• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାଲକାନଗିରି ଜିଲ୍ଲାର ଆନ୍ଧ୍ରକୁ ସୀମାକୁ ଲାଗି ରହିଥିବା – ପ୍ରବାସୀଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ଲୋକେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି

Proprietor Abhimanyu Maharana by Proprietor Abhimanyu Maharana
May 3, 2021
in ଓଡ଼ିଶା, ମାଲକାନଗିରି, ହୋମ୍
0
ମାଲକାନଗିରି ଜିଲ୍ଲାର ଆନ୍ଧ୍ରକୁ ସୀମାକୁ ଲାଗି ରହିଥିବା  – ପ୍ରବାସୀଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ଲୋକେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ) ମାଲକାନଗିରି :- ମାଲକାନଗିରି ଜିଲ୍ଲାର ଆନ୍ଧ୍ରକୁ ସୀମାକୁ ଲାଗି ରହିଥିବା ମୋଟୁ ରାସ୍ତା ଦେଇ ପ୍ରତିଦିନ ଶହଶହ ପ୍ରବାସୀ ମାଲକାନଗିରି ସମେତ ଅନ୍ୟ ଜିଲ୍ଲା ଏବଂ ଅନ୍ୟ ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଆନ୍ଧ୍ର ପଟରୁ ମୋଟୁ ସୀମାନ୍ତରେ ପ୍ରବାସୀ ମାନଙ୍କୁ ଛାଡି ଗାଡି ଚାଲିଯାଉଥିବା ବେଳେ ମୋଟୁ ଠାରୁ ମାଲକାନଗିରି ପର୍ଯ୍ୟନ୍ତ ଅନ୍ୟ ଏକ ଗାଡିରେ ଆସି ପ୍ରବାସୀ ମାଲକାନଗିରିରେ ଫସି ରହିଥିଲେ।ହାଇଦ୍ରାବାଦରୁ ଶତାଧିକ ପ୍ରବାସୀ ରାତି ୨ଟାରେ ମୋଟୁ ସୀମାନ୍ତରେ ପହଞ୍ଚିଥିଲେ। ଏହି ପ୍ରବାସୀମାନେ ପ୍ରାୟ ତିନି ହଜାର ଟଂକା ଖର୍ଚ୍ଚ କରି ମାଲକାନଗିରି ଜିଲ୍ଲାର ମୋଟୁ ସୀମାରେ ପହଞ୍ଚିବା ପରେ ପୁଣି ସେଠାରୁ ତିନି ଶହ ଟଂକା ଦେଇ ମାଲକାନଗିରି ପହଞ୍ଚିଥିଲେ। ମାଲକାନଗିରି ପହଞ୍ଚିବା ପରେ ଏଠାରେ ସଟ୍ ଡାଉନ ଥିବାରୁ ଲୋକେ ବସଷ୍ଟାଣ୍ଡରେ ଦୀର୍ଘ ସମୟ ଧରି ବସକୁ ଅପେକ୍ଷା କରିଥିଲେ। ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାମାନେ ଗରମରେ ଆଉଟୁପାଉଟୁ ହେଉଥିବା ଦେଖିବାକୁ ମିଳିଥିଲା ।

ସଟ୍ଡ଼ାଉନ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାରୁ ପ୍ରବାସୀମାନେ ପାଣି ଟିକିଏ ପାଇପାରିଲେ ନାହିଁ। ପ୍ରବାସୀମାନଙ୍କ କହିବା ଅନୁଯାୟୀ ସେମାନେ ମାଲକାନଗିରିରେ ସକାଳ ୭ଟାରେ ପହଞ୍ଚିଥିଲେ ମଧ୍ୟ ଦିନ ୧୧ଟା ପର୍ଯ୍ୟନ୍ତ ସେମାନେ କିଛି ଖାଇନଥିବା ପ୍ରକାଶ କରିଥିଲେ। ପ୍ରଶାସନ ତରଫରୁ ମଧ୍ୟ କେହି ପ୍ରବାସୀଙ୍କ ଦୁଃଖ ବୁଝିବାକୁ ଆସିନଥିଲେ ବୋଲି ଏମାନେ କହିଥିଲେ। କେତେବେଳ ବସ ମିଳିବ ଆଉ ଏମାନେ ନିଜ ନିଜ ଜିଲ୍ଲାକୁ ଫେରିବେ ସେମାନେ କିଛି ଜାଣିନଥିବା କହିଥିଲେ। ପ୍ରଶାସନ ତରଫରୁ ସହଯୋଗର ହାତ ନବଢାଇଲେ ସମସ୍ତେ ଏଠାରେ ମରିବେ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ ଚାରୋଟି ପ୍ରବେଶ ପଥ ରହିଛି।

ସେଗୁଡିକ ହେଲା ମୋଟୁ, ଚାଲାଣଗୁଡା, କମାରଗୁଡା ଏବଂ ଗୋବନ୍ଦପାଲ୍ଲୀ। ତେବେ ମୋଟୁ ସୀମା ଦେଇ ଆଜି ସୁଦ୍ଧା ୧୦ ହଜାର ୭୮୪ ଜଣ ବଡର ପାର କରି ଜିଲ୍ଲା ଦେଇ ଅତିକ୍ରମ କରିଛନ୍ତି। ସେଥିମଧ୍ୟରୁ ୫୪୧୯ ଜଣ ମାଲକାନଗିରି ଜିଲ୍ଲାର, ୪୬୧୩ ଅନ୍ୟ ଜିଲ୍ଲାର ଏବଂ ୭୫୨ ଅନ୍ୟ ରାଜ୍ୟର ପ୍ରବାସୀ ବୋଲି କୁହାଯାଇଛି। ମାଲକାନଗିରି ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ପ୍ରବାସୀମାନଙ୍କର କରୋନା ପରୀକ୍ଷା କରାଯାଉଥିବା କୁହାଯାଇଛି। ତେବେ ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ପ୍ରବାସୀମାନେ କେତେ ସୁରକ୍ଷିତ ଏବଂ ଜିଲ୍ଲାବାସୀ କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି ।

ଗତବର୍ଷ ପ୍ରବାସୀମାନଙ୍କ ପାଇଁ ଟ୍ରେନ ଏବଂ ବସର ସୁବିଧା କରାଯାଇଥିବା ବେଳେ କରୋନାର ଦ୍ବିତୀୟ ଲହରିରେ ପ୍ରବାସୀଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ଲୋକେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଗତ ଦୁଇ ଦିନ ହେଲା ପ୍ରବାସୀମାନେ ମାଲକାନଗିରିରେ ପହଞ୍ଚି ନାହିଁ ନଥିହା ହଇରାଣ ହେଉଛନ୍ତି। ଦୁଇଦିନ ଧରି ଜିଲ୍ଲାରେ ସଟ୍ ଡାଉନ ରହିଥିବାରୁ ଲୋକେ ଖାଦ୍ୟ ଏବଂ ପାନୀୟ ଜଳ ଟିକିଏ ନପାଇ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ତୁରନ୍ତ ପ୍ରହାସୀମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବା ନେଇ ବିଭିନ୍ନ ରାଜନୈତିକ ଦଳ ଏବଂ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version