• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭର୍ଚୁଆଲ ମୋଡ଼ ରେ କଟକ ସାଂସଦ ଭତୃହରି ଙ୍କ କଟକ ଜିଲ୍ଲା କରୋନା ସ୍ଥିତି ସମୀକ୍ଷା

Proprietor Abhimanyu Maharana by Proprietor Abhimanyu Maharana
May 16, 2021
in ଓଡ଼ିଶା, କଟକ, ହୋମ୍
0
ଭର୍ଚୁଆଲ ମୋଡ଼ ରେ କଟକ ସାଂସଦ ଭତୃହରି ଙ୍କ କଟକ ଜିଲ୍ଲା କରୋନା ସ୍ଥିତି ସମୀକ୍ଷା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ବାଙ୍କୀ :- ଆଜି କଟକ ସାଂସଦ ଭତୃହରି ମହତାବ ଭର୍ଚୁଆଲ ମୋଡ଼ ରେ କଟକ ଜିଲ୍ଲାର କରୋନା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ।ଏହି ସମୀକ୍ଷା ବୈଠକରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଜିଲ୍ଲା ର କରୋନା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ।ସାଂସଦ ମହତାବ ଜିଲ୍ଲା ର କରୋନା ପରିଚାଳନା କିପରି ହେଉଛି ସେ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ସତ୍ୟବ୍ରତ ଛୋଟରାୟ ଓ ଜିଲ୍ଲାପାଳ ଙ୍କ ଆଲୋଚନା କରିଥିଲେ ଜିଲ୍ଲା କୋଭିଡ ପରିଚାଳକ ଡାକ୍ତର ଉମେଶ ରାଏ ପଚାରି ବୁଝିଥିଲେ।ଗ୍ରାମାଞ୍ଚଳରେକୋଭିଡ ପ୍ରତିଷେଧକ ଟିକାକରଣ ଅଫଲାଇନ ରେ ନକରି ସରକାର ଙ୍କ ନିୟମ ଅନୁଯାୟୀ ଅନଲାଇନ ରେ ୭ଦିନ ଭିତରେ କାର୍ଯ୍ଯକାରୀ କରେଇବାକୁ କହିଥିଲେ ଏହି ଭାରଚୁଆଲ ସମୀକ୍ଷା ବୈଠକରେ କଟକ ଜିଲ୍ଲାର ୧୪ ଗୋଟି ବ୍ଲକ ର ବିଡ଼ିଓ, ତହସିଲଦାର, ମେଡ଼ିକାଲ ଅଫିସର ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା,ଆଠଗଡ଼ ଉପଜିଲ୍ଲାପାଳ ଅଦାମ୍ବର ମହାନ୍ତି, କଟକସଦର ଉପଜିଲ୍ଲାପାଳ ପ୍ରତାପ ବେଉରା ଭାଗ ନେଇଥିଲେ।

ସାଂସଦ କୋଭିଡ କେୟାର କେନ୍ଦ୍ର ରେ କୋଭିଡ ଆକ୍ରାନ୍ତ ଙ୍କ କିପରି ସ୍ୱାସ୍ଥ୍ୟ ଅବସ୍ଥା ପରିଚଳନା କରାଯାଉଛି ସେ ସମ୍ପର୍କରେ କୋଭିଡ କେୟାର ର ନୋଡାଲ ଅଫିସର ଙ୍କ ସହ ଆଲୋଚନା କରି ଥିଲେ ସେଠାରେ ଯଦି ଆକ୍ରାନ୍ତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୁଏ ସେମାନଙ୍କୁ କିପରି କୋଭିଡ ହସ୍ପିଟାଲ କୁ ନିଆ ଯିବ ଓ ସେଠାରେ କିପରି ଚିକିତ୍ସା କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଟିକା କରଣ କେନ୍ଦ୍ର ମାନଙ୍କ ରେ ଅନଲାଇନ ରେ ପଞ୍ଜିକରଣ ୪୫ବର୍ଷ ବ୍ୟକ୍ତି ମାନଙ୍କୁ କିପରି ବିନା ଭିଡ଼ ରେ ଶାରୀରିକ ଦୂରତା ଅବଲମ୍ବନ କରି କୋଭିଡ ନିୟମ ଅନୁଯାୟୀ ଟୀକା କରଣ କରାଯିବ ସେଥିପ୍ରତି ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଫିସର ଗୁରୁତର ସହ ପରିଚାଳନା କରିବା ପାଇଁ ସାଂସଦ ମହତାବ ପ୍ରକାଶ କରିଥିଲେ।ଗ୍ରାମାଞ୍ଚଳରେ କରୋନା ସଚେତନତା ଡବଲ ମାକ୍ସ ପରିଧାନ ଓ ଶାରୀରିକ ଦୂରତା ଅଯଥା ରେ ଯେପରି ଲୋକେ ବାହାରେ ନ ବୁଲିବେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା କୁ ଅନୁରୋଧ କରିଥିଲେ।

ଜିଲ୍ଲାରେ ଗଠନ ହୋଇଥିବା ୪ଗୋଟି ଡାକ୍ତର ଟିମ କିପରି କାର୍ଯ୍ୟ କରିଛି ଓ କରୋନା ରେ ଆକ୍ରାନ୍ତ ବ୍ୟକ୍ତି ନିଜ ନିଜ ଘରେ ସଙ୍ଗ ରୋଧ ହୋଇ କିପରି ଡାକ୍ତର ଙ୍କ ପରାମର୍ଶ ନେଉଛନ୍ତି ସେ ସମ୍ପର୍କରେ ବୁଝିଥିଲେ।ଜିଲ୍ଲାପାଳ କହିଥିଲେ ସମସ୍ତ ହୋମ ଆଇସୋଲେସନ ରେ ଥିବା କୋଭିଡ ଆକ୍ରାନ୍ତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର, ବିଡ଼ିଓ,ତହସିଲଦାର ଫୋନ ଯୋଗେ ତଦାରଖ କରିବାସହ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ମଧ୍ୟ ଖବର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଣାଉ ଛନ୍ତି।ଜିଲ୍ଲାପ୍ରଶାସନ ଓ ଡାକ୍ତର ଙ୍କ ଏକ ଟିମ ଜିଲ୍ଲା ଆକ୍ରାନ୍ତ ଙ୍କ ଗୃହ କୁ ଯାଇ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥା ତନଖି ଛନ୍ତି ବୋଲି ସାଂସଦ ଙ୍କୁ ଜଣେଇ ଥିଲେ।ସାଂସଦ ଜିଲ୍ଲା ର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ର ରେ କିପରି କୋଭିଡ ପରିଚାଳନା ହେଉଛି କଣ କଣ ସମସ୍ୟା ହେଉଛି ତାହା ପଚାରି ବୁଝିଥିଲେ।କିପରି ଜିଲ୍ଲା ରେ କରୋନା କୁ ଚେକ ଦିଆଯିବ ଓ କିପରି ଟିକା କରଣ ସହଜରେ ବିନା ଭିଡ଼ ରେ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିବା ସହ ପ୍ରଶାସନିକ ଅଧକାରୀ , ସ୍ୱାସ୍ଥ୍ୟ ବିଭାଗ ଅଧକାରୀ,ଡାକ୍ତର ଓ ସେବୀକା ଙ୍କୁ ସତର୍କତା ସହ କରୋନା ଆକ୍ରାନ୍ତ ଙ୍କ ଚିକିତ୍ସା ଓ ସେବା ପାଇଁ ଅନୁରୋଧ କରିଥିଲେ।     (ରିପୋର୍ଟ – ଗୌତମ ମିଶ୍ର )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି

ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି

September 10, 2026
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର

ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର

September 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି

ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି

September 10, 2026
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

September 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version