No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ଭୁବନେଶ୍ୱର :- ଶାସକ ଦଳ ବିଧାୟକ ଅମର ପ୍ରସାଦ ଶତପଥୀ ଆହତ ହୋଇଛନ୍ତି । ତାଙ୍କ ବାମ ଗୋଡ଼ ମଚକି ଯାଇଛି । ଡାକ୍ତର ତାଙ୍କର ଗୋଡ଼କୁ ପ୍ଳାଷ୍ଟର କରିଛନ୍ତି । ଏବେ ସେ ଭୁବନେଶ୍ୱର ବାସଭବନରେ ଅଛନ୍ତି ।
‘ତତ୍କାଳ ଓଡିଶା’କୁ ଶ୍ରୀ ଶତପଥୀ କହିଥିଲେ, ଭୁବନେଶ୍ୱର ସ୍ଥିତ ରିଜିଓନାଲ ପାର୍କରେ ଚାଲୁ ଥିବା ବେଳେ ଅନ୍ୟମନସ୍କ ଭାବେ ମୋ ଗୋଡ ଏକ ଗାତରେ ପଡିଯାଇଥିଲା । ସେଠାରୁ ମୋତେ ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବାମ ଗୋଡରେ ଆଘାତ ଲାଗିଛି । ଏବେ ଚିକିତ୍ସା ଘରେ ହେଉଛନ୍ତି ।
No Result
View All Result