• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ପୋଲିସ ଏନକାଉଣ୍ଟରରେ ଗ୍ୟଙ୍ଗଷ୍ଟାର ସକିଲର ସହଯୋଗୀ ବାବୁ ଆହତ

Proprietor Abhimanyu Maharana by Proprietor Abhimanyu Maharana
April 30, 2021
in ଅପରାଧ, ଓଡ଼ିଶା, କଟକ, ହୋମ୍
0
ପୋଲିସ ଏନକାଉଣ୍ଟରରେ ଗ୍ୟଙ୍ଗଷ୍ଟାର ସକିଲର ସହଯୋଗୀ ବାବୁ ଆହତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୩୦ ଏପ୍ରିଲ ୨୦୨୧, ଶୁକ୍ରବାର ) କଟକ  :- କୁଖ୍ୟାତ ଗ୍ୟଙ୍ଗଷ୍ଟାର ସକିଲ ଅହମ୍ମଦର ମୁଖ୍ୟ ସହଯୋଗୀ ସେକ୍ ବାବୁ ଆଲିଆସ ବରେନ ବାବୁକୁ , ଚନ୍ଦକା -ବାରଙ୍ଗ ରାସ୍ତାର ବାରଙ୍ଗ ଇଏସଆଇ ହସ୍ପିଟାଲ ନିକଟରେ, ଗୁରୁବାର ରାତିରେ କଟକ ଦରଘାବଜାର ପୋଲିସ ଏନକାଉଣ୍ଟର କରିଛି । ଏହି ଏନକାଉଣ୍ଟରରେ ହାର୍ଡ କୋର କ୍ରିମିନାଲ ବାଵୁର ବାମ ଆଣ୍ଠୁରେ ଗୁଳି ବାଜିଛି । ଆହତ ଅପରାଧା ବାବୁକୁ ପୋଲିସ ଗିରଫ କରି, ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତର ଖାନାରେ ଭର୍ତ୍ତି କରିଛି । ବାବୁ ଚିକିତ୍ସିତ ହେଉଥିବା ୱ।ର୍ଡ଼ରେ ପୋଲିସ ସୁରକ୍ଷାକୁ କଡାକଡି କରାଯାଇଛି ।

ଆକ୍ଟିଭା କୁ ଜବତ କରିବା ସହିତ, ତାପାଖରୁ ଏକ ନାଇନ୍ ଏମ୍ ଏମ୍ ଦେଶୀ ପିସ୍ତଲ , ଗୋଟିଏ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି । ଗ୍ୟଙ୍ଗଷ୍ଟାର ସକିଲ ଅହମ୍ମଦର ଡାହାଣ ହାତ ସାଜିଥିବା କଟକ ଦରଘାବଜାର ଥାନା ପେନସନ ଲେନର ଦୁର୍ଦାନ୍ତ ଅପରାଧୀ ବାବୁ ନାମରେ ବିଭିନ୍ନ ଥାନାରେ ୨୧ ଟି ମାମଲା ରହିଛି । ସେହିପରି ଦରଘାବଜାର ଥାନାରେ ୧୧୬/୨୦୧୯ରେ ଏକ ମାମଲା ରହିଛି । ବାବୁ ଫେରାର ଥିବାରୁ ପୋଲିସ ବାବୁକୁ ଧରିବା ପାଇଁ ବହୁ ଚଷ୍ଟାକରିଥିଲେ ମଧ୍ୟ ଧରି ପାରୁନଥିଲା । ଗତକାଲି ଦରଘାବଜାର ଥାନା ଆଇଆଇସି କେ ସି ଜେନାଙ୍କ ନେତୃତ୍ବରେ ପେଶାଲ ସ୍ୱାକାର୍ଡର ଏକ ଟିମ, ବାବୁ ଏକ ଆକ୍ଟିଭା ଚଳାଇ ଏକୁଟିଆ ଚନ୍ଦକା ବାରଙ୍ଗ ରାସ୍ତାରେ , କଟକ ଆସୁଥିବା ନେଇ , ଦରଘାବଜାର ଆଇଆଇସିକୁ ଖବର ମିଳିଥିଲା ।

ପୋଲିସ ବାବୁ ଚଳାଇ ଆସୁଥିବା OD-13-B-7999 ଦରଘାବଜାର ଆଇଆଇସି ଏବଂ ପେଶାଲ ସ୍ୱାକାର୍ଡ଼ ଟିମର କର୍ମଚାରୀ ମାନେ ବାବୁକୁ ଧରିବା ପାଇଁ ବାରଙ୍ଗ ଇଏସଆଇ ହସ୍ପିଟାଲ ନିକଟରେ ପ୍ରସ୍ତୁତ ହୋଇ ରହିଥିଲେ । ବାବୁ ପୋଲିସଙ୍କୁ ଦେଖି ଯୋରରେ ଆକ୍ଟିଭା ଚଳାଇ ପଳାଇବାରୁ ପୋଲିସ ତାର ପିଛା କରିଥିଲା । ପୋଲିସ ଠାରୁ ନିଜକୁ ବଞ୍ଚାଇବାକୁ ଯାଇ ଦୁଇ ରାଉଣ୍ଡ ପୋଲିସ ଉପରକୁ ପାଖରେ ରଖିଥିବା ଦେଶୀ ପିସ୍ତଲରୁ ଗୁଳି ଚଳାଇଥିଲା । ଏଥିରେ ତୋଫାନ ବେହେରା ନାମ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି

ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି

May 6, 2026
ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର

ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର

May 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version