ଅଷ୍ଟମ ଥର ପାଇଁ ବିଜେଡ଼ି ସଭାପତି “ନବୀନ ପଟ୍ଟନାୟକ”

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 26.2.2020 :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଷ୍ଟମ ଥର ପାଇଁ ବିଜେଡ଼ି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ୩୩ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ସମେତ ମୋଟ ୮୦ ଜଣଙ୍କୁ ନେଇ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ଗଠନ ହୋଇଛି । ଦୁଇମାସ ଧରି ଚାଲିଥିବା ସାଂଗଠନିକ ନିର୍ବାଚନର ଶେଷ ପର୍ଯ୍ୟାୟରେ ଏହି ତାଲିକା ଘୋଷଣା କରାଯାଇଛି । ଆଜି ଦଳର ରାଜ୍ୟ ପରିଷଦ ବୈଠକରେ ରିଟର୍ଣ୍ଣଂ ଅଫିସର ପ୍ରତାପ କେଶରୀ ଦେବ ଏହା ଘୋଷଣା କରିଛନ୍ତି । ନବୀନ ପଟ୍ଟନାୟକ ରାଜ୍ୟ ସଭାପତି

କାର୍ଯ୍ୟକାରିଣୀ ସହସ୍ୟ :- ଅରୂପ ପଟ୍ଟନାୟକ, ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ବିକ୍ରମ କେଶରୀ ଆରୁଖ, ବିଜୟ ରଞ୍ଜନ ସିଂ ବରିହା, ବଦ୍ରି ନାରାୟଣ ପାତ୍ର, ବ୍ୟମୋକେଶ ରାୟ, ବ୍ରଜ କିଶୋର ପ୍ରଧାନ, ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍, ବିଭୂତି ବଳବନ୍ତରାୟ, ବିଜୟ ନାୟକ, ବିନୟ ଟପ୍ପୋ, ବିପ୍ଲବ ପାତ୍ର, ଚନ୍ଦ୍ର ଶେଖର ସାହୁ, ଚନ୍ଦ୍ର ସାରଥୀ ବେହେରା, ଦେବାଶିଷ ସାମନ୍ତରାୟ, ଦିବ୍ୟ ଶଙ୍କର ମିଶ୍ର, ଦେବୀ ପ୍ରସାଦ ମିଶ୍ର, ଦିଲ୍ଲୀପ ତିର୍କୀ, ଦେବେଶ ଆଚାର‌୍ୟ୍ୟ, ଧ୍ରୁବ ସାହୁ, ହୃଷିକେଶ ନାଏକ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,

ଜଗନ୍ନାଥ ସାରକା, ଝିନ୍ନ ହିକକା, କଳିକେଶ ନାରାୟଣ ସିଂହଦେଓ, କିଶୋର ମହାନ୍ତି, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ମଙ୍ଗଳା କିଷାନ, ମହେଶ୍ୱର ମହାନ୍ତି, ମିଲନ୍ କାନୁନଗୋ, ମାନସ ମଙ୍ଗରାଜ, ମାନସ ମାଡ଼କାମି, ମୁଜିବୁଲା ଖାଁ, ନବ ଦାସ, ଏନ.ଭାସ୍କର ରାଓ, ନିରଞ୍ଜନ ପୂଜାରୀ, ନଳିନୀ ପ୍ରଧାନ, ପ୍ରଣବ ପ୍ରକାଶ ଦାସ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ୍, ଶ୍ରୀମତୀ ପ୍ରମିଳା ମଲ୍ଲିକ, ପିନାକୀ ମିଶ୍ର, ପ୍ରୀତି ରଞ୍ଜନ ଘଡ଼ାଇ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରତାପ ଜେନା,

ପ୍ରଶାନ୍ତ ମୁଦୁଲି, ପ୍ରଦୀପ ମହାରଥୀ, ପ୍ରଶାନ୍ତ ଜଗଦେବ, ପ୍ରଣବ ବଳବନ୍ତରାୟ, ଡ. ପ୍ରମୋଦ ମଲ୍ଲିକ, ପ୍ରଫୁଲ୍ଲ ସାମଲ, ରୋହିତ ପୂଜାରୀ, ରବୀନ୍ଦ୍ର କୁମାର ଜେନା, ରମେଶ ମାଝୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ରମେଶ ଚନ୍ଦ୍ର ବେହେରା, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରବି ନାରାୟଣ ନନ୍ଦ, ରାଜୀବ ପାତ୍ର, ସଞ୍ଜୟ ଦାସ ବର୍ମା, ସୁଶାନ୍ତ ସିଂ, ସୁବ୍ରତ ତରାଇ, ସୁଦାମ ମାରାଣ୍ଡି, ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍, ସଞ୍ଜୟ ଅଗ୍ରୱାଲ୍, ସମୀର ଦାଶ, ସୁଶାନ୍ତ ରାଉତ, ଶ୍ରୀକାନ୍ତ ସାହୁ, ପ୍ରହଲ୍ଲାଦ ତ୍ରିପାଠୀ, ସଦାନନ୍ଦ ମାରାଣ୍ଡି, ସ୍ୱାଧୀନ ନାୟକ, ସୁବାସ ସିଂ, ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଡ. ସସ୍ମିତ୍ ପାତ୍ର, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀମତୀ ଉଷା ଦେବୀ ।