• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଇକି ନହେଲେ ସାଇକେଲ ଚଢ଼ୁଛନ୍ତି : କିଛି ନ ହେଲେ ଚାଲି ଚାଲି ବୁଲୁଛନ୍ତି

Proprietor Abhimanyu Maharana by Proprietor Abhimanyu Maharana
May 10, 2021
in ଓଡ଼ିଶା, କୋରାପୁଟ, ହୋମ୍
0
ବାଇକି ନହେଲେ ସାଇକେଲ ଚଢ଼ୁଛନ୍ତି : କିଛି ନ ହେଲେ ଚାଲି ଚାଲି ବୁଲୁଛନ୍ତି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ୨୦୨୧, ସୋମବାର ) ଜୟପୁର :- ବାଇକ ନହେଲେ ସାଇକେଲ ଚଢ଼ୁଛନ୍ତି। କିଛି ନ ହେଲେ ଚାଲି ଚାଲି ବୁଲୁଛନ୍ତି। ପ୍ରଶାସନର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି। କିନ୍ତୁ ଲୋକେ ଏହାକୁ ଖାତିର କରୁନାହାନ୍ତି। ମଧ୍ୟାହ୍ନ ବେଳେ ନିୟମ କିଛିଟା ମାନୁଥିବା ବେଳେ ସକାଳୁ ଓ ସନ୍ଧ୍ୟାରେ ଉଂଲଘନ କରୁଛନ୍ତି। ଯୁବକମାନେ ସାହିକୁ ସାହି ବୁଲୁଥିବା ବ‌େଳେ ବୃଦ୍ଧାମାନେ ବିଭିନ୍ନ ସ୍ଥାନରେ ବସି ଖଟି କରୁଛନ୍ତି। ଅମାନିଆକୁ ରାସ୍ତାରେ ଅଟକାଇ ପୁଲିସ ତାଗିତ କରୁଛି, କିନ୍ତୁ ଘଡିଏ ପରେ ତାହାକୁ ଲୋକେ ଭୁଲଯାଉଛନ୍ତି। ଯାହାଫଳରେ ଲକ୍‌ଡାଉନ୍ ପରେ ଲାଗୁ ହୋଇଥିବା ସଟ୍‌ଡାଉନ୍‌କୁ କେହି ଖାତିର କରୁ ନାହାନ୍ତି। ଜୟପୁର ସହରରେ ସଟଡାଉନ୍ କେବଳ ନାମକୁ ମାତ୍ର ହୋଇଥିବା ଭଳି ମ‌ନ‌େ ହେଉଛି। କାହିଁକି ନା ସାହି ସାହିରେ ଜଳଖିଆ ଦୋକାନ ଖୋଲା ରହୁଥିବା ବେଳେ ରାସ୍ତା କଡରେ ଆମିଷ ବଜାର ଖୋଲା ରହୁଥିବାର ଆଜି ଦେଖିବାକୁ ମିଳିଛି।

ପୁଲିସ ଓ ପ୍ରଶାସନର ନିର୍ଦ୍ଦେଶ ଆମନିଆଙ୍କୁ କାଟୁ କରୁ ନାହିଁ। ପୁଲିସ ସହରର ବିଭିନ୍ନ ଛକ ଓ ସାହିରେ ପଇଁତରା ମାରୁଛି। ଏପରିକି ବହୁ ସ୍ଥାନରେ ଚେକିଂ କରି ଜରିମାନା ମଧ୍ୟ ଆଦାୟ କରୁଛି। କରୋନା ଦ୍ବିତୀୟ ଲହର ଆସିବା ପରେ ପୁଣି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କଟକଣା ଫେରିଛି। ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦେକାନ ଖୋଲା ରହୁଥିବା ବେଳେ ପରବର୍ତ୍ତୀ ସମୟରେ ତାହା ସବୁ ବନ୍ଦ ରହୁଛି। ଏଥିସହ ୧୨ଟା ପରେ ଘରୁ ବାହାରକୁ ଯିବାକୁ ବାରଣ ମଧ୍ୟ କରାଯାଇଛି। ସେହିପରି ଶନିବାର ଓ ରବିବାର ଦୁଇ ଦିନିଆ ସଟ୍‌ଡାଉନ୍‌ରେ ଅତ୍ୟାଆବଶ୍ୟକ ନଥିଲେ ଘରୁ ଅଦୌ ନ ବାହାରିବା ପାଇଁ ନିର୍ଦ୍ଦେଶ ହୋଇଛି। ଏଥିସହ ସମସ୍ତ ଦେକାନ ବଜାର ବନ୍ଦ ପାଇଁ ଘୋଷଣା ହୋଇଛି ।

କିନ୍ତୁ ଏହି ସମୟରେ ଜୟପୁର ସହରର ବିଭିନ୍ନ ସାହିରେ ଜଳଖିଆ ଦେକାନ ଖୋଲା ରହୁଛି। ଲୋକେ ସକାଳୁ ସକାଳୁ ଜଳଖିଆ ଖାଇବା ସହ ପାର୍ସାଲ ନେବା ପାଇଁ ଦୋକାନ ସମ୍ମୁଖରେ ପହଞ୍ଚି ଯାଉଛନ୍ତି। ଏଥିସହ ଦୋକାନ ଭିତରେ ଲୁଚିକି ବସି ମଧ୍ୟ ବହୁ ବ୍ୟକ୍ତି ମଧ୍ୟ ଖାଉଛନ୍ତି। ଏଥିସହ ଆଜି ରବିବାର ଭଲ ବାର ପଡିଥିବାରୁ ଲୋକ‌େ ଆମିଷ ଖାଇବା ପାଇଁ ଆଗ୍ରହୀ ହୋଇଛନ୍ତି। ଏଥିପାଇଁ ସହରର କେତେକ ଦୋକନୀ ସକାଳୁ ଚିକେନ୍ କାଟି ତାକୁ ଓଜନ କରି ପ୍ରସ୍ତୁତ କରି ରଖିଥାନ୍ତି ଗ୍ରାହାକ ଯିବା ମାତ୍ରକରେ ପଲିଥିନ ବଢ଼ାଇ ଦେଇ ଟଙ୍କା ନେଇ ଯାଆନ୍ତି। ଏଭଳି ଭାବ‌େ ମାଂସ ବେପାର ଚାଲିଥିବା ବେଳେ ମାଛ ବେପାର ଖୁଲମ୍‌ଖୁଲା ଭାବେ ଚାଲିଛି। ସ୍ଥାନୀୟ ଇକ୍ଷ୍ମୀପଣ୍ଡା ଛକ ଠାରୁ ଜୟନଗର ଛକ ମଧ୍ୟରେ କିଏ ରାସ୍ତା କଡରେ ତ ଆଉ କିଏ ଗଛ ମୂଳରେ ମାଛ ପସରା ପକାଇଛନ୍ତି ।

ଲୋକ‌େ କିଏ ବାଇକରେ ତ ଆଉ କିଏ ସାଇକଲରେ ବ୍ୟାଗ ଧରି ମାଛ କିଣିବା ପାଇଁ ପହଞ୍ଚି ଯାଉଛନ୍ତି। ସଟ୍‌ଡାଉନ୍‌କୁ ଖାତିର ନକରି ମାଛ କିଣି ଘରକୁ ଫେରୁଛନ୍ତି। ସଟ୍‌ଡାଉନ୍ ସକାଳୁଆ ଦୃଶ୍ୟ ଏମିତି ରହିଥିବା ବେଳେ ସନ୍ଧ୍ୟାର ଦୃଶ୍ୟ ତାଠାରୁ କିଛି ଅଲଗା ରହୁଛି। ଦିନ ତମାମ୍ ଘରେ ରହିବା ପରେ ଲୋକ‌େ ସନ୍ଧ୍ୟାରେ ବୁଲିବା ପାଇଁ ଘରୁ ବ‌ାହାରି ଆସୁଛନ୍ତି। ମୁଖ୍ୟ ଛକରେ ପୁଲିସ ଜଗୁଥିବା ବେଳେ ଲୋକ‌େ ଗଳି କିମ୍ବା ସାହି ରାସ୍ତା ଦେଇ ବାଇକ ଧରି ବୁଲୁଛନ୍ତି। ଏଥିସହ ସାହିରେ ଗୋଟିଏ ସ୍ଥାନରେ ଜମା ହୋଇ ଖଟି କରିବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି। ଏଭଳି ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version