No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୧ ଅପ୍ରେଲ ରବିବାର) ନୟାଗଡ଼ ରିପୋର୍ଟ /ଅଭିମନ୍ୟୁ ମହାରଣା ) :- ନୟାଗଡ଼ ର ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀ ଡ଼ ଅରୁଣ ସାହୁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ର କାଳିକାପ୍ରସାଦ ପଞ୍ଚାୟତ ଗ୍ରସ୍ତ କରିଥିବା ଜଣାଯାଇଛି । ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ବୁଲି ପ୍ରତ୍ୟେକ ଲୋକ ଙ୍କ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।

ଏହାଛଡା ଗ୍ରାମ ର ଉନ୍ନତି ଦିଗରେ ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି । ଲୋକଙ୍କ ସମସ୍ୟା କୁ ଦୂର କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରି ପ୍ରତ୍ୟକ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସୁଖ ଦୁଃଖରେ ସାଥି ହୋଇଛନ୍ତି ବିଧାୟକ ଡ଼ . ଅରୁଣ ସାହୁ ।
No Result
View All Result