ପୁରୀରେ ଆଉ ୧୦ କରୋନା ପଜିଟିଭ ରଥଖଳାରୁ ଚିହ୍ନଟ

ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ପୁରୀ :- ପୁରୀରେ ଆଉ ୧୦ କରୋନା ପଜିଟିଭ ରଥଖଳାରୁ ଚିହ୍ନଟ, ଗତକାଲି ରଥଖଳାରୁ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ, ରଥଖଳାରୁ ମୋଟ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପାଳଙ୍କ ସୂଚନା – (ଲାଲା ଅନନ୍ତ କୁମାର ସିଂହ,ରିପୋର୍ଟ )