ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଝରିଗାଁବିଡ଼ିଓ, ତହସିଲଦାର, ଡ଼ାକ୍ଟର, ଆଇସିକୁ ନେଇ ଏକ ସମୀକ୍ଷା ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଏପ୍ରିଲ , ଶୁକ୍ରବାର ) ଝରିଗାଁ :- ମାନ୍ୟବର ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ମହୋଦୟ କରୋନା ର ଭୟାବହ ପରିସ୍ଥିତି ଦେଖି ଝରିଗାଁ ଗ୍ରସ୍ତ କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଝରିଗାଁବିଡ଼ିଓ, ତହସିଲଦାର, ଡ଼ାକ୍ଟର, ଆଇସିକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ ।