No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ବାଙ୍କୀ :- କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ଆର୍ଥିକ ସାହାଯ୍ୟ ମିଳିବାର ଯୋଜନା ଥିବା ବେଳେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଛି । କିଛି ହିତାଧିକାରୀ ଏହି ଯୋଜନାରୁ ବାଦ ପଡିଯାଇଥିବା ଜଣାପଡିଛି ।
ତେଣୁ ଏହି ପରିପ୍ରେକ୍ଷୀରେ ଯୁବସମାଜସେବୀ ନଳିନୀ କୁମାର ରାୟ ଅସନ୍ତୋଷ ପ୍ରକାଶ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି ଯେ ସମସ୍ତ ହିତାଧିକାରୀ ଦଳଗତ ନିର୍ବିଶେଷରେ ସେମାନଙ୍କର ଟଙ୍କା ପାଇଲେ ଚାଷୀମାନେ ଉପକୃତ ହେବେ ।(ରିପୋର୍ଟ ଗୌତମ ମିଶ୍ର )
No Result
View All Result