• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୭ରୁ ୧୨ ବଜାରରେ ଅସମ୍ଭବ ଭିଡ଼ ; ୧୨ ଟା ପରେ ଶୁନଶାନ ଓ ସଂନ୍ଧ୍ୟାରେ ସାହଣ ମେଲା

Proprietor Abhimanyu Maharana by Proprietor Abhimanyu Maharana
May 17, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
୭ରୁ ୧୨ ବଜାରରେ ଅସମ୍ଭବ ଭିଡ଼ ; ୧୨ ଟା ପରେ ଶୁନଶାନ ଓ ସଂନ୍ଧ୍ୟାରେ ସାହଣ ମେଲା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର )ହିଞ୍ଜିଳିକାଟୁ :-  କରୋନା ଭୁତାଣୁ ସଂକ୍ରମଣ କୁ ରୋକିବା ନିମନ୍ତେ ଦେଶରେ ଲାଗୁ ହୋଇଛି ନାଇଟକର୍ଫ୍ୟୁ ସାଙ୍ଗକୁ ଲକଡ଼ାଉନ ଓ ସଟଡ଼ାଉନ । ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଓ ବେସରକାରୀ ସ୍ତରରେ ମୁଣ୍ଡ ମଧ୍ୟ ଗଡ଼ିଛି । ବେସରକାରୀ ଭାବେ ଆଜି ସୁଦ୍ଧା ହିଞ୍ଜିଳିକାଟୁ ସହରର ପ୍ରତ୍ୟେକ ଓ୍ବାର୍ଡରେ ୩ ଜଣରୁ ୫ ପର୍ଯ୍ୟନ୍ତ ମୃତ୍ୟୁବରଣ କରିଛନ୍ତି ।ପ୍ରତି ଗଳିକନ୍ଦିରୁ ମୃତକଙ୍କ ପରିବାର କାନ୍ଦ ବୋବାଳି ସହ ସୁଦ୍ଧିକ୍ରିୟା କରୁଥିବାରୁ କାନ ଫାଟିପଡ଼ୁଛି ।ସାଂଘାତିକ ପରିସ୍ଥିତି ହେଲାଣି ତଥାପି ସୁଧୁରିବାର ନାଁ ଧରୁନାହାନ୍ତି ସହରବାସୀ । ୨ ଦିନିଆ ସଟଡ଼ାଉନ ଶନିବାର ଓ ରବିବାର ସରିବା ପରେ ପରେ ସୋମବାର

ସକାଳୁ ହିଞ୍ଜିଳିକାଟୁ ପୌରାଞ୍ଚଳଳ ଲକ୍ଷ୍ମୀ ବଜାର ଓ ପରିବା ବଜାରରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ସତେ ଯେପରିକି ଲୋକଙ୍କ ମନରୁ କରୋନା ଜନିତ ଆଶଙ୍କା ଦୂରେଇ ଯାଇଛି । ପୌରାଞ୍ଚଳ ସମେତ ନିକଟବର୍ତି ଗ୍ରାମାଞ୍ଚଳର ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଯାନବାହାନ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହୁଥିବା ଦେଖିବାକୁ ମିଳୁଛିା କିଛି ଅମାନିଆ ବାହାରେ ବୁଲୁଥିବା ବେଳେ ଓ ପ୍ରତ୍ୟକ ସାହିରେ କିଛି ଅମାନିଆ ଦୋକାନ ଖୋଲି ବେପାର କରୁଛନ୍ତି ଓ ଚଢ଼ାଦରରେ ବିକ୍ରିମଧ୍ୟ କରୁଛନ୍ତି। ହେଲେ ସଟଡ଼ାଉନ ସରିବା ପରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସହରରେ ଦେଖିବାକୁ ମିଳୁଛି ଗ୍ରାହକଙ୍କ ଅସମ୍ଭବ ଭିଡ଼ ଓ ବେଶ ଗହଳି । ସତେଯେମିତି ଲୋକଙ୍କ ପାଇଁ ସବୁକିଛି ସାମନ୍ୟ ଓ ସାଧାରଣ ରହିଛି । ସ୍ଥାନୀୟ ପୌରାଞ୍ଚଳର ପରିବା ବଜାର, ଲୁଗା ଦୋକାନ, ରାସନ ଦୋକାନ ସହ ପ୍ରାୟ ସମସ୍ତ ଦୋକାନ ଖୋଲାଥିବା ଦେଖିବାକୁ ମିଳିଛି ।କଟକଣା ବର୍ତମାନ ବାଟବଣା ହେଉଥିବା ଦେଖିବାକୁ

ମିଳିଛି ।ବର୍ତମାନ ଶନିବାର ଓ ରବିବାର ଅଧାରୁ ଅଧିକ ଦୋକାନ ଅର୍ଦ୍ଧ ଖୋଲା କରି ବିକ୍ରିକରୁଥିବା ବେଳେ ମାଛ ,ମାସଂ ଦୋକାନ କରୋନା ନଥିବ ଭଳି ପ୍ରତିଦିନ ଖୋଲା ରହୁଛି ।ସହରର ଏଣ୍ଟ୍ରି ପଏଣ୍ଟ ଗୁଡ଼ିକରେ ପୋଲିସ ଜଗୁଛି ଓ ମାତ୍ର ୧୦ ମିଟର ବ୍ୟବଧାନରେ ମାଛ ମାସଂ ମାର୍କେଟ ଖୋଲାରହୁଛି ।ବିଭାହ ଓ ବ୍ରତ ଯୋଗ ଥିବରୁ ଚଳିତ ମାସ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।ଅଟୋରେ ଭିବାହ ସାମାନ ସହ କଦଳୀ,ନଡ଼ିଆ ଗଦି ଓ ପନିପରିବା ଅଟୋରେ ନେଉଥିବା ଦେଖିବାକୁ ମିଳିଛି ।ପୁର୍ବ ଭଳି ପ୍ରସାଶନ କଠୋର ହେଉନଥିବାରୁ ଲୋକେ ଲକଡ଼ାଉନ ଥିବା ଭୁଲିଗଲେଣି ଓ ବଜାର ଦୋକାନ ଗୁଡ଼ିକରେ ଗ୍ରାହକଙ୍କ ଅସମ୍ଭବ ଭିଡ଼ ଲାଗି ରହିଥିଲା । ସତେଯେପରି ସାମାଜିକ ଦୂରତ୍ୱ ରକ୍ଷା କଣ ଲୋକେ ସମ୍ପୁର୍ଣ୍ଣ ଭାବେ ଭୁଲି ଯାଉଛନ୍ତି ।ଏପରିକି ଯାନବାହାନ ଚଳାଚଳରେ ରହିଥିବା କଟକଣାଏବେ କେହି ମାନୁ ନାହାନ୍ତି ।

ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଯେତେ ସଚେତନ କରାଯାଉଥିଲେ ମଧ୍ୟ ଲୋକେ ମାନିବାକୁ ନାରାଜ । ସଚେତନ ହୋଇ ସୁଦ୍ଧା ସଂକ୍ରମଣ ଆଶଙ୍କାକୁ ଅଣଦେଖା କରୁଛନ୍ତି । କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ହେଲେ ଜନସାଧାରଣଙ୍କ ଭିତରେ ସଚେତନତା ନିହାତି ଆବଶ୍ୟକ ।ପ୍ରସାଶନ କୋଭିଡ଼ କଟକଣା ପାଳନ କରିବାରେ ୧୦୦ ପ୍ରତିଶତ ସଫଳତା ହାସଳ କରିପାରି ନାହିଁ । ଆଗାମୀ ଦିନରେ ଯଦି ଏଭଳି ସ୍ଥିତି ଲାଗି ରୁହେ ଆଗକୁ ସ୍ଥିତି ବିଗିଡ଼ିବ ଓ ନିଜେ ନିଜର ଦାୟୀତ୍ୱ ନେଇ କରୋନା ସହ ଲଢ଼ିବା୍ୁ ପଡ଼ିବ ବୋଲି ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।
 ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC)

ପଦ୍ମଶ୍ରୀ ଚଳଚ୍ଚିତ୍ର ନିର୍ମାତା ଡ. ନୀଳମାଧବ ପଣ୍ଡା କେନ୍ଦ୍ରୀୟ ଫିଲ୍ମ ପ୍ରମାଣୀକରଣ ବୋର୍ଡ (ସିବିଏଫସି)ର ସଦସ୍ୟ ନିଯୁକ୍ତ

September 17, 2026

Vedanta Aluminium’s Project Sangam Strengthens Irrigation Access in Rural Kalahandi

ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ୨୦୨୩ ରେ ଆରମ୍ଭ ହୋଇଥିବା ଏହି ବହୁସ୍ତରୀୟ ପଦକ୍ଷେପ ୫୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ସିଧାସଳଖ ଉପକୃତ କରିଛି

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC)

ପଦ୍ମଶ୍ରୀ ଚଳଚ୍ଚିତ୍ର ନିର୍ମାତା ଡ. ନୀଳମାଧବ ପଣ୍ଡା କେନ୍ଦ୍ରୀୟ ଫିଲ୍ମ ପ୍ରମାଣୀକରଣ ବୋର୍ଡ (ସିବିଏଫସି)ର ସଦସ୍ୟ ନିଯୁକ୍ତ

September 17, 2026
Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC)

Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC)

September 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version