ଓଡିଶା ତାଜା ନ୍ୟୁଜ ( ୨୫ ଏପ୍ରିଲ ରବିବାର ) ଚାନ୍ଦପୁର/ରିପୋର୍ଟ ଅଭିମନ୍ୟୁ :- ରଣପୁର ବ୍ଲକ ଚାନ୍ଦପୁର ପୋଲିସ ଆଜି ୪୩ ଲିଟର ବିଦେଶୀ ମଦ ଜବତ କରିଛି । ଚାନ୍ଦପୁର ପୋଲିସ ଅଚାନକ ଚଢ଼ାଉ କରି ଉକ୍ତ ଅଭିଯୁକ୍ତ ନାଁ ରେ ୬୪/୨୦୨୧ ରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି ।


© 2023 Odisha Taza News.