• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ସମ୍ବଲପୁର ଏସପି ୬ ଜଣ ପୁଲିସ କର୍ମଚାରୀଙ୍କୁୁ ନିଲମ୍ବିତ କରିଛନ୍ତି – ହାଇଦରଙ୍କୁ ଧରିବା ପାଇଁ ଡିଜିପି ଶ୍ରୀ ଅଭୟ ଅପରେସନ ହାଇଦର ଆରମ୍ଭ କରିଛନ୍ତି

Proprietor Abhimanyu Maharana by Proprietor Abhimanyu Maharana
April 11, 2021
in ଅପରାଧ, ଓଡ଼ିଶା, କଟକ, ହୋମ୍
0
ସମ୍ବଲପୁର ଏସପି ୬ ଜଣ ପୁଲିସ କର୍ମଚାରୀଙ୍କୁୁ ନିଲମ୍ବିତ କରିଛନ୍ତି – ହାଇଦରଙ୍କୁ ଧରିବା ପାଇଁ ଡିଜିପି ଶ୍ରୀ ଅଭୟ ଅପରେସନ ହାଇଦର ଆରମ୍ଭ କରିଛନ୍ତି

ହାଇଦର

Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୧ ଅପ୍ରେଲ ରବିବାର) ସମ୍ବଲପୁର  :- ସମ୍ବଲପୁର ଏସପି ୬ ଜଣ ପୁଲିସ କର୍ମଚାରୀଙ୍କୁୁ ନିଲମ୍ବିତ କରିଛନ୍ତି – ହାଇଦରଙ୍କୁ ଧରିବା ପାଇଁ ଡିଜିପି ଶ୍ରୀ ଅଭୟ ଅପରେସନ ହାଇଦର ଆରମ୍ଭ କରିଛନ୍ତି, ଏସସିବି ମେଡ଼ିକାଲରୁ ଚିକିତ୍ସାଧିନ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ମେଡିକାଲରୁ ଚମ୍ପଟ ମାରିଛି । ହାଇଦରଙ୍କୁ ଧରିବା ପାଇଁ ଡିଜିପି ଶ୍ରୀ ଅଭୟ ଅପରେସନ ହାଇଦର ଆରମ୍ଭ କରିଛନ୍ତି । ଏପରି ସ୍ଥଳେ ହାଇଦର ଫେରାର ହେବା ଘଟଣାରେ ଅବହେଳା ପଦର୍ଶନ ଯୋଗୁ ସମ୍ବଲପୁର ଏସପି ୬ ଜଣ ପୁଲିସ କର୍ମଚାରୀଙ୍କୁୁ ନିଲମ୍ବିତ କରିଛନ୍ତି । ଜଣେ ହାବିଲଦାରଙ୍କ ଏବଂ ୫ ଜଣ କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି ସମ୍ବଲପୁର ଏସପି । ହାବିଲଦାର ରମେଶ ଚନ୍ଦ୍ର ମାଝି, କନଷ୍ଟେଳବ ମହମ୍ମଦ ମୌସୁମ, ବୁଲବୁଲ ସାହୁ ଦୀପକ ସାହୁ, ଉମାକାନ୍ତ ବେହେରା, ସୁଧାଂଶୁ ମାଝିଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ କରିବା ସହ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯାଇଥିବା ସୂଚନା ମିଳିଛି ।

ଆଜି ଡିଜିପି ଏଡିଜି ଯଶବନ୍ତ ସିହ୍ନା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ମଧ୍ୟ ରେଞ୍ଜ ଡିଆଇଜି ଜେଏନ୍ ପଙ୍କଜଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । କିପରି ହାଇଦରଙ୍କୁ ଧରାଯାଇପାରିବ ସେ ନେଇ ଆଲେଚନା ଚାଲିଛି । କଟକ ସହ ଲାଗିଥିବା ସବୁ ଜଚିଲ୍ଲା ଗୁଡିକରେ ନାକାବନ୍ଦୀ କରିବାକୁୁ ନିଦେ୍ର୍ଧଶ ଦିଆଯାଇଛି । ବଛା ବଛା ଅଫିସରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ୧୦ଟି ଟିମ୍ ଗଠନ କରାଯାଇଥିବା ବେଳେ ସବୁ ଜିଲ୍ଲା ପୁଲିସକୁ ସଜାଗ ରହିବା ପାଇଁ କୁହାଯାଇଛି ।

ଦୀର୍ଘ ତିନି ଦଶନ୍ଧି ଧରି ଓଡ଼ିଶାର ଅପରାଧ ଜଗତରେ ବାଦଶାହା ଭାବେ ରାଜ କରୁଥିବା ହାଇଦର ସେ ଫେରାର ହୋଇଯାଇଥିବା ବେଳେ ଗତକାଲି ସନ୍ଧ୍ୟାରେ ଏ ସମ୍ପର୍କରେ ଜଣା ପଡ଼ିଥିଲା । ଘଟଣା ଜଣା ପଡ଼ିବା ପରେ ଏସ୍ସିବି କର୍ତ୍ତୃପକ୍ଷ ଓ ପୁଲିସର ଚିନ୍ତା ବଡ଼ି ଯାଇଛି । ତେବେ ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଦୁଭାର୍ଗ୍ୟ ଜନକ ଘଟଣା ହେଉଛି ଏତେ ବଡ଼ ଗ୍ୟାଙ୍ଗଷ୍ଟାର ଏସସିବିକୁ ଚିକିତ୍ସା ପାଇଁ ଆସିଥିବା ବେଳେ ସ୍ଥାନୀୟ ପୁଲିସକୁ ଏ ସମ୍ପର୍କରେ ଅବଗତ କରାଯାଇ ନଥିଲା ବା ସେମାନଙ୍କ ଠାରୁ ସୁରକ୍ଷା ମଗା ଯାଇ ନଥିଲା ।

ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ମାତ୍ର ୨ଜଣ ଏପିଆର ସୁରକ୍ଷା କର୍ମୀଙ୍କୁ ମଧ୍ୟ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବି ଆଶୁ ଚିକିତ୍ସା ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତାଙ୍କ ଚେତା ଆସିବା ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡ଼ିବ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେବା ସହ ଫେରାର ହାଇଦରକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଥିବା କହିଛନ୍ତି । ଏଥିପାଇଁ ଏକାଧିକ ଟିମ୍ କରାଯାଇଛି ଓ ସହରର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଚେକିଂ ଯୋରଦାର କରାଯାଇଥିବା ବେଳେ ନିକଟବର୍ତ୍ତୀ ୫ ଜିଲ୍ଲାର ଏସ୍ପିଙ୍କୁ ମଧ୍ୟ ଏନେଇ ଆଲର୍ଟ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି । କଟକ ଓ ଭୁବନେଶ୍ୱର କମିଶନରେଟ୍ ପୁଲିସ ପକ୍ଷରୁ ଚଢ଼ଉକୁ ଏବେ କଡ଼ାକଡ଼ି କରାଯାଇଛି ।

ହାଇଦର ସମ୍ବଲପୁର ସର୍କଲ ଜେଲରେ ସଜ୍ଜା କାଟୁଥିଲା । ତା’ର ପୀତ୍ତ କୋଷରେରେ ସମସ୍ୟା ଦେଖାଯିବା ପରେ ସମ୍ବଲପୁର ଜେଲ୍ ପକ୍ଷରୁ ଭୀମସାର ବୁର୍ଲାରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ୧୨ ଦିନ ପୂର୍ବେ ଅର୍ଥାତ ଗତ ମାସ ୨୮ ତାରିଖରେ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କୁ ଏସ୍ସିବି ସର୍ଜରୀ ୱାର୍ଡର ୫ ନମ୍ବର କେବିନରେ ରଖାଯାଇ ଚିକିତ୍ସା କରାଯାଉଥିଲା । ସମ୍ବଲପୁର ଜେଲ କର୍ତ୍ତୃପକ୍ଷ ହାଇଦର ସୁରକ୍ଷା ପାଇଁ ୬ ଜଣ ଏପିଆର ଫୋର୍ସ ଯୋଗାଇଥିବା ବେଳେ ସେମାନେ ରୋଟେସନରେ ଡୁ୍ୟଟି କରୁଥିଲେ । ଆଜିର ଘଟଣା ସମୟରେ ଦାୟିତ୍ୱରେ ଥିବା ୨ ଜଣଙ୍କ ସୁରକ୍ଷାକର୍ମୀଙ୍କୁ ନିଶା ଔଷଧ ସ୍ପ୍ରେ କରି ଅଚେତ କରିବା ପରେ ସେ ଫେରାର ହୋଇଯାଇଥିଲା । ତେବେ ହାଇଦରର ଚିକିତ୍ସା ସମ୍ବନ୍ଧରେ ଏସସିବି ଅଧିକ୍ଷକଙ୍କ ନିକଟରେ କୌଣସି ସୂଚନା ନଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026
ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

May 3, 2026
ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

May 2, 2026
ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026
ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

May 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version