• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ରାଜନଗର ବ୍ଲକ ନିକଟସ୍ଥ ପେଣ୍ଠ ବେଳାଭୂମି ଠାରେ ମିଳିଥିବା ଗଳିତ ଶବ ଟି ର , ମିଳିଲା ପ୍ରକୃତ ଠିକଣା

Proprietor Abhimanyu Maharana by Proprietor Abhimanyu Maharana
April 11, 2021
in ଅପରାଧ, ଓଡ଼ିଶା, ହୋମ୍
0
ରାଜନଗର ବ୍ଲକ ନିକଟସ୍ଥ ପେଣ୍ଠ ବେଳାଭୂମି ଠାରେ ମିଳିଥିବା ଗଳିତ ଶବ ଟି ର , ମିଳିଲା ପ୍ରକୃତ ଠିକଣା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୧ ଅପ୍ରେଲ ରବିବାର ) ପଟ୍ଟାମୁଣ୍ଡାଇ :- ପ୍ରଥମ ଘଟଣା +2କମର୍ସ ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ, ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ର ଇପ୍ସିତା ମହାନ୍ତି, ଛଦ୍ମନାମ ପୁର୍ଣିମା ଓ ଅନ୍ୟ ଜଣକ ହେଲେ ମୃତ ଯୁବକ ପ୍ରକାଶ ପାତ୍ର ଥିଲେ, ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର +2Arts ପ୍ରଥମ ବର୍ଷ ରେ ପାଠ ପଢୁଥିଲେ, ପ୍ରଶାନ୍ତ ପାତ୍ର, ଅନ୍ୟପକ୍ଷେ କୋରାନା ମହାମାରୀ ପାଇଁ ସ୍ଥାନୀୟ ଅଞ୍ଚଳ ରାଜନଗର ଠାରେ ବନ୍ଧୁ ସମ୍ପ୍ରକିୟ ଙ୍କ ଘରେ ରହି ନିଜର କଲେଜ ପାଠ ର ଟିଉସନ ସୁବିଧା ହେବା ପାଇଁ ରହିଥିଲେ, ଇପ୍ସିତା ତେବେ ସେହି ଆଖ ପାଖ ଅଞ୍ଚଳ ର କିଛି ଯୁବକ ରାସ୍ତା ଓଘାଟରେ ଟିଉସନ ଯାଉଥିବା ସ୍ଥାନରେ ଅତି ସମ୍ବେଦନଶୀଳ ଭାଷାରେ କହିଥିବାର ଘଟଣା କୁ ଦୂର ସମ୍ପର୍କୀୟ ମାମୁଁ ପ୍ରଶାନ୍ତ କୁ ଜଣାଇବା ପରେ ଉକ୍ତ ଆସାମୀ ମାନଂକୁ ଘଟଣା ବିଷୟରେ ପଚାରିବାରୁ ସେମାନେ ଓଲଟାମାମୁଁ ଭାଣିଜୀ ଙ୍କୁ ଜୀବନରୁ ମାରିଦେବା ପାଇଁ ସେମାନେ ଧମକ ପୂର୍ଣ୍ଣ ଦେଇକହିଥିଲେ, ତେବେ ଏହିଜଘନ୍ୟ ଓ ଅତି ଵିଭଷ୍ୟ ସହିତ ଯୁବକ ଓ ଯୁବତୀ ଙ୍କ ଶରୀର ସମ୍ବେଦନଶୀଳ ଯୌନାଙ୍ଗ ଅଙ୍ଗ କୁ କାଟି କେଉଁ ଆଡ଼େ ଫୋପାଡ଼ି ଦେଇଛନ୍ତି,

ତେବେ ଉକ୍ତ ଘଟଣା କୁ ନେଇ ଓସ୍ତିଆ ପଂଚାୟତ ର ବିଭିନ୍ନ ଗ୍ରାମରୁଜନସାଧାରଣ ମାନେଶତାଧିକ ଲୋକମାନେ ରାଜନଗର ଥାନା ଅଧିକାରୀ ଙ୍କ କାର୍ଯ୍ୟକଳାପ କୁଆଦୌ ଭରସା ନାହଁ, ଏହାର ଜ୍ୱଳନ୍ତ ଉଦାହରଣ ମହୁଲିଆ ପଂଚାୟତ ର ମାଆ ଓ ଝିଅ ତାଆ ପେଟରେ ପୁଣି କୁଆଁରୀ ଝିଅର ଶିଶୁ ପୁତ୍ର ମୋଟ ଉପରେ ତିନି ତିନୋଟି ହତ୍ୟାକାରୀଙ୍କୁ ପୁଣି ପୋଲିସର ଅଭିଯୁକ୍ତ ଆସାମୀ ମାନଂକୁ ମୋଟା ଅଙ୍କର ଅର୍ଥ ନେଇ ଯେ କୌଣସି ଉପାୟରେ ସାହାଯ୍ୟ ମନବୃତି ରଖି ଚାଲିବା ସତରେ କଣ ଆମ ରାଜ୍ୟ ସରକାରଙ୍କ 5T ଯୋଜନା ପ୍ରକୃତରେ କାର୍ଯ୍ୟକାରୀ ହେବାର କାହଁ ଦୃଶ୍ୟ ମାନ ହେଉନାହିଁ ବୋଧେ, ତେବେ ଯୁବକ ଓ ଯୁବତୀଙ୍କର ଗଳିତ ଶବକୁ କେହିବି ଲୋକ ନିଜ ଆଖି ରେ ଦେଖିଲା ପରେ ଏହି ଵିଭଶ୍ଚ୍ୟ ଘଟଣା କୁ ନେଇ ଉତ୍ୟକ୍ତ ଲୋକେ ନା ଅଛି ରାଜନଗର ଥାନା ଅଧିକାରୀଙ୍କ ଠୁ ନ୍ୟାୟ ପାଇବା ଭଳି କାର୍ଯ୍ୟ ବାବୁଙ୍କର କେବେ ବୁଦ୍ଧିଜୀବୀ ମହଲକୁ କିମ୍ଭା ଜିଲ୍ଲା ଗୁଇନ୍ଦା ଗିରି ବିଭାଗକୁ କିଛି ଆଶାତିତ ଫଳପ୍ରଦ ହୋଇନାହିଁ, ତାହା ତ ସମୟ କହିବ,

ବର୍ତ୍ତମାନ ରାଜନଗର ବ୍ଲକ ସଦର ମୁଖ୍ୟ ରାଜନୈତିକ ହଟସ୍ପଟ ତ୍ରିନାଥ ବଜ଼ାର ଠାରେ ମୃତା ଝିଅର ପରିବାର ଓ ପୁଅ ର ପରିବାର ଗ୍ରାମବାସୀ, ପଂଚାୟତ ର ବିଭିନ୍ନ ମୁରବୀ ତୁଲ୍ୟ ଙ୍କ ହସ୍ତକ୍ଷେପ ଯୋଗୁଁ ବାଧ୍ୟ୍ୟ ହୋଇ କଟକ ଓ ଚାନ୍ଦବାଲି ଏବଂ ଭିତରକନିକା ଅଭୟାରଣ୍ୟ କୁ ସଂଯୋଗ ହୋଇଥିବା ରାଜରାସ୍ତା କୁ ପାଞ୍ଚ ଘଣ୍ଟାକାଳ ଯାନବାହାନ ଏକପ୍ରକାର ଅଚଳା ଅବସ୍ଥା ହୋଇପଡିଛି, ଘଟଣା ସ୍ଥଳରେ ଆନ୍ଦୋଳନ କାରି ଓ ଜନସାଧାରଣ ଙ୍କ ମଧ୍ୟରେ ଭୟା ଭୟ ପରିସ୍ଥିତି ଆଡକୁ ଆସିଯାଇଥିଲା, ତେବେ ଏନେଇ ଆମ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ପଟ୍ଟାମୁଣ୍ଡାଇ sdpo ଙ୍କ ନିକଟକୁ ଘଟଣା ସମ୍ପର୍କରେ ସମସ୍ତ ବିଷୟ ଜଣାଇଥିଲେ, ତେବେ ସେପର୍ଯ୍ୟନ୍ତ ରାଜନଗର ଥାନା ଅଧିକାରୀ ଙ୍କୁ ଦେଖିବାକୁ ମିଳିନଥିଲା, ଯେତେବେଳେ sdpo ଙ୍କ ଉପସ୍ଥିତ ଦେଖିବା ମାତ୍ରେ ରାସ୍ତା ରେ ଧାରଣା କାରି ମାନେ ପଚାରି ବୁଝିଥିଲେ କି   iic   କୁଆଡେ ଗଲେ କି ନା ଶବ ନେଇ ଯାଇଛନ୍ତି, ପୋଷ୍ଟମର୍ଟ ପାଇଁ ସବୁଠୁ ବଡ ଅଜବ କଥା ହେଲା ରାଜନଗର ଥାନା ଅଧିକାରି ନିଜର ସୁରକ୍ଷା ପାଇଁ କିଛି ବାହାନା କରି ଚାଲିଯାଇଥିଲେ, ସବୁଠୁ ବଡ ଆଶ୍ଚଯ୍ୟ ର କଥା ବାବୁଙ୍କ ପାଇଁ ପୁଣି ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଆସି ପହଁଚି ଯଥା ସମ୍ଭବ ପ୍ରାଣ ମୁର୍ଚ୍ଛା ଉଦ୍ୟମ ଚଳାଇଥିଲେ, ସତ କହିବାକୁ ଗଲେ କଣ ରାଜନଗର ଥାନା ଅଧିକାରୀ ତପନ ନାୟକ କେତେ ବଡ ସେହି ସମୟରେ ପଳାଇଯାଇଥିଲେ,

ବଡ ଦୁଃଖ ଓ ପରିତାପର ବିଷୟ ଜଣେ ଅତି ଉଚ୍ଚ କୋଟି ର ଦକ୍ଷତା ଏବଂ ଦାୟିତ୍ୱ ପୂର୍ଣ୍ଣ ASI -ଅଜୟ କୁମାର ସାହୁ, ପୋଲିସର କାଇଦା କାନୁନ ଠାରୁ ଦୁଇ ପାଦ ଆଗକୁ ଯାଇ ଘଟଣା ସ୍ଥଳରେ ଉପୁଜିବା ଭଳି କିଛି କଥାକୁ ବହୁ ଚତୁରତାର ସହ ଦାୟିତ୍ୱ ନିର୍ବାହ କରିଥିବା ର ବୁଦ୍ଧିଜୀବୀ ଓ ସାଧାରଣ ରେ ଜୋରଦାର ଚର୍ଚ୍ଚା ହେଉଛି, ପୋଲିସ ହେଵତ ଏମିତି, ତେବେ ଶେଷରେ sdpo ଙ୍କ ବାରମ୍ବାର ଅନୁରୋଧ କ୍ରମେ ଏକ ଅସ୍ଥାୟୀ 11ଜଣିଆ କମିଟି ଘଠନ କରାଯାଇ ଥିଲା ମୃତକ ପରିବାର ଙ୍କ ତରଫରୁ ତିନୋଟି ଦାବୀ ରହିଥିଲା ଦାବୀ 1-ରାଜନଗର iic ବଦଳି
ଦାବୀ -2 ଜିଲ୍ଲାର ସିନିଅର ପୋଲିସ ଅଫିସର ଆମ କେସ ଟିକୁ ନେଇ ତଦନ୍ତ ଚଳାଇବେ,
ଦାବୀ -3 ରାଜ୍ୟ କ୍ରାଇମ ବ୍ରାଞ୍ଚ ବିଭାଗକୁ ଅସଲି ଆସମୀ ମାନଂକୁ ଧରିବାରେ ସକ୍ଷମ ହେବା ଏବଂ ସଫଳ ମଧ୍ୟ ହେବ ବୋଲି ମୃତ ଓ ମୃତକ ପରିବାର ଙ୍କ ପକ୍ଷଙ୍କୁ sdpo ପଟ୍ଟାମୁଣ୍ଡାଇ ଲିଖିତ ଆକାରରେ ଦସ୍ତଖତ କରି ଦେବାରୁ ସେମାନେ ରାସ୍ତାରେ ବସି ଥିବା ମହିଳା ଓ ପୁରୁଷ ଏବଂ ଯୁବକ ମାନେ କ୍ଷାନ୍ତ ହୋଇଥଲେ, ପରିଶେଷରେ ରାସ୍ତା ରୋକ ଧାରଣା ସ୍ଥଳରୁ ଓହରି ଯାଇଥିଲେ, ସୋଭାବିକ କରିବା ପାଇଁ 2ଘଣ୍ଟା ଲାଗିଥିଲା, ରାଜନଗର ଓ ପଟ୍ଟାମୁଣ୍ଡାଇ ପୋଲିସ ମିଳିତ ଭାବେ ଯାତ୍ରୀ ମାନଂକୁ ଟ୍ରାଫିକ ନିୟନ୍ତ୍ରଣ କରି ଛାଡିଥିଲେ,  (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୂଆ ହୋଣ୍ଡା ଜେଡ୍‌ଆର୍-ଭିର ବଜାର ପ୍ରବେଶ

ନୂଆ ହୋଣ୍ଡା ଜେଡ୍‌ଆର୍-ଭିର ବଜାର ପ୍ରବେଶ

August 9, 2026
୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ

୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ

August 9, 2026
Kishore Dwibedi receives Kalinga Samman-2026

କିଶୋର ଦ୍ବିବେଦୀଙ୍କୁ କଳିଙ୍ଗ ସମ୍ମାନ-୨୦୨୬ ପ୍ରଦାନ

August 9, 2026
Kishore Dwibedi receives Kalinga Samman-2026

Kishore Dwibedi receives Kalinga Samman-2026

August 9, 2026

Recent News

ନୂଆ ହୋଣ୍ଡା ଜେଡ୍‌ଆର୍-ଭିର ବଜାର ପ୍ରବେଶ

ନୂଆ ହୋଣ୍ଡା ଜେଡ୍‌ଆର୍-ଭିର ବଜାର ପ୍ରବେଶ

August 9, 2026
୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ

୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ

August 9, 2026
Kishore Dwibedi receives Kalinga Samman-2026

କିଶୋର ଦ୍ବିବେଦୀଙ୍କୁ କଳିଙ୍ଗ ସମ୍ମାନ-୨୦୨୬ ପ୍ରଦାନ

August 9, 2026
Kishore Dwibedi receives Kalinga Samman-2026

Kishore Dwibedi receives Kalinga Samman-2026

August 9, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୂଆ ହୋଣ୍ଡା ଜେଡ୍‌ଆର୍-ଭିର ବଜାର ପ୍ରବେଶ

ନୂଆ ହୋଣ୍ଡା ଜେଡ୍‌ଆର୍-ଭିର ବଜାର ପ୍ରବେଶ

August 9, 2026
୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ

୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ

August 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version