• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ : ୨୬ ଏପ୍ରିଲ ସୋମବାର

Proprietor Abhimanyu Maharana by Proprietor Abhimanyu Maharana
April 26, 2021
in ଓଡ଼ିଶା, ପୁରୀ, ରାଶିଫଳ, ହୋମ୍
0
ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ : ୨୬ ଏପ୍ରିଲ ସୋମବାର
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ,ସୋମବାର ) ଭୁବନେଶ୍ୱର :- ମେଷ : ସ୍ଵଭାବରେ ଉଗ୍ରତା ଏବଂ ଜିଦ୍ଦି ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବା ପାଇଁ ଉପଦେଶ। ପରିଶ୍ରମ ପରେ ନିର୍ଦ୍ଧାରିତ ସଫଳତା ନ ମିଳିବାରୁ ମନରେ ଅସନ୍ତୋଷ ରହିବ। ସ୍ଵାସ୍ଥ୍ୟ କମଜୋର ହୋଇପାରେ। ଯାତ୍ରା ପାଇଁ ସମୟ ଅନୁକୂଳ ନୁହେଁ। ସନ୍ତାନମାନଙ୍କ ବିଷୟରେ ଚିନ୍ତା ରହିବ। କୌଣସି ମାମଲାରେ ବିନା ବିଚାରରେ ପଦକ୍ଷେପ ହାନିକାରକ ପ୍ରମାଣିତ ହେବ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ।

ବୃଷ : କାର୍ଯ୍ୟର ସଫଳତା ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ଵାସର ଭୂମିକା ହେବ। ପିତୃପକ୍ଷଙ୍କ ତରଫରୁ ଲାଭ ହେବ। ବିଦ୍ୟାର୍ଥୀଗଣ ପଢ଼ାପଢ଼ିରେ ରୁଚି ରଖିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା କିମ୍ବା ଲାଭ ମିଳିବ। ସନ୍ତାନମାନଙ୍କ ପାଇଁ ଅର୍ଥ ଖର୍ଚ୍ଚ ହେବ। କଳାକାର ଏବଂ ଖେଳାଳିମାନଙ୍କ ପାଇଁ ନିଜର ପ୍ରତିଭା ଦର୍ଶାଇବା ପାଇଁ ଉତ୍ତମ ସମୟ ଅଟେ। ସଂପତ୍ତି ସମ୍ବନ୍ଧୀତ ଆଇନ କାଗଜପତ୍ର ଆଜି ନ କରିବା ପାଇଁ ଉପଦେଶ।

ମିଥୁନ : ଦିନର ପ୍ରାରମ୍ଭରେ ସତେଜ ଏବଂ ଫୂର୍ତ୍ତି ଅନୁଭବ କରିବେ। ଭାଗ୍ୟବୃଦ୍ଧିର ଅବସର ଆସିବ। ଶିଘ୍ର ବଦଳୁଥିବା ବିଚାର ଆପଣଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇବ। ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରି ପାରିବେ। ମିତ୍ରମାନଙ୍କ ତଥା ନିଜ ବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସାଥିରେ ସମ୍ବନ୍ଧ ଭଲ ରହିବ ଆର୍ଥିକ ଦୃଷ୍ଟିରୁ ଲାଭ ହେବାର ଯୋଗ ଅଛି।

କର୍କଟ : ଆଜି ମନରେ ଟିକେ ହତାଶାର କାରଣରୁ ଅସନ୍ତୋଷ ଅନୁଭବ କରିବେ। ପରିବାରରେ ସଦସ୍ୟମାନଙ୍କ ସହିତ ଭୁଲ ବୁଝାବଣା କିମ୍ବା ମନମାଳିନ୍ୟ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ମନ ଏକାଗ୍ର ରହିବ ନାହିଁ। ଧନ ଖର୍ଚ୍ଚରେ ବୃଦ୍ଧି ହେବ। ଅସନ୍ତୋଷର ଭାବନାରେ ମନ ଘେରି ରହିବ। ଅନୈତିକ ପ୍ରବୃତ୍ତିଗୁଡ଼ିକରେ ନ ପଡ଼ିବାପାଇଁ ଉପଦେଶ।

ସିଂହ : ଆତ୍ମବିଶ୍ଵାସ ତଥା ତ୍ଵରିତ ନିର୍ଣ୍ଣୟ ନେଇ କରି କାର୍ଯ୍ୟରେ ଆଗକୁ ବଢ଼ି ପାରିବେ। ସମାଜରେ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ବାଣୀ କିମ୍ବା ବ୍ୟବହାରରେ ଉଗ୍ରତା ତଥା କାହା ସହିତ ଅହଂକାର ଯୋଗୁଁ ଯୁକ୍ତି ହେବାର ସମ୍ଭାବନା ଦେଖାଯାଉଛି। ପିତା କିମ୍ବା ବରିଷ୍ଠ ନାଗରୀକମାନଙ୍କ ଦ୍ଵାରା ଲାଭ ପ୍ରାପ୍ତ ହେବ। ସ୍ଵାସ୍ଥ୍ୟ ବିଷୟରେ ଅଳ୍ପ ଅଭିଯୋଗ ରହିପାରେ। ବୈବାହିକ ଜୀବନରେ ମଧୁରତା ଅନୁଭବ କରିବେ। ସରକାରୀ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ ହେବାପରି ପ୍ରତୀତ ହେବ।

କନ୍ୟା : ଶାରୀରିକ ଏବଂ ମାନସିକ ଚିନ୍ତାରେ ବ୍ୟଗ୍ର ରହିବେ। ଅହଂ କାରଣରୁ କୌଣସି ମନମାଳିନ୍ୟ ହୋଇପାରେ। ଆକସ୍ମିକ ଧନଖର୍ଚ୍ଚ ହେବ। ଦାମ୍ପତ୍ୟଜୀବନରେ ମତଭେଦ ଉତ୍ପନ୍ନ ହେବ। ମାନସିକ ଏବଂ ଶାରୀରିକ ସ୍ଵାସ୍ଥ୍ୟ ଖରାପ ହେବ। ଅଧୀନସ୍ଥ ବ୍ୟକ୍ତି ତଥା ଚାକରବର୍ଗଙ୍କଠାରୁ ଅସୁବିଧା ଅନୁଭବ ହେବ।

ତୁଳା : ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ। ରମଣୀୟ ସ୍ଥାନକୁ ଯାତ୍ରାର ଆୟୋଜନ କରିବେ। ଆଜି ଆପଣଙ୍କ ଦୈନିକ କାର୍ଯ୍ୟ ଗୁଡ଼ିକର ସୁଚାରୂ ରୂପେ କରିବେ। ଗୃହସ୍ଥ ଜୀବନରେ ସୁଖ-ଶାନ୍ତି ଅନୁଭବ କରିବେ। ମହିଳା ମିତ୍ରମାନଙ୍କ ସହିତ ମିଳନ ହେବ। ଆୟରେ ବୃଦ୍ଧି ହେବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ। ଅବିବାହିତମାନଙ୍କର ବୈବାହିକ ସଂଯୋଗ ନିର୍ମିତ ହେବ।

ବିଚ୍ଛା : ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନ ରୂପରେ ସମ୍ପୂର୍ଣ୍ଣ ହେବ। ଗୃହସ୍ଥ ଜୀବନରେ ଆନନ୍ଦ ଆସିବ। ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ। ଚାକିରି-ବ୍ୟବସାୟରେ ପ୍ରଗତି ହେବ। ଉଚ୍ଚ ପଦାଧିକାରୀଗଣ ଏବଂ ବୃଦ୍ଧଙ୍କ ତରଫରୁ ଲାଭ ମିଳିବ। ଧନ ଲାଭ ହେବ। ବ୍ୟାପାରୀ ବର୍ଗଙ୍କର ବାକୀପଡ଼ିଥିବା ଅର୍ଥ ମିଳିବ। ସନ୍ତାନମାନଙ୍କର ପ୍ରଗତିରେ ମନ ଖୁସି ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କଠାରୁ ଲାଭ ହେବ।

ଧନୁ : ଆଜି ସ୍ଵାସ୍ଥ୍ୟ କିଛି ନରମ-ଗରମ ରହିବାର ସମ୍ଭାବନା ଅଛି। ଶାରୀରିକ ରୂପରେ ଅଶକ୍ତି ଏବଂ ଆଳସ୍ୟର ଭାବନା ରହିବ। ମାନସିକରୂପରେ ମଧ୍ୟ ଚିନ୍ତା ଏବଂ ବ୍ୟଗ୍ରତା ରହିବ। ବ୍ୟବସାୟରେ ବିଘ୍ନ ଆସିପାରେ। ହାନିକାରକ ବିଚାରକୁ ମନରୁ ଦୂରରେ ରଖିବେ। ଯେ କୌଣସି କାର୍ଯ୍ୟର ଆୟୋଜନ ସମ୍ଭାଳି କରି କରନ୍ତୁ। ଉଚ୍ଚ ଅଧିକାରୀମାନଙ୍କ ସହିତ ମତଭେଦର ପ୍ରସଙ୍ଗ ଉପସ୍ଥିତ ହେବ।

ମକର : ଖାଦ୍ୟ-ପେୟ ଉପରେ ଧ୍ୟାନ ନ ରଖିଲେ ଆଜି ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି। ରୋଗାକ୍ରାନ୍ତମାନଙ୍କର ଚିକିତ୍ସା, ପ୍ରବାସ କିମ୍ବା ବ୍ୟାପାରିକ କାର୍ଯ୍ୟରେ ଧନ ଖର୍ଚ୍ଚ ହେବ। ନକାରାତ୍ମକ ବିଚାର ଏବଂ କ୍ରୋଧକୁ ଦୂରରେ ରଖିଲେ ବହୁତ ଅସୁବିଧାରୁ ବଞ୍ଚିତ ହେଇପାରିବେ। ଭାଗିଦାରୀଙ୍କ ସହିତ ମତଭେଦ ହୋଇପାରେ।

କୁମ୍ଭ : ଭରପୂର ଆତ୍ମବିଶ୍ଵାସ ଏବଂ ଦୃଢ଼ ମନୋବଳ ସହିତ ପ୍ରଣୟ ଏବଂ ରୋମାନ୍ସ ଆଜିର ଦିନକୁ ଆନନ୍ଦଦାୟକ ବନାଇବ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ପରିଚୟ ଏବଂ ମିତ୍ରତା ହେବ। ସୁରୁଚିପୂର୍ଣ୍ଣ ଭୋଜନ, ନୂଆ ବସ୍ତ୍ର ଆପଣଙ୍କ ଆନନ୍ଦକୁ ବଢ଼ାଇବ। ସାର୍ବଜନିକ ମାନ-ସମ୍ମାନରେ ବୃଦ୍ଧି ହେବ। ଉତ୍ତମ ବୈବାହିକ ଜୀବନର ସୁଖ ପ୍ରାପ୍ତି ହେବ। ଭାଗିଦାରୀରେ ଲାଭ ହେବ।

ମୀନ : ଘରେ ସୁଖ-ଶାନ୍ତି ଏବଂ ଆନନ୍ଦର ବାତାବରଣ ବନିରହିଲେ ଆପଣ ନିଜର ଦୈନିକ କାର୍ଯ୍ୟଗୁଡ଼ିକକୁ ଆତ୍ମବିଶ୍ଵାସ ପୂର୍ବକ ଭଲ ଭାବରେ କରି ପାରିବେ। ସ୍ଵଭାବରେ ଉଗ୍ରତା ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଚାକିରିରେ ସହକର୍ମିମାନଙ୍କ ଏବଂ ଅଧୀନସ୍ଥ ବ୍ୟକ୍ତିମାନଙ୍କ ସହଯୋଗ ପ୍ରାପ୍ତ ହେବ। ସ୍ଵାସ୍ଥ୍ୟ ଭଲ ରହିବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version