• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅନୁଗୁଳ

ଏକଦା ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳ ଭାବେ ; ସାତକୋଶିଆ ଏବେ ସୃଷ୍ଟି କରିଛି ସ୍ୱତନ୍ତ୍ର ପରିଚୟ

Proprietor Abhimanyu Maharana by Proprietor Abhimanyu Maharana
April 6, 2021
in ଅନୁଗୁଳ, ଓଡ଼ିଶା, ହୋମ୍
0
ଏକଦା ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳ ଭାବେ ; ସାତକୋଶିଆ ଏବେ ସୃଷ୍ଟି କରିଛି ସ୍ୱତନ୍ତ୍ର ପରିଚୟ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) ଅନୁଗୋଳ/ବନ୍ତଳା :- ସାତକୋଶିଆର ମାଟିରେ ଉତ୍ପାଦିତ ହେଉଥିବା କନ୍ଦମୂଳ ବା ସାକରକନ୍ଦ ଏବେ ଓଡ଼ିଶା ତଥା ରାଜ୍ୟ ବାହାରେ ଲୋକଙ୍କ ମନ ଜିଣୁଛି। ଆଉ ସଡ଼କ ଯୋଗାଯୋଗ ପାଇଁ ଏହି ସବୁ ସମ୍ଭବ ହୋଇପାରିଛି । ସାତକୋଶିଆ ଅଞ୍ଚଳଟି ଜଙ୍ଗଲ ଘେରା। ଏଠାକାର ଜମି ବହୁତ ଉର୍ବର ଓ ଚାଷ ଉପଯୋଗୀ। ତେଣୁ ଅଞ୍ଚଳର ପ୍ରାୟତଃ ଲୋକ ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ମୁଖ୍ୟତଃ ସେମାନେ ଚାଷ ଉପରେ ନିର୍ଭର କରୁଥିଲେ ହେଁ ସଠିକ୍ ସଡ଼କ ସଂଯୋଗ ଏବଂ ବିପଣନ ବ୍ୟବସ୍ଥା ଅଭାବରୁ ଉତ୍ପାଦିତ ଫସଲର ଭଲ ମୂଲ୍ୟ ପାଇବାରେ ଅସମର୍ଥ ହୋଇଥାନ୍ତି । ଅଞ୍ଚଳର ଜମି ଉର୍ବର ଏବଂ ବାଲୁକା। ମିଠା ଆଳୁଚାଷ ପାଇଁ ଏହା ଉପଯୁକ୍ତ। ଅଞ୍ଚଳର ୨୦ରୁ ଊର୍ଦ୍ଧ୍ବ ଗାଁ କନ୍ଦମୂଳ ଚାଷକୁ ନିଜର ମୁଖ୍ୟ ବେଉସା ଭାବେ ଗ୍ରହଣ କରିଛନ୍ତି। ପୂର୍ବରୁ ଯାହା କନ୍ଦମୂଳ ଅମଳ ହେଉଥିଲା ତାହା କେବଳ ଆଞ୍ଚଳିକ ବଜାରରେ ବିକ୍ରି କରିବାକୁ ବାଧ୍ୟ ହେଉଥିଲେ। ୬୦ରୁ ୭୦ କିଲୋମିଟର ଯାଇ ଅଞ୍ଚଳର ଚାଷୀମାନେ ଅନୁଗୋଳର ସାପ୍ତାହିକ ହାଟରେ ବିକ୍ରି କରୁଥିଲେ ।

କ୍ଷେତରୁ ଉତ୍ପାଦିତ କନ୍ଦମୂଳକୁ ଭଡାଗାଡିରେ ପରିବହନ କରି ସ୍ଥାନୀୟ ବ୍ୟବସାୟୀଙ୍କୁ କିଲୋଗ୍ରାମ ପିଛା ୩ରୁ ୪ଟଙ୍କା ମୂଲ୍ୟରେ ବିକ୍ରୟ କରି ପରିଶ୍ରମ ଅନୁଯାୟୀ ଲାଭ ପାଉ ନଥିଲେ। ଏହାର ମୁଖ୍ୟ କାରଣ ଥିଲା ଗାଁରୁ ଗାଁକୁ ଓ ଗାଁରୁ ସହରକୁ ସଡ଼କ ଯୋଗାଯୋଗର ଅଭାବ। ୨୦୧୯ରେ ସାତକୋଶିଆ ଅଞ୍ଚଳର ଟାଇଁସି ଗ୍ରାମବାସୀ ଅଞ୍ଚଳରେ ସଡ଼କ ସଂଯୋଗ ସମସ୍ୟାର ସମାଧାନ ପାଇଁ ତତ୍କାଳୀନ ପୂର୍ତ୍ତସଚିବ ନଳୀନକାନ୍ତ ପ୍ରଧାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ନିର୍ଦେଶ ପରେ ରାସ୍ତା ନିର୍ମାଣ ହୋଇଥିଲା। ତାର ଫଳସ୍ବରୂପ ଆଜି ଏଠାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଟାଇଁସି-କୋଠଭୂଇଁ ଭାୟା କଦଳୀବେରେଣୀ, ଟାଇଁସି-ବଡତଇଳା, ହିଞ୍ଜାଗୋଳା-କଦଳୀବେରେଣୀ ଭାୟା ଦଣ୍ଡସିଂହା, କୋଠଭୂଇଁ-ଜୟନ୍ତୀନଗର ଭାୟା ସଂକ୍ରିଡା, ପୁରୁଣାଗଡ଼-ଜଗନ୍ନାଥପୁର ଭାୟା ମାଣିକଯୋଡି, ବଡକ୍ଷେତା-ସାଲର, କରଡାପଡା-ଗଇଁଦି ଆଦି ଗାଁକୁ ରାସ୍ତା ସଂଯୋଗ ହୋଇପାରିଛି। ଚଳିତବର୍ଷ ଅଞ୍ଚଳରୁ ୪୦୦ ଟନ୍‌ରୁ ଅଧିକ ମିଠା ଆଳୁ (କନ୍ଦମୂଳ) ଉତ୍ତରପ୍ରଦେଶର ଅଯୋଧ୍ୟା, ସୁଲତାନପୁର ଏବଂ ଲକ୍ଷ୍ନୌକୁ ଯୋଗାଣ କରାଯାଇଛି। ତାହା ସହ ୩୦୦ ଟନ୍ ମିଠା ଆଳୁ ଭଦ୍ରକ, କଟକ, ଭୁବନେଶ୍ୱର ଓ ପୁରୀର ବଜାରଗୁଡିକରେ ବିକ୍ରି ହୋଇଛି। ପୂର୍ବରୁ ଯେଉଁ କନ୍ଦମୂଳକୁ ୫ରୁ ୬ ଟଙ୍କା କେଜି ପ୍ରତି ସେମାନେ ବିକ୍ରି କରୁଥିଲେ ବର୍ତ୍ତମାନ ଉତ୍ପାଦିତ ଫସଲକୁ ନିଜ ଘର ମୁହଁରେ ପ୍ରାୟ ୨୧ ଟଙ୍କା କିଲୋଗ୍ରାମରେ ବିକ୍ରି କରୁଛନ୍ତି ା ବ୍ୟବସାୟୀମାନେ ଆସନ୍ତାବର୍ଷର ଫସଲ ପାଇଁ ଚାଷୀଙ୍କୁ ଅଗ୍ରୀମ ଟଙ୍କା ଦେଇଥିବା ଜଣାଯାଇଛି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version