• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଥମ ଲହରଠୁ ଆହୁରି ଭୟାନକ ହେଉଛି କରୋନାର ଦ୍ୱିତୀୟ ଲହର : ମହାରାଷ୍ଟ୍ର ସମେତ ୧୦ ରାଜ୍ୟରେ ଉତ୍କଟ ହେଲାଣି ସଂକ୍ରମଣର ସ୍ଥିତି

Proprietor Abhimanyu Maharana by Proprietor Abhimanyu Maharana
April 11, 2021
in ଓଡ଼ିଶା, ଦେଶ, ହୋମ୍
0
ପ୍ରଥମ ଲହରଠୁ ଆହୁରି ଭୟାନକ ହେଉଛି କରୋନାର ଦ୍ୱିତୀୟ ଲହର : ମହାରାଷ୍ଟ୍ର ସମେତ ୧୦ ରାଜ୍ୟରେ ଉତ୍କଟ ହେଲାଣି ସଂକ୍ରମଣର ସ୍ଥିତି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୧୧ ଏପ୍ରିଲ ରବିବର ) ଭୁବନେଶ୍ୱର :- ସୁରତ : ପ୍ରଥମ ଲହରଠୁ ଆହୁରି ଭୟାନକ ହେଉଛି କରୋନାର ଦ୍ୱିତୀୟ ଲହର। ମହାରାଷ୍ଟ୍ର ସମେତ ୧୦ ରାଜ୍ୟରେ ଉତ୍କଟ ହେଲାଣି ସଂକ୍ରମଣର ସ୍ଥିତି। ଏହାରି ଭିତରେ ଓଡ଼ିଆ ବହୁଳ ସୁରତ ସହରରେ ଦେଖିବାକୁ ମିଳିଛି କରୋନା କହରର ଦୟନୀୟ ସ୍ଥିତି। ମେଡିକାଲରେ ରୋଗୀ ଚିକିତ୍ସା ସାଙ୍ଗକୁ ଶ୍ମଶାନରେ ଶବଦାହ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଲୋକେ । କରୋନାର ଦ୍ୱିତୀୟ ଲହର ବଳ ଜୁଟାଇବା ପରେ ଆଉ ଥରେ ଉତ୍କଟ ଓ ଦୟନୀୟ ସ୍ଥିତି ଦେଖାଦେଇଛି। ଖାଲି ହସ୍ପିଟାଲ ନୁହେଁ, ଶ୍ମଶାନ ଘାଟରେ ବି ଅଣନିଶ୍ୱାସୀ ଓ ଆକାମାକ୍ତା ମଣିଷ। ଏମିତି ଦୃଶ୍ୟ ସୁରତ ସହରରେ ଦେଖିବାକୁ ମିଳିଛି। ସ୍ଥାନୀୟ ଉମରା ଅଞ୍ଚଳରେ ଥିବା ଏକ ଶ୍ମଶାନକୁ ଆଗରୁ ଆସୁଥିଲା ଦୈନିକ ୧୫ରୁ ୨୦ ଜଣଙ୍କ ମୃତଦେହ ।

ହେଲେ କରୋନାର ଦ୍ୱିତୀୟ ଲହର ଶକ୍ତିଶାଳୀ ହେବା ପରଠୁ ଅନ୍ତିମ ସଂସ୍କାର ପାଇଁ ଶବଙ୍କ ମଧ୍ୟରେ ଲାଗିଛି ଲମ୍ବା ଲାଇନ୍। ଏବେ ଦୈନିକ ପ୍ରାୟ ୬୦ରୁ ୮୦ ଜଣଙ୍କ ମୃତଦେହ ଆସୁଥିବା ସୂଚନା ମିଳିଛି। ଫଳରେ ଶବଦାହ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ମୃତକଙ୍କ ଆତ୍ମୀୟ ସୋଦର । ସେହିଭଳି ସୁରତ ସହରରେ ବିଭିନ୍ନ ମେଡିକାଲ ଆଗର ସ୍ଥିତି ଆହୁରି ଖରାପ ହୋଇଛି । ପଜିଟିଭଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପରେ ସହରର ବିଭିନ୍ନ ମେଡିକାଲ ଆଗରେ ଲାଗୁଛି ମାଳ ମାଳ ଆମ୍ବୁଲାନ୍ସ । ଏପଟେ ମେଡିକାଲ ଭିତରର ଅବସ୍ଥା ବି ସାଂଘାତିକ । ବେଡ୍ କଥା ଛାଡ଼ନ୍ତୁ, ରୋଗୀଙ୍କ ପାଇଁ ତଳେ ପଡ଼ିବାକୁ ବି ସ୍ଥାନ ନାହିଁ। ସୁରତରେ ପ୍ରାୟ ୭ ଲକ୍ଷରୁ ଅଧିକ ଓଡ଼ିଆଙ୍କ ଉପସ୍ଥିତି ଥିବାରୁ ସଂକ୍ରମଣର ଭୟାବହତା ପାଇଁ ଚିନ୍ତାରେ ବହୁ ପ୍ରବାସୀ ଓଡ଼ିଆ ।

ଏପଟେ ପ୍ରଥମ ଲହରଠୁ ଦେଶରେ ଆହୁରି ଭୟଙ୍କର ରୂପ ଧାରଣ କରି ବ୍ୟାପିବାରେ ଲାଗିଛି ସଂକ୍ରମଣ । ଲଗାତର ଚତୁର୍ଥ ଦିନ ଲାଗି ଆଜି ଦେଶରେ ୧ ଲକ୍ଷ ଉପରେ ରହିଛି ସଂକ୍ରମଣର ଟ୍ରେଣ୍ଡ୍ । ଗତ ୨୪ ଘଣ୍ଟାରେ ୧ଲକ୍ଷ ୪୫ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜୀବନ ହରାଇଛନ୍ତି ୭୯୪ ଜଣ । ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି । ଆଉ ୫୮ ହଜାର ୯୯୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ୩୦୦ରୁ ଅଧିକ କରୋନା ସଂକ୍ରମିତ । ଏଣେ ଭୂତାଣୁର ଭୟାବହତାକୁ ଦେଖି ସାରା ମହାରାଷ୍ଟ୍ରରେ ଲାଗୁ ହୋଇଛି ସପ୍ତାହାନ୍ତ ଲକଡାଉନ୍ । ଫଳରେ ମୁମ୍ବାଇ, ପୁଣେ, ଥାଣେ ଭଳି ପ୍ରମୁଖ ସହର ଜନଶୂନ୍ୟ ହୋଇପଡ଼ିବା ସାଙ୍ଗକୁ ଦିନ ବେଳେ ସୃଷ୍ଟି ହୋଇଛି ଖାଁ ଖାଁ ସ୍ଥିତି । ମହାରାଷ୍ଟ୍ରରେ ସଂକ୍ରମଣର ବ୍ୟାପକତାକୁ ଦେଖି ବହୁ ପ୍ରବାସୀ ରାଜ୍ୟ ଛାଡୁଥିବା ଦେଖିବାକୁ ମିଳିଛି । ଏପଟେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ ରାଜ୍ୟ ସରକାର କିଛି କିଛି ସହରରେ ନାଇଟ୍ କର୍ଫ୍ୟୁ ସହ କଟକଣାକୁ ଅଧିକ କଡ଼ାକଡ଼ି କରିଛନ୍ତି ।  (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Taneira reimagines ‘Solah Shringaar’ for the modern Indian woman with its new Diwali campaign

Taneira reimagines ‘Solah Shringaar’ for the modern Indian woman with its new Diwali campaign

October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

VeDakshata : Creating Pathways to Livelihood for Rural Youth

October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

October 7, 2026
Silver Gandhi demands regularisation of Contractual Teachers – Submitted Memorandum to CM

ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ – ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

October 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Taneira reimagines ‘Solah Shringaar’ for the modern Indian woman with its new Diwali campaign

Taneira reimagines ‘Solah Shringaar’ for the modern Indian woman with its new Diwali campaign

October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

VeDakshata : Creating Pathways to Livelihood for Rural Youth

October 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version