• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୃତ୍ୟୁକୁ ପରାଜିତ କରିଥିବା ସେବିକା

Proprietor Abhimanyu Maharana by Proprietor Abhimanyu Maharana
April 12, 2021
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ମୃତ୍ୟୁକୁ ପରାଜିତ କରିଥିବା ସେବିକା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର ) ଭୁବନେଶ୍ୱର :- ମୃତ୍ୟୁକୁ ଭୟ ବା କାହାର ନାହିଁ, ହେଲେ ସମ୍ମୁଖରେ ମରଣର ବିଭୀଷିକା ବାରମ୍ବାର ଦେଖି ଜୀବନ ଫେରିପାଇବା ପ୍ରକୃତରେ ଭାଗ୍ୟର କଥା । ସେହିଭଳି ମୁହୂର୍ତ୍ତକୁ ସାମ୍ନା କରିଥିବା ବ୍ୟକ୍ତିତ୍ବ ହେଲେ ଆର୍ଜେଣ୍ଟିନାର ଭାଇଓଲେଟ୍ ଜେସପ୍, ୮୩ ବର୍ଷ ବୟସରେ ଇଂଲଣ୍ଡରେ ସେ ପ୍ରାଣ ହରାଇଥିଲେ । ତିନି ଥର ଜାହାଜ ଯାତ୍ରା କରି ମୃତ୍ୟୁ ସହ ଲଢ଼ି ଯେପରି ଜୀବନ ଫେରି ପାଇଥିଲେ ଭାଇଓଲେଟ୍, ପାଠପଢ଼ା ଶେଷ ପରେ ୧୯୦୮ରେ ସେ ପ୍ରଥମେ ଏକ ସିପିଙ୍ଗ୍ କମ୍ପାନୀରେ ସେବିକା ଭାବେ କାମ ଆରମ୍ଭ କଲେ । ମାତ୍ର ୨୧ ବର୍ଷ ବୟସର ଯୁବତୀ, ଅନ୍ୟ କେତୋଟି କମ୍ପାନୀରୁ ମଧ୍ୟ ତାଙ୍କୁ ସୁଯୋଗ ମିଳିଲା । ୧୯୧୧ରେ ‘ଆର୍‌ଏମ୍‌ଏସ୍‌ ଅଲିମ୍ପିକ୍’ରେ ସେ କାମ କଲେ, ଯାତ୍ରା ସମୟରେ ସେପ୍ଟେମ୍ବର ୨୦ରେ ଅଲିମ୍ପିକ୍ ଜାହାଜ ଅନ୍ୟ ଏକ ଯୁଦ୍ଧ ଜାହାଜ ସହ ଦୁର୍ଘଟଣାଗ୍ରସ୍ତ ହେଲା । ଜାହାଜଟି ମଝିସମୁଦ୍ରରେ କ୍ଷତିଗ୍ରସ୍ତ ହେଲା, କିନ୍ତୁ କେହି ଏଥିରେ ମୃତାହତ ହୋଇନଥିଲେ। ପ୍ରଥମଥର ଭାଇଓଲେଟ୍ ଅଲିମ୍ପିକ୍ ଦୁର୍ଘଟଣାରୁ ବତ୍ତିଲେ, ସେ ଏହି ଜାହାଜ ଯାତ୍ରା ସମ୍ପର୍କରେ ନିଜ ଅନୁଭୂତିକୁ କାହା ଆଗରେ ପ୍ରକାଶ କରିନଥିଲେ । ଦ୍ବିତୀୟଥର ୧୯୧୨ ଏପ୍ରିଲ୍ ୧୦ରେ ଭାଇଓଲେଟ୍ ‘ଆର୍‌ଏମ୍‌ଏସ୍ ଟାଇଟାନିକ୍’ରେ ଯାତ୍ରା କଲେ, ଏପ୍ରିଲ୍ ୧୪ରେ ଜାହାଜ ବରଫଖଣ୍ଡ ସହ ଧକ୍କା ଖାଇ ବୁଡ଼ିଲା ।

ଲାଇଫ୍‌ବୋଟ୍‌ରେ ଅନ୍ୟ ମହିଳା ଯାତ୍ରୀଙ୍କୁ ସହାୟତା ନିମନ୍ତେ ଭାଇଓଲେଟ୍‌ଙ୍କୁ କ୍ୟାପଟେନ୍ ଯିବା ପାଇଁ ଅନୁମତି ଦେଲେ, ଲାଇଫ୍‌ବୋଟ୍‌ରେ ଆସୁଥିବା ସମୟରେ ବିରାଟ ଜାହାଜ ଟାଇଟାନିକ ସମୁଦ୍ର ଗର୍ଭରେ ଲୀନ ହେବାର ଦୃଶ୍ୟକୁ ସେ ଦେଖିଥିଲେ। ଟାଇଟାନିକ୍ ଦୁର୍ଘଟଣା ପରେ ଭାଇଓଲେଟ୍ କିଛି ବର୍ଷ ପର୍ଯ୍ୟନ୍ତ କାମ କରିବାକୁ ଚାହିଁଲେନାହିଁ, ପ୍ରଥମବିଶ୍ବଯୁଦ୍ଧବେଳକୁ ସେ ପୁଣି କାମ କରିବାକୁ ମନସ୍ଥ କଲେ । ୧୯୧୬ରେ ସେ ଏଚ୍‌ଏମ୍‌ଏସ୍‌ ବ୍ରିଟାନିକ୍‌ରେ ସେବିକା ଭାବେ ନିଯୁକ୍ତି ପାଇଲେ, ଦୁର୍ଭାଗ୍ୟବଶତଃ ଏଇ ଜାହାଜଟି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହେଲେ ଭାଗ୍ୟବଳରେ ଭାଇଓଲେଟ୍ ଯେପରି ତୃତୀୟଥର ପୁନର୍ଜୀବନ ପାଇଲେ । ବ୍ରିଟାନିକ୍ ଦୁର୍ଘଟଣା ସମୟରେ ଜୋସେଫ୍‌ ମଧ୍ୟ ଆହତ ହେଲେ, ତାଙ୍କ ମସ୍ତିଷ୍କର ବାମ ପାଖ ଆଘାତ ହେବାରୁ କିଛିଦିନ ସେ ସଂଜ୍ଞାହୀନ ଅବସ୍ଥାରେ ଚିକିତ୍ସିତ ହୋଇଥିଲେ।

ସୁସ୍ଥ ହେବା ପରେ ପୁନର୍ବାର ସେ ଆଉ ଜାହାଜରେ ସେବିକା କିମ୍ବା ଅନ୍ୟ କୌଣସି ପଦରେ କାମ କରିବାକୁ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରିପାରିଲେନାହିଁ। ମନରେ ଭୟ ବସା ବାନ୍ଧି ରହିଲା ଯେ, ସେ ଜାହାଜରେ ଚାକିରି କରିବେ ତ’ ନିଶ୍ଚିତ ଭାବେ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବ। ବାରମ୍ବାର ମୃତ୍ୟୁର ବିଭୀଷିକାକୁ ଆଖି ସାମ୍ନାରେ ଦେଖିବାର ସାହସ ଆଉ ତାଙ୍କ ପାଖେ ନଥିଲା, ୧୯୨୧ବେଳକୁ ସେ ପ୍ରଥମେ କାମ ଆରମ୍ଭ କରିଥିବା ସିପିଙ୍ଗ୍ କମ୍ପାନୀରେ ପୁନର୍ବାର ଯୋଗ ଦେଲେ । ଅବସର ନେବା ପର୍ଯ୍ୟନ୍ତ ସେଇଠାରେ ହିଁ ଭାଇଓଲେଟ୍ କାମ କଲେ, ତାଙ୍କ ଅଙ୍ଗେନିଭା ୩ ଜାହାଜର ଘଟଣାକୁ ନେଇ ବିଭିନ୍ନ ଖବରକାଗଜ, ନ୍ୟୁଜ୍ ଚ୍ୟାନେଲ୍‌ ପ୍ରକାଶ କଲା। ଭାଇଓଲେଟ୍ ବାରମ୍ବାର ସେହି ଦୁର୍ଘଟଣାର ଦୃଶ୍ୟକୁ ସାକ୍ଷାତକାର୍‌ରେ କହିବାକୁ ଅନିଚ୍ଛା କରି ଶେଷରେ ଲୋକଲୋଚନରୁ ନିଜକୁ ଦୂରେଇ ରଖି ଜୀବନ ଅତିବାହିତ କଲେ।     (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026
ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version