No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ମଇ , ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ଭାଳିଆ ପଦର ଗ୍ରାମର କନ୍ଧ ମାଳ ସାଂସଦ ଅଚ୍ୟୁତ ସାମନ୍ତ ଏବଂ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ତରଫରୁ ମାସ୍କ
ଏବଂ ସାବୁନ୍ ବଣ୍ଟନ କରାଯାଇଛି।ନୂଆଗାଁ ବ୍ଲକ୍ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସା ଶମଲ ଭାଲିଆ ପଦର ଗ୍ରାମ କୁ ଯାଇ ଲୋକମାନଙ୍କୁ କରୋନା ସଚେତନ କରିବା ସହ ମାସ୍କ ଏବଂ ସାବୁନ୍ ବଣ୍ଟନ କରିଥିଲେ। (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result