ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ,ସୋମବାର ) ଓଡ଼ଗାଁ :- ଓଡ଼ଗାଁ ତହସିଲ କାର୍ଯ୍ୟାଳୟକୁ ୨ଦିନ ଅର୍ଥାତ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ କାର୍ଯ୍ୟାଳୟ ବିଶୋଧନ କରାଯିବ ବୋଲି ଜଣାପଡିଛି ।


© 2023 Odisha Taza News.