• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଠିକାଦାରଙ୍କ ମନମାନୀ ଯୋଗୁ ମଞ୍ଜୁର ଅର୍ଥ ପଡିରହିଛି ; ଠାକୁରପାଟଣା ଗାଁରାସ୍ତା ଓ ଡ୍ରେନେଜ ନିର୍ମାଣରେ ବିଳମ୍ବ : ଜିଲାପାଳଙ୍କୁ ଭେଟିବେ ଯୁବପରିଷ

Proprietor Abhimanyu Maharana by Proprietor Abhimanyu Maharana
April 19, 2021
in ଓଡ଼ିଶା, କଟକ, ହୋମ୍
0
ଠିକାଦାରଙ୍କ ମନମାନୀ ଯୋଗୁ ମଞ୍ଜୁର ଅର୍ଥ ପଡିରହିଛି ; ଠାକୁରପାଟଣା ଗାଁରାସ୍ତା ଓ ଡ୍ରେନେଜ ନିର୍ମାଣରେ ବିଳମ୍ବ : ଜିଲାପାଳଙ୍କୁ ଭେଟିବେ ଯୁବପରିଷ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) କୋରାଇ :- ଠାକୁରପାଟଣା ଗାଁର ଜଳନିଷ୍କାସନ ବ୍ୟବସ୍ଥା ଓ ଗ୍ରାମ୍ୟ ରାସ୍ତାଟିର ମରାମତି ଅଭାବରୁ ଦୀର୍ଘ ବର୍ଷହେଲା ବିପର୍ଯ୍ୟସ୍ତ ହୋଇପଡିଛି । ବହୁ ଅଭିଯୋଗ ପରେ ବିଭାଗ ପକ୍ଷରୁ ମରାମତି ଲାଗି ଗତବର୍ଷ ଡିସେମ୍ବରରେ ଅର୍ଥମଞ୍ଜୁର ହୋଇ ଠିକାଦାର ଚୟନ କରାଯାଇଛି । ହେଲେ ଠିକାଦାର ୪ମାସ ହେଲା ମନମାନୀ କରି କାର୍ଯ୍ୟ ଆରମ୍ଭ କରୁନାହିଁ । ଏଥିନେଇ ବିଭାଗ ପକ୍ଷରୁ ବିହୀତ ପଦକ୍ଷପ ନିଆଯାଉନଥିବାରୁ ଏନେଇ ଠାକୁରପାଟଣା ଯୁବପରିଷଦ ବାଧ୍ୟ ହୋଇ ଜିଲାପାଳଙ୍କୁ ଜଣାଇବାପାଇଁ ନିଷ୍ପତି ନେଇଛନ୍ତି । ପ୍ରକାଶଯେ, କୋରାଇ ବ୍ଲକ
ଅନ୍ତର୍ଗତ ଖମଣ ଗ୍ରାମପଂଚାୟତସ୍ଥ ଠାକୁରପାଟଣା ଗାଁଦେଇ ଯାଇଛି ଜହ୍ନା-ପହଙ୍ଗା ଗ୍ରାମ୍ୟ ବିଭାଗ ରାସ୍ତା ।

ଏହି ରାସ୍ତା ଉପରେ କୋରାଇ ବ୍ଲକର ଖମଣ, ଜହ୍ନା, ବଡବିରୁହାଁ, ଗୋଳେଇପୁର ଏବଂ ରସୁଲପୁର ବ୍ଲକର ଲକ୍ଷ୍ମୀନଗର ଓ ପହଙ୍ଗା ଆଦି ୬ ଗୋଟି ପଂଚାୟତର ଯାତାୟତ କରିଥାନ୍ତି । ହେଲେ ବିଭାଗର ଦୁରଦୃଷ୍ଟି ଅଭାବରୁ ଠାକୁରରପଟଣା ଗାଁଦେଇ ଯାଇଥିବା ଏହି ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା କରାଯାଇନାହିଁ । ଫଳରେ ଅସରାଏ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନପାରି ଗାଁ ରାସ୍ତାରେ ଜଳ ଲହଡି ମାରୁଛି । ବର୍ଷା ଦିନେତ ଦୂରକଥା ଖରାଦିନେ ମଧ୍ୟ ଯାତାୟତରେ ଗ୍ରାମବାସୀମାନେ ନାହିଁନଥିବା ହିନସ୍ତା ଭୋଗୁଛନ୍ତି । ଏନେଇ ୨୦୧୫ ମସିହାରେ ଗ୍ରାମବାସୀଙ୍କ ସମେତ ଠାକୁରପାଟଣା ଯୁବପରିଷଦ ଗ୍ରାମ୍ୟ ବିଭାଗର କାର୍ଯ୍ୟନିର୍ବାହି ଯବୀ ଜଣାଇଥିଲେ ।

ହେଲେ ଦୀର୍ଘ ବର୍ଷଯାଏ ବିଭାଗ ପକ୍ଷରୁ କୌଣସି ପଦକ୍ଷପ ନିଆଗଲା ନିହିଁ । ରାସ୍ତା ଓ ଡ୍ରେନ ସମସ୍ୟ । ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ୨୦୨୦ ମସିହାରେ ଯୁବପରିଷଦ ଓ ଗ୍ରାମବାସୀ କୋରାଇ ବିଡିଓ, ବିଭାଗୀୟ ଏସଡିଓ, କାର୍ଯ୍ୟନିର୍ବାହୀ, ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ସରପଂଚଙ୍କୁ ପୁନାରାୟ ନିବେଦନ
କରିଥିଲେ । ଫଳରେ ଜଳନିଷ୍କାସନ ନିମନ୍ତେ ଗାଁରାସ୍ତା ମରାମତି ଓ ଡ୍ରେନେଜ ନିର୍ମାଣ ନିମନ୍ତେ ବିଭାଗ ପକ୍ଷରୁ ଗତ ଡିସେମ୍ବର ମାସ ୧୪ତାରିଖରେ ୬ଲକ୍ଷ ୭ହଜାର ଟଙ୍କା ମଞ୍ଜୁରକରାଗଲା । ତ୍ୱରିତଭାବେ କାର୍ଯ୍ୟକରିବା ପାଇଁ ମଧ୍ୟ ଠିକାଦାର ଚୟନ କରାଯାଇଛି । ୧୫ଦିନ ମଧ୍ୟରେ କାର୍ଯ୍ୟସାରିବାକୁ ନିର୍ଦେଶିତ ଥିଲା ବେଳେ ଏଥି ମଧ୍ୟରେ ୪ମାସ ବିତିଯାଇଥିଲେହେଁ ନିଯୁକ୍ତ ଠିକାଦର ମନମାନିକରି କାର୍ଯ୍ୟ କରୁନାହିଁ । ଫଳରେ କାର୍ଯ୍ୟ ଯଦି ବର୍ଷ ଦିନପୂର୍ବରୁ ନସରେ ତେବେ ଗ୍ରାମବାସୀଙ୍କୁ ପୁଣି ବର୍ଷୁଟିଏ ହିନସ୍ଥା ହେବାକୁ ପଡିବ ।

ଠିକାଦାର କାର୍ଯ୍ୟାରମ୍ଭ ନକରିବା ଓ ବିଭାଗ ପକ୍ଷରୁ କୌଣସି ପଦକ୍ଷପ ନିଆଉନଥିବାରୁ ଗ୍ରାମକମିଟ ଓ ଠାକୁର ପାଟଣା ଯୁବପରିଷଦ ଜିଲାପାଳଙ୍କ ଭେଟି ତ୍ୱରିତ କାର୍ଯ୍ୟାରମ୍ଭପାଇ ପଦକ୍ଷପ ନିମନ୍ତେ ଜଣାଇବା ପାଇଁ ଉପଦେଷ୍ଟା ଅନନ୍ତ ଚରଣ ମଲିକ, ସଭାପତି ପ୍ରଶାନ୍ତକୁମାର ସାହୁ, ପରିକ୍ଷିତ ରାଉତ, ରମାକାନ୍ତ ସାହୁ, ଗୋବିନ୍ଦ ଦାସ, ଅଶୋକ ବେହେରା, ରବିନ୍ଦ୍ର ସାହୁ, ହେମନ୍ତ କୁମାର ପୃଷ୍ଟି, ପ୍ରଫୁଲ୍ଲ ଦାସ ପ୍ରମୁଖ ଜଣାଇବା ନିମନ୍ତେ କମିଟିର ପକ୍ଷରୁ ନିଷ୍ପତି ହୋଇଥିବା ସୂଚନା ଦେଇଛନ୍ତି । ଏନେଇ ଦାୟିତ୍ୱରେ ଥିବା ବିଭାଗୀୟ ଯବୀ ସୌମ୍ୟରଞ୍ଜନ ବେହେରା(ଯାଜପୁରରୋଡ)ଙ୍କଠାରୁ ଜାଣିବାକୁ ଯୋଗାଯୋଗ କରାଯାଇଥିଲେହେଁ ସେ ଫୋନ ନଉଠାଇବାରୁ ତାହା ସମ୍ଭବ ହୋଇପାରିନାହିଁ । । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 3, 2026
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

May 3, 2026
ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version