No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୧ ମେ , ଶନିବାର ) ଭୁବନେଶ୍ୱର :- ପବନରେ କରୋନା ମାତୁଛି କିଛି ଲୋକଙ୍କ କିଏ ନାହାନ୍ତି ବା କାହା ସହିତ ସମ୍ପର୍କ ନାହିଁ ବା କାହାର କଣ ହେଲେ ତାଙ୍କର କିଛି ହୁଏନି l ସେମିତି ଲୋକ ଦୁନିଆରେ ସବୁଠାରୁ ଅଲଗା l କରୋନା ସମୟରେ ସବୁଜାଣି ପୁଣି ଦେଖୁଛନ୍ତି କେତେ ମୁଣ୍ଡ ଯାଉଛି l କରୋନା ଆସିଛି କୋରିବା ପାଇଁ କିଛି ଲୋକ ହେ ଜ୍ଞାନ ନେଉଛନ୍ତି l ଟିଭି ହେଉ କି ପୋଲିସ ବାବୁ ହୁଅନ୍ତୁ କି ସାମାଜିକ କର୍ମୀ ମାସ୍କ କଥା କୁହନ୍ତୁ ବା ସାମାଜିକ ଦୂରତା ବିଷୟରେ କହନ୍ତୁ ଗୋଟେ କାନରେ ପୁରେଇ ଆଉ ଗୋଟେ କାନରେ କାଡୁଛନ୍ତି l ମୁଁ ବା ଆମ ଟିମ ଆରବର୍ଷ ବହୁତ କିଛି କରିଛୁ l ଆମ ସହିତ ବହୁତ ପୁରୀର ବହୁତ NGO ସାଥୀ ହୋଇ କାମ କରିଛନ୍ତି l
ସେହିପରି ଓଡିଶା କରିଛନ୍ତି l ଏହି ବର୍ଷ ପବନ ହୋଇ ଆସିଛି କିନ୍ତୁ ଲୋକ ବୁଝିବାକୁ ନାରାଜ l ଆର ବର୍ଷ କରୋନା ଅବସ୍ଥା ଏବେର କରୋନା ପୁରା ଅଲଗା l ଦୋକାନୀ କରିଛନ୍ତି ମାସ୍କ ପିନ୍ଧୁନାହାନ୍ତି, ସାମନା ଵାଲା ଆସୁଛନ୍ତି ମାସ୍କ ନାହିଁ l ସାହି ଓ କଲୋନୀ ଲୋକଙ୍କ ମାସ୍କ ପିନ୍ଧିବା ଦେଖା ନାହିଁ l ଅଟୋ ରିସ୍କା ବୁଲୁଛି ମାସ୍କ ନାହିଁ ଗାଡି ମୁଲିଆଙ୍କୁ ନେଇ ଯାଉଛି ମାସ୍କ ନାହିଁ l ସେମାନେ ଭାବନ୍ତି ପୋଲିସ ବାବୁ ପାଇଁ ପିନ୍ଧୁଛୁ l ସେହିପରି ସାମାଜିକ ଦୂରତା କହିଲେ ନାହିଁ l କିଛି ଲୋକଙ୍କ ପାଇଁ ଆମେ ଅସୁବିଧା ପଡୁଛେ l
ଆମ ଚିହ୍ନା ଆମ ସାଥୀ ଆମ ବନ୍ଧୁ ବହୁତ ନାହାନ୍ତି l କରୋନା ନେଇ ସାରିଛି ବହୁତ ଜୀବନ l ଜଣେ ଚାଲିଗଲେ ସେ ଘର ଅବସ୍ଥା ବହୁତ ଅସୁବିଧା ହୁଏ l କାହାର କଣ ହୁଏ କିଛି କହି ହୁଏ ନାହିଁ l ଆମେ କିଛି ଜଗିବା କରୋନା ପଛେଇବ l ପୁରୀ ବା ଅନ୍ୟ ଜିଲ୍ଲାରେ ଲୋକଙ୍କୁ କହିଲେ କିଛି ହେଉନି ସେମାନେ କିଛି ଚିନ୍ତା କରୁନାହାନ୍ତି l ସେଥିପାଇଁ କିଛି ଲୋକଙ୍କ ପାଇଁ ଆମ ସହର ପୋଛି ହେବାକୁ ଯାଉଛି l
ଆମ ମାଟିରେ ବହୁତ କିଛି କରିବା ଆମେ ରହିଲେ ଆମେ ସମସ୍ତେ ନାଟକ କରିବାକୁ ଆସିଛେ ସରିନି ସମୟ ଆସିନି ସେଥିପାଇଁ ପାଇଁ ସାମାଜିକ ଦୂରତା ରଖନ୍ତୁ l ମାସ୍କ ପିନ୍ଧନ୍ତୁ l ସରକାର ନିୟମ ସବୁ ମାନନ୍ତୁ l ମୋ ଭାବନା କଥା ଲେଖିଲି ତେଣିକି ଆପଣମାନଙ୍କ ଇଛା ଯୋଉଟା ଠିକ ଭାବିବେ ସେମିତି କରିବେ l ସମସ୍ତଙ୍କୁ ଶ୍ରମିକ ଦିବସ ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ l ସମାଜସେବୀ ତଥା ଆଇନଜୀବୀ ଶ୍ରୀ ଲାଲା ଅନନ୍ତ କୁମାର ସିଂହଁ l
No Result
View All Result