ରାଜଘାଟ “ଜୀବନ ସାଥି ସ୍ୱେଚ୍ଛାସେବୀ ସଂଗଠନ” ତରଫରୁ ବାଲେଶ୍ୱର ଏଡ଼ିଏମ୍ ନୀଲୁ ମହାପାତ୍ର କୁ ସ୍ୱାଗତ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ମଙ୍ଗଳବାର ) ରାଜଘାଟ  :- ବାଲେଶ୍ୱରର ଅତିରିକ୍ତ ଜିଲ୍ଲା ପାଳ ନୀଲୁ ମହାପାତ୍ର ଆବସ୍ଥାପିତ ହୋଇଛନ୍ତି l ରାଜଘାଟ “ଜୀବନ ସାଥି ସ୍ୱେଚ୍ଛାସେବୀ ସଂଗଠନ “ସଭାପତି  ତଥା  ଯୁବ ନେତା ଦୀପ୍ତିମାନ ପତିଙ୍କ ଦ୍ୱାରା ଫୁଲଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l 

ବାଲେଶ୍ୱରରେ ଉପଜିଲ୍ଲାପାଳ ଓ  ପରେ  ଡ଼ିଆରଡ଼ିଏ  ର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ l ଏବେ ତାଙ୍କର ଅତିରିକ୍ତ ଜିଲ୍ଲା ପାଳ ଭାବେ ବଦଳି ହୋଇଛି l (ଦୀପ୍ତିମାନ ପତି, ବାଲେଶ୍ୱର )