ଯୁବ B J P ନେତାଙ୍କ ପରଲୋକ

ଓଡ଼ିଶା ତାଜା ନ୍ୟୁଜ ( ୨୧ ମେ ଶୁକ୍ରବାର) ରାୟଗଡ :- ଗଜପତି ଜିଲ୍ଲା ରାୟଗଡ ଗ୍ରାମର ପୂର୍ବତନ ସମିତିସଭ୍ୟ ତଥା B J P ର ଜଣାଶୁଣା ନେତା ପ୍ରଦୀପ ଦଳାଇଙ୍କ ପରଲୋକ ଘଟିଛି ମୃତ୍ୟୁ ବେଳେ ତାଙ୍ଗୁ 47 ବର୍ଷ ହୋଇଥିଲା I ସେ ଗତ କିଛିଦିନ ଧରି ଭୁବନେଶ୍ୱର ମେଡିକାଲ ରେ ଚିକିତ୍ସିତ ହେଉଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି I

ଉକ୍ତ ଦଳାଇ ରାୟଗଡ ଗ୍ରାମ ପଞ୍ଚାୟତରେ ତା 2008 ଠାରୁ 2013 ଯାଏ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ I ରାୟଗଡ ଗ୍ରାମର ଲୋକ ପ୍ରିୟତାଥିଲେ ଓ ଗ୍ରାମର ଯୁବକ ମାନଙ୍କୁ ନେଇ ଅନେକ ଉନ୍ନତିମୂଳକ କାର୍ଯ୍ୟ କରୁଥିଲେ ଏବଂ ତାଙ୍କର ଅନେକଉନ୍ନତି ମୂଳକ କାର୍ଯ୍ୟ କ୍ରମ କରିବା ପାଇଁ ଆଶାଥିଲା ସିଏ ଜଣେ ଆଗୁଆ ଧାଡ଼ିର ଯୁବ ନେତା ଥିଲେ l ( ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )