No Result
View All Result
www. sencogoldanddiamonds.com ସମ୍ପୂର୍ଣ୍ଣ ଗହଣା ବର୍ଗମାଳା ଉପଲବ୍ଧ
ଆକର୍ଷଣୀୟ ଫ୍ଲେକ୍ସି ସୁନା ଦାମ୍ ପାଇଁ ଅଗ୍ରୀମ ଅନ୍ଲାଇନ୍ ବୁକିଂ ସୁବିଧା
ଗହଣା ଲାଗି ଅନ୍ଲାଇନ୍ ଭର୍ଚୁଆଲ୍ ଟ୍ରାଏଲ୍
କିଣିବା ସାମଗ୍ରୀର ହୋମ୍ ଡେଲିଭରି
ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର )ଭୁବନେଶ୍ୱର :- ଉତ୍ସବ ଗୁଡ଼ିକ ହେଉଛି ଆଶା ଓ ଖୁସିର ଉତ୍ସ, ଆମକୁ ପରିବାର ଓ ବନ୍ଧୁଙ୍କ ସହ ଯୋଡ଼ିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ଓ ଦୈନନ୍ଦୀନ ଜୀବନରୁ ଆମକୁ କିଛିଟା ଅଲଗା ସମୟ ଦେଇଥାଏ ଓ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ମୁହୂର୍ତକୁ ମନେ ପକାଇବା ଲାଗି ଏହା ଆମକୁ କିଛିଟା ପ୍ରେରଣା ପ୍ରଦାନ କରିଥାଏ । ଏଥର ଅକ୍ଷୟ ତୃତୀୟା ଓ ଇଦ୍ ଗୋଟିଏ ଦିନରେ ପଡ଼ୁଥିବାରୁ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ଗ୍ରାହକମାନଙ୍କୁ ଘରେ ସୁରକ୍ଷିତ ରହି ଗହଣା କିଣିବା ସହ ଏହି ଉତ୍ସବ ପାଳନ କରିବା ଲାଗି ଉତ୍ସାହିତ କରୁଛି । ଅଗ୍ରୀମ ବୁକିଙ୍ଗ ଉପରେ ଆମେ ପ୍ରତି ଗ୍ରାମ୍ରେ ୨୦୦ ଟଙ୍କା ଓ ହୀରା ଗହଣା ଗଢ଼ା ମୂଲ୍ୟରେ ୧୦୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛୁ । ଅଗ୍ରୀମ ବୁକିଙ୍ଗ୍ରେ ଆମେ ସୁନା ଦାମ୍ ସର୍ବନିମ୍ନ ସ୍ତରରେ ଥିବାକୁ ନିଶ୍ଚିତ କରୁଛୁ ।ଗ୍ରାହକ ମାନେ ସୁନା କଏନ୍, ବାର୍ ଓ ଗହଣାକୁ www. sencogoldanddiamonds.com ରୁ କିଣିପାରିବେ । ପଶ୍ଚିମବଂଗ, ଆସାମ ଓ ତ୍ରିପୁରାରେ ଏବଂ ଅନ୍ୟ କିଛି ରାଜ୍ୟରେ ସରକାରଙ୍କ ନିର୍ଦେଶାବଳୀ ଅନୁସାରେ ଷ୍ଟୋର୍ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ । ଭିଡିଓ କଲିଂ, ଇ-କାଟେଲଗ୍କୁ ବ୍ରାଉଜିଂ, ଭର୍ଚୁଆଲ ଟ୍ରାଏଲ୍ ରୁମ୍ ଓ ହୋମ୍ ଡେଲିଭରି ଭଳି ବ୍ୟବସ୍ଥା ଜରିଆରେ ମଧ୍ୟ ଆମେ କିଣାକିଣି ସୁବିଧା ପ୍ରଦାନ କରୁଛୁ ।
No Result
View All Result