No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ରଣପୁର :- କରୋନା ସମଗ୍ର ରାଜ୍ୟ ରେ କାୟା ବିସ୍ତାର କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଗ୍ରାମାଞ୍ଚଳ ତଥା ଏନଏସି ଗୁଡ଼ିକ ରେ କରୋନା ଟେଷ୍ଟିଂ ଚାଲିଛି । ରଣପୁର ବ୍ଲକ ସୁନଖଳା ଅଞ୍ଚଳରେ ଗୁରୁବାର ସମୁଦାୟ ୨୪ ଆଣ୍ଟିଜେନ ଟେଷ୍ଟ ହୋଇଥିବା ବେଳେ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ପାଟବନ୍ଧ, ଡିହଗାଁ , ସୁନାଖଳା ,ଲେଖନ ପୁର ,ରାମବିଲ , କଣ୍ଡର ଗାଡ଼ିଆ , ବେଗୁନିଆ ପାଟଣା ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ଜଣାପଡିଛି । ଏବଂ ରଣପୁର ରୁ ୧୫ ଜଣ ପଜିଟିଭ ଚିହ୍ନଟ
No Result
View All Result