରକ୍ତ ଦାନ କରାଇଛନ୍ତି।ଏବଂ ଆଗକୁ ମଧ୍ୟ ସେ ବହୁତ୍ ଚେଷ୍ଟା କରିବେ ଏବଂ କିପରି ରୋଗୀଙ୍କର ଅସୁବିଧା କିଛି ନ ହେଉ ସେ କହିଛନ୍ତି ।
କିଛି ଦିନ ତଳେ ମଧ୍ୟ ସେ ‘ଟୀକା ବି ନେବା ରକ୍ତ ବି ଦେବା ଆମ ରୋଗୀଙ୍କୁ ଆମେ ବଞ୍ଚାଇବା’ ମେ ମାସ ୨ ତାରିଖରେ ସେ ଏକ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ। ତାଙ୍କର ଏଇ ଭଳି ମହାନତା କାମ ରେ ଆଜି ସମସ୍ତେ ଗର୍ବିତ। ଉକ୍ତ କାର୍ଯକ୍ରମରେ ରକ୍ତ ଭଣ୍ଡାର ର ସମସ୍ତ ସଦସ୍ୟ,ଜିଲ୍ଲା ଜୀବନବିନ୍ଦୁ coordinator ଗୁରୁ ପ୍ରସାଦ ଜେନା,ସମାଜସେବୀ ଦାମ ସାର ଉପସ୍ଥିତ ଥିଲେ।ଏବଂ ଛାତ୍ର ନେତା ଦମ୍ବୁରୁଧର ବେହେରା , ଇମ୍ରନ୍ ଖାଁ,ଚିନ୍ମୟ ବେହେରା ସହଯୋଗ କରିଥିଲେ। (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result