No Result
View All Result
ରାଜସ୍ୱ ୯% ବୃଦ୍ଧି ପାଇ ୧୦,୫୨୨କୋଟି ଟଙ୍କା (ପ୍ରଥମ ଥର ୧୦,୦୦୦ କୋଟି ଟଙ୍କା ମାଇଲଖୁଣ୍ଟ ଅତିକ୍ରମ କରିଛି)
ଇବିଆଇଟିଡିଏ ୩୨% ବୃଦ୍ଧି ପାଇ ୨୭୮୩ କୋଟି ଟଙ୍କା
ସର୍ବବୃହତ୍ ଇବିଆଇଟିଡିଏ ମାର୍ଜିନ୍ ୨୬.୪%
ଇବିଆଇଟିିଡିଏ/ଟିରେ ୨୪% ବୃଦ୍ଧି ସହ ୧୩୩/ଟି ଟଙ୍କା
ପିଏଟି ୫ ଗୁଣା ବୃଦ୍ଧି ହୋଇ ୧୨୪୩ କୋଟି ଟଙ୍କା
(ପ୍ରଥମ ଥର ୧୦୦୦ କୋଟି ଟଙ୍କା ମାଇଲଖୁଣ୍ଟ ଅତିକ୍ରମ କରିଛି)
ଇପିଏସ୍ ୬ ଗୁଣା ବୃଦ୍ଧି ପାଇ ୬୫.୫୫
ପରିଶୋଧ ମୋଟ ଋଣ ୨୨୨୪ କୋଟି ଟଙ୍କା (ନେଟ୍ ଋଣ /
ଇବିଆଇଟିଡିଏ ହେଉଛି ୦.୦୪ଞ୍ଚ)
ବିକ୍ରି ପରିମାଣ ୭% ବୃଦ୍ଧି ପାଇ ୨୦.୭ ଏମ୍ଏନ୍ଟି
ସ୍ଥାପିତ କ୍ଷମତା ୧୬.୪% ବୃଦ୍ଧି ପାଇ ୩୦.୭୫ ଏମ୍ଏନ୍ଟି
ସଫଳତାର ସହ ସେୟାର୍ ବାଏ ବ୍ୟାକ୍ କାର୍ଯ୍ୟକ୍ରମ ଶେଷ (୩୨୯ କୋଟି ଟଙ୍କାର
୬୧.୬୬ ଲକ୍ଷ ସେୟାର)
ଆଇବିସି ଅଧୀନରେ ମୂରଲୀ ଇଣ୍ଡଷ୍ଟ୍ରିଜ୍ର ଅଧିଗ୍ରହଣ ସମ୍ପାଦିତ
ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ଭୁବନେଶ୍ୱର :- ଅଗ୍ରଣୀ ସିମେଂଟ୍ ଉତ୍ପାଦନକାରୀ କଂପାନି ଡାଲମିଆ ଭାରତ ସିିମେଂଟ୍ ପକ୍ଷରୁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ତ୍ରୟମାସ ଓ ପୂର୍ଣ୍ଣ ବର୍ଷର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଏହି ଅବସରରେ ଶ୍ରୀଯୁକ୍ତ ପୁନୀତ ଡାଲମିଆ, ପରିଚାଳନା ନିର୍ଦ୍ଦେଶକ- ଡାଲମିଆ ଭାରତ ଲିମିଟେଡ୍ କହିଛନ୍ତି ଯେ, “ଏକ ଅତ୍ୟଧିକ କଠିନ ପରିବେଶରେ ଚାରି ଆଡ଼ୁ ଶିଳ୍ପର ଅଗ୍ରଣୀ ପ୍ରଦର୍ଶନ ପ୍ରଦାନ କରିଥିବାରୁ ଆମ ଲୋକମାନଙ୍କପାଇଁ ଡାଲମିଆ ସିମେଂଟ୍ ଗର୍ବିତ । ଦୃଢ଼ ଆର୍ଥିକ ଓ ପରିଚାଳନା ପ୍ରଦର୍ଶନର ଆଉ ଏକ ବର୍ଷରେ ଏକ ଦୃଢ଼ ବାଲାନ୍ସ ସିଟ୍ ଏବଂ ଅତୁଲ୍ୟ ଉତ୍ସର୍ଗୀକୃତ ଟିମ୍ ଜରିଆରେ ଆମେ ତ୍ୱରିତ ଅଭିବୃଦ୍ଧିର ସ୍ପଷ୍ଟ ପଥରେ ରହିଛୁ ।’’ ଶ୍ରୀଯୁକ୍ତ ମହେନ୍ଦ୍ର ସିିଂଘି, ପରିଚାଳନା ନିର୍ଦ୍ଦେଶକ ଓ ସିଇଓ-ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ କହିଛନ୍ତି ଯେ, “ଚଳିତ ବର୍ଷ ଆମ କଂପାନିର ପ୍ରଦର୍ଶନକୁ ନେଇ ମୁଁ ଉଲ୍ଲସିତ । ପ୍ରତିଟି କ୍ଷେତ୍ରରେ ଆମ ପରିଚାଳନାରେ ୯.୦%ର ବ୍ୟାପକ ରାଜସ୍ୱ ବୃଦ୍ଧି ଓ ଇବିଆଇଟିଡିଏ ମାର୍ଜିନ୍ରେ ୪୬୦ ବିପିଏସ୍ ସମ୍ପ୍ରସାରଣ ଯୋଗୁଁ ଏହି ପ୍ରଦର୍ଶନ ହୋଇଛି । ଏକ ଯଥେଷ୍ଟ ଶୃଙ୍ଖଳିତ କାର୍ଯ୍ୟକ୍ଷମ ଜରିଆରେ ଅମେ ସଳତାର ସହ ଆମର ଉ୍ପାଦନରେ ୧୬% ବୃଦ୍ଧି ଆଣିଛୁ ଏବଂ ସେହ ସମୟରେ ଆମର ମୋଟ ଋଣ ପ୍ରାକ୍-ପରିଶୋଧ କରିଛୁ ।’’
କ୍ରମାଗତ ଦ୍ୱିତୀୟ ଥର ଲାଗି ଡାଲମିଆ ସିମେଂଟ୍ (ଭାରତ)
ଲିମିଟେଡ୍ ହେଉଛି ବିଶ୍ୱ ସ୍ତରର ଏକମାତ୍ର ସିମେଂଟ୍ କଂପାନି
ଯାହାକୁ ୟୁଏନ୍ କ୍ଲାଇମେଟ୍ ଆମ୍ବିସନ୍ ସମିଟ୍ ୨୦୨୦ରେ ବକ୍ତବ୍ୟ
ରଖିବା ଲାଗି ଆମନ୍ତ୍ରଣ କରାଯାଇଥିଲା
ଜାତିସଂଘର ଏକ ଅଗ୍ରଣୀ ସଂସ୍ଥା ପାଣିପାଗ ପରିବର୍ତନ ଉପରେ
ଜାତିସଂଘର ଫ୍ରେମ୍ୱର୍କ କନ୍ଭେନ୍ସନ୍ (ୟୁଏନ୍ଏଫ୍ସିସିସି) ସିଓପି-
୨୬ ପ୍ରେସିଡେନ୍ସି ତରପରୁ ୧୬ ବିଶ୍ୱସ୍ତରୀୟ କଂପାନି ମଧ୍ୟରୁ
ଅନ୍ୟତମ ଯାହାକୁ “ସିଓପି-୨୬ ବିଜ୍ନେସ୍ ଲିଡର୍’ ଘୋଷଣା
କରାଯାଇଛି ।
ନିରନ୍ତର ବ୍ୟବସ୍ଥା ଲାଗି ଇଌକ୍ଷଗ୍ଧ;ର୍ନ୍ୟାସ୍ନାଲ୍ ସିମେଂଟ୍
ଏକ୍ଜିକ୍ୟୁଟିଭ୍ ତରଫରୁ ଡିସିବିଏଲ୍କୁ ଏସିଆ ସଷ୍ଟେନେବିଲିଟି
ଆଣ୍ଡ୍ ଏନ୍ଭାଇରନ୍ମେଣ୍ଟାଲ୍ ଷ୍ଟିୱାର୍ଡସିପ୍ ଆୱାର୍ଡ ।
ନାଳନ୍ଦା (ଡାଲମିଆ ସିମେଂଟ୍ର ଇନ୍-ହାଉସ୍ ଏଲ୍ ଆଣ୍ଡ୍ ଡି ଟିମ୍ )
ବିଜ୍ନେସ୍ୱାର୍ଲଡ୍ ପିପୁଲ୍ସ୍ ଏଲ୍ଆଣ୍ଡ୍ଡି ଏକ୍ସିଲେନ୍ସ
ଆୱାର୍ଡସ୍ରେ ଶ୍ରେଷ୍ଠ ସମ୍ମାନ ହାସଲ୍ କରିଛି ।
No Result
View All Result