• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅମୃତାଞ୍ଜନ ହେଲ୍‌ଥକେୟାର୍‌ର କମ୍ଫି ପକ୍ଷରୁ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାରେ ଉନ୍ନତି ଆଣିବା ଲକ୍ଷ୍ୟ

Proprietor Abhimanyu Maharana by Proprietor Abhimanyu Maharana
May 13, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଅମୃତାଞ୍ଜନ ହେଲ୍‌ଥକେୟାର୍‌ର କମ୍ଫି ପକ୍ଷରୁ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାରେ ଉନ୍ନତି ଆଣିବା ଲକ୍ଷ୍ୟ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର )ଭୁବନେଶ୍ୱର :-   ଅମୃତାଞ୍ଜନ ହେଲ୍‌ଥକେୟାର୍ ଲିମିଟେଡ୍‌ର ଦ୍ରୁତ ଅଭିବୃଦ୍ଧିଶୀଳ ଋତୁସ୍ରାବ ସ୍ୱଚ୍ଛତା ବ୍ରାଣ୍ଡ୍ କମ୍ଫି ସ୍ନଗ୍ ଫିଟ୍ ପକ୍ଷରୁ ଉତ୍କୃଷ୍ଟ ପ୍ରଯୁକ୍ତିରେ ତିଆରି ସୁଲଭ ମୂଲ୍ୟର ଓ ଉଚ୍ଚ ମାନର ସାନିଟାରି ନାପ୍‌କିନ୍ ବଜାରର ଉପଲବ୍ଧ କରାଇ ମହିଳା ମାନଙ୍କ ସ୍ୱଚ୍ଛତା ବଜାରରେ ନୂତନ ଆଶା ସଂଚାର କରାଯାଇଛି । କପଡ଼ା ବ୍ୟବହାର କରୁଥିବା ମହିଳା ମାନଙ୍କ ମଧ୍ୟରେ ସାନିଟାରି ନାପକିନ୍‌ର ବ୍ୟବହାରକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି କଂପାନି ତରଫରୁ ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ସହଯୋଗିତା ସ୍ଥାପନ କରି ଋତୁସ୍ରାବ ସ୍ୱଚ୍ଛତାକୁ ନେଇ ସଚେତନତା ଅଭିଯାନ ଆଗକୁ ବଢ଼ାଯାଇଛି । ଶ୍ରଦ୍ଧା କପୁର ଯୁବତୀ ମାନଙ୍କ ପାଇଁ ଜଣେ ରୋଲ୍ ମଡେଲ୍ ହୋଇଥିବା ବେଳେ ଜଣେ ଅଭିନେତ୍ରୀ ଭାବେ ସେ ନିଜ ମନକୁ ଛୁଇଁଥିବା କାରଣ ଉପରେ ଖୋଲାଖୋଲି ଭାବେ କହିଥାନ୍ତି ଓ ଅନେକଙ୍କୁ ଅନୁପାଣିତ କରିଛନ୍ତି । ଏଥର ସେ କମ୍ଫି ସହିତ ହାତ ମିଳାଇ ଦୀର୍ଘବର୍ଷ ପର୍ଯ୍ୟନ୍ତ ବହୁତ କମ୍ ଆଲୋଚନା ହୋଇଥିବା ଋତୁସ୍ରାବ ସ୍ୱଚ୍ଛତା ଉପରେ ସଚେତନତା ବାଣ୍ଟିବାକୁ ଆଗେଇ ଆସିଛନ୍ତି ।

ଏ ସମ୍ପର୍କରେ ଶ୍ରୀଯୁକ୍ତ ଏସ୍ ଶମ୍ଭୁ ପ୍ରସାଦ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ଅମୃତାଞ୍ଜନ ହେଲ୍‌ଥକେୟାର୍ ଲିମିଟେଡ୍ କହିଛନ୍ତି ଯେ, “ମହିଳାଙ୍କ ଋତୁସ୍ରାବ ଓ ସ୍ୱଚ୍ଛତା ଉପରେ ସଚେତନତାର ସ୍ତର ବହୁତ ନିମ୍ନରେ ରହିଛି ଏବଂ ଦେଶର ଅନେକ ଅଂଶରେ ଏହାକୁ ଏବେବି ଦୁଶ୍ଚିନ୍ତା ଭାବେ ବିଚାର କରାଯାଉଛି । କାରଣ ଭିତ୍ତିରେ ଆଗକୁ ବଢ଼ୁଥିବା ଏକ କଂପାନି ଭାବେ ଆମେ ଏକ ଅଭିଯାନ ଆରମ୍ଭ କରିବୁ ଯାହାର ଲକ୍ଷ୍ୟ ହେଉଛି ଭାରତରେ ମହିଳାମାନଙ୍କୁ ସଶକ୍ତ କରିବାର ଉଦ୍ୟମ ସ୍ୱରୂପ ସେମାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ବିଷୟରେ ସଚେତନତା ବଢ଼ାଇବା । ଅମୃତାଞ୍ଜନ ହେଲ୍‌ଥକେୟାର୍‌ରେ ଆମେ ଦେଶର ଏହି ପ୍ରମୁଖ ସମସ୍ୟାକୁ ଅଗକୁ ବଢ଼ାଇବା ଏବଂ ସୁଲଭ ମୂଲ୍ୟରେ ଉଚ୍ଚ ଗୁଣାତ୍ମକ ମାନର ସ୍ୱଚ୍ଛତା ସମାଧାନ ପ୍ରଦାନ କରିବାକୁ ଚାହୁଁଛୁ । ଏହି ଲକ୍ଷ୍ୟ ସହିତ ଆମେ ଆମର କମ୍ଫି ଫିଟ୍ ବ୍ରାଣ୍ଡ୍‌କୁ ଆହୁରି ଦୃଢ଼ କରିବୁ । ଉତ୍ପାଦ ଯେଭଳି ସହଜରେ ଲୋକମାନଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ଆମେ ଗ୍ରାମାଞ୍ଚଳରେ ଏବଂ ସହରାଞ୍ଚଳର ଅନ୍ୟ ଅଞ୍ଚଳଗୁଡ଼ିକରେ ବିତରଣ ନେଟ୍‌ୱର୍କକୁ ସୁଦୃଢ଼ କରିବା ନିଶ୍ଚିତ କରିବୁ ।

ବିଗତ ପାଞ୍ଚ ବର୍ଷରେ କମ୍ଫି ୫ ଗୁଣା ଅଭିବୃଦ୍ଧି ହାସଲ କରିଛି ଏବଂ ଆମର ଅଭିଳାଷ ହେଉଛି ଆସନ୍ତା ୨-୩ ବର୍ଷ ଭିତରେ ଶ୍ରେଷ୍ଠ ତିନି ସ୍ଥାନର ପହଞ୍ଚିବା ।’’ ଏ ସମ୍ପର୍କରେ କଂପାନିର ଚିଫ୍ ମାର୍କେଟିଂ ଅଫିସର ମନି ଭାଗବତୀସ୍ୱରଣ କହିଛନ୍ତି ଯେ, ଗ୍ରାମୀଣ ଭାରତରେ ମାତ୍ର ୨-୩% ମହିଳା ସାନିଟାରି ନାପ୍‌କିନ୍ ବ୍ୟବହାର କରୁଥିବା ବେଳେ ଅଧିକାଂଶ କପଡ଼ା ଉପରେ ନିର୍ଭରଶୀଳ । ଆମର ନୂଆ ଅଭିଯାନର ଲକ୍ଷ୍ୟ ହେଉଛଇ ସେମାନଙ୍କୁ ସାନିଟାରି ନାପ୍‌କିନ୍ ବ୍ୟବହାରର ଲାଭ ବିଷୟରେ ସଚେତନ କରିବା । ଆମର ପ୍ରଥମ ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ଶ୍ରଦ୍ଧା କପୁରଙ୍କୁ ହାସଲ କରିଥିବାରୁ ଆମେ ଉଲ୍ଲସିତ । ଆମେ ଚାହୁଁଥିବା ଗ୍ରାହକ ବର୍ଗଙ୍କ ମଧ୍ୟରେ ସେ ବେଶ୍‌ ଲୋକପ୍ର୍ରିୟ । ବ୍ରାଣ୍ଡ୍ ଆମ୍ବାସାଡର୍ ଭୂମିକାରେ ସେ ଅସଲିପଣ ଓ ବିଶ୍ୱସନୀୟତା ଆଣିବେ ଏବଂ ଆମେ ପରସ୍ପର ସହିତ ଏକ ଦୀର୍ଘସ୍ଥାୟୀ ଓ ପୂର୍ଣ୍ଣାଙ୍ଗ ସହଯୋଗିତାକୁ ଚାହିଁ ରହିଛୁ ।’’ ଏହି ଅଭିଯାନ ସମ୍ପର୍କରେ ଶ୍ରଦ୍ଧା କପୁର, ଅଭିନେତ୍ରୀ, ବଲିଉଡ୍ କହିଛନ୍ତି ଯେ, “କମ୍ଫି ସ୍ନଗ୍ ଫିଟ୍ ସାନିଟାରି ନାପ୍‌କିନ୍ ପାଇଁ ଅମୃତାଞ୍ଜନ ହେଲ୍‌ଥକେୟାର୍ ସହ ଯୋଡ଼ି ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ସାରା ଦେଶରେ ମହିଳାମାନଙ୍କୁ ସ୍ୱଚ୍ଛତା ଉତ୍ପାଦ ଯୋଗାଇବା ଏବଂ ଏବିଷୟରେ ସଚେତନତା ସଷ୍ଟି କରିବା ଲାଗି ଉଦ୍ୟମ ବେଶ୍ ପ୍ରଶଂସନୀୟ ।

ମହିଳାମାନଙ୍କ ସ୍ୱାସ୍ଥ୍ୟର ପ୍ରସାର ପାଇଁ ଭୂମିକା ନିର୍ବାହ କରିବା ଏବଂ ଦୀର୍ଘ ୧୨୭ ବର୍ଷରୁ ଅଧିକ ସମୟ ଧରି ଲୋକମାନଙ୍କ ଜୀବନକୁ ଛୁଇଁଥିବା ବ୍ରାଣ୍ଡ୍ ଅମୃତାଞ୍ଜନ ହେଲ୍‌ଥକେୟାର୍ ସହ ଯୋଡ଼ିହୋଇଥିବାରୁ ମୁଁ ଗର୍ବିତ ।’’ ନବନୀତ ବିର୍କ, କ୍ରିଏଟିଭ୍ ହେଡ୍‌-ସାଉଥ୍‌, ଆର୍ କେ ସ୍ୱାମୀ ବିବିଡିଓ କହିଛନ୍ତି ଯେ, “କ୍ଷୁଦ୍ର ପରିବର୍ତନ ଜୀବନରେ ବଡ଼ ଭିନ୍ନତା ଆଣିବାର ଭାବକୁ ନେଇ ଆମେ ଏହି ଅଭିଯାନ ତିଆରି କରିଛୁ । ଯଦି ଜଣେ ଯୁବତୀ ନିଜ ଋତୁସ୍ରାବକୁ ଆରାମରେ ଏବଂ ସ୍ୱଚ୍ଛତାର ସହ ପରିଚାଳନା କରିପାରିବେ ତେବେ ସେ କଲେଜ ଯାଇପାରିବେ, ସେ ଉନ୍ନତ ଶିକ୍ଷା ହାସଲ କରିପାରିବେ, ଉନ୍ନତ ସୁଯୋଗ ପାଇବେ ଏବଂ ଦୀର୍ଘମିଆଦୀ ଭିତିରେ ନିଜ ପାଇଁ ଏକ ଉନ୍ନତ ଜୀବନ ଗଠନ କରିପାରିବେ । ପ୍ରତି ବାଳିକା ପାଇଁ କଲେଜ ଜୀବନ ହେଉଛି ଏକ ପରିବର୍ତନର ସମୟ ଏବଂ ଯଦି ଋତୁସ୍ରାବକୁ ନେଇ କିଛି ଭୁଲ ହୁଏ ତେବେ କଲେଜରୁ ବାଦ ପଡ଼ିବା ଏବଂ ଲଜ୍ଜା ଯୋଗୁଁ ଘରେ ରହିବାକୁ ପଡ଼ିପାରେ । ବାଳିକାମାନଙ୍କ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତରେ କମ୍ଫିର ଟିଭିସି ସେମାନଙ୍କ ହାତ ଧରି ସହଜରେ ଉତମ ଭବିଷ୍ୟତ ଆଡ଼କୁ ନେଇଯିବ, ସେମାନଙ୍କୁ ବିଶ୍ୱାସ ଦେଉଛି ଏବଂ କ୍ଳାନ୍ତ ନହୋଇ ଉଡ଼ିବାରେ ସହାୟତା ପ୍ରଦାନ କରୁଛି । ଏହି ଅଭିଯାନର ପଂଚ୍‌ ଲାଇନ୍ ରଖାଯାଇଛି “ମୁଡ୍ କେ ନେହିଁ ଉଡ୍ କେ ଦେଖୋ’ । ତାହା ହେଉଛି କମ୍ଫିର ପ୍ରତିଶ୍ରୁତି ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version