• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି : ଫ୍ରାନ୍ସରୁ ଆସିବ ଆଉ ୩ଟି ଲଢ଼ୁଆ ବିମାନ ରାଫେଲ

Proprietor Abhimanyu Maharana by Proprietor Abhimanyu Maharana
March 31, 2021
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି : ଫ୍ରାନ୍ସରୁ ଆସିବ ଆଉ ୩ଟି ଲଢ଼ୁଆ ବିମାନ ରାଫେଲ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର) ନୂଆଦିଲ୍ଲୀ :- ଆଜି ସକାଳ ୭ଟାରୁ ମେରିନିକ୍‌ ଏୟାରବେସ୍‌ରୁ ଉଡାଣ ଭରିଥିବା ଏହି ୩ଟି ରାଫେଲ ଯୁଦ୍ଧ ବିମାନ ସନ୍ଧ୍ୟାରେ ଅମ୍ବାଲା ଏୟାର ବେସ୍‌ରେ ଅବତରଣ କରିବv। ତେବେ ଫ୍ରାନ୍ସରୁ ଆସିବା ବେଳେ ଓମାନରେ ମଝି ଆକାଶରେ ଏହି ସମସ୍ତ ବିମାନରେ ଇନ୍ଧନ ଭରାଯିବ। ଅମ୍ବାଲାର ଏୟାର ବେସ୍‌ରେ ଅବତରଣ କରିବା ପରେ ଏହି ୩ ଯୁଦ୍ଧ ବିମାନକୁ ଗୋଲ୍ଡେନ ଏରୋ ସ୍କ୍ୱାର୍ଡନରେ ସାମିଲ କରାଯିବ।

ଭାରତୀୟ ବାୟୁସେନାରେ ପୂର୍ବରୁ ୧୧ଟି ରାଫେଲ ଯୁଦ୍ଧ ବିମନା ସାମିଲ ହୋଇସାରିଛି। ଏବେ ଏହି ୩ ନୂଆ ରାଫେଲକୁ ମିଶାଇବା ପରେ ଏହି ସଂଖ୍ୟା ୧୪ରେ ପହଞ୍ଚିବ। ସେପଟେ କୋଭିଡ୍ ସତ୍ତ୍ୱେ ଠିକ୍ ସମୟରେ ଭାରତକୁ ହସ୍ତାନ୍ତର ହୋଇଛି ରାଫେଲ ଯୁଦ୍ଧ ବିମାନ। ଏମିତିକି ସମୟ ପୂର୍ବରୁ ସମସ୍ତ ରାଫେଲ ବିମାନ ଯୋଗାଇ ଦେବା ଆମ ପାଇଁ ଗୌରବର କଥା ବୋଲି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଏଲେନ୍।

ଇମାନୁଏଲ କହିଛନ୍ତି ଭାରତକୁ ଏବେ ସୁଦ୍ଧା ମୋଟ ୨୧ଟି ରାଫେଲ ବିମାନ ହସ୍ତାନ୍ତର କରାଯାଇ ସାରିଛି। ୧୧ଟି ବିମାନ ଜଳପଥରେ ଭାରତ ଆସଥିବା ବେଳେ ୩ଟି ବିମାନ ପୂର୍ବରୁ ପହଞ୍ଚିଛି । ସେପଟେ ଏପ୍ରିଲ ଶେଷ ସୁଦ୍ଧା ଆଉ ୫ଟି ଅତିରିକ୍ତ ରାଫେଲ ବିମାନ ଜଳପଥରେ ଭାରତ ଆସିବ ବୋଲି ଇମାନୁଏଲ ସୂଚନା ଦେଇଛନ୍ତି।
ସୂଚନା ଥାଉକି ଫ୍ରାନ୍ସରୁ ୩୬ ଟି ରାଫେଲ ଯୁଦ୍ଧ ବିମାନ ଆଣିବାକୁ ଭାରତ ସରକାର ୫୮ ହଜାର କୋଟି ଟଙ୍କାର ଏକ ଚୁକ୍ତିନାମା କରିଛନ୍ତି ।

୨୦୨୧ ସୁଦ୍ଧା ଏହି ସମସ୍ତ ଯୁଦ୍ଧ ବିମାନ ଭାରତୀୟ ବାୟୁସେନା ନିକଟରେ ପହଂଚିବ ବୋଲି ଆଶା କରାଯାଉଛି । ଏହି ବିମାନର ସବୁଠାରୁ ବଡ ବୈଶିଷ୍ଟ୍ୟ ଯେ ସେ ଶତୃଦେଶର ସୀମାରେ ପ୍ରବେଶ ନକରି ୬ ଶହ କିଲୋମିଟର ଦୂରରୁ ଲକ୍ଷଭେଦ କରିପାରିବ। ଏହି ଯୁଦ୍ଧ ବିମାନରେ ବିନା ଲ୍ୟାଣ୍ଡିଂରେ ତୈଳ ଭରିବାର ଟେକ୍ନୋଲୋଜି ରହିଛି । ବିମାନ ଆକ୍ରମଣ କ୍ଷେତ୍ରରେ ବିଶ୍ୱରେ ଏହାକୁ ସର୍ବଶକ୍ତିମାନ ବୋଲି ବିବେଚନା କରାଯାଉଛି ।(ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Odisha’s youth will be skilled in green energy and solar technology along with creating employment opportunities-another step in that direction.

Odisha’s youth will be skilled in green energy and solar technology along with creating employment opportunities-another step in that direction.

October 7, 2026
Ranpur – SUBHADEV  ENTERPRISES  (dishtv)

Ranpur – SUBHADEV  ENTERPRISES  (dishtv)

October 7, 2026
Taneira reimagines ‘Solah Shringaar’ for the modern Indian woman with its new Diwali campaign

Taneira reimagines ‘Solah Shringaar’ for the modern Indian woman with its new Diwali campaign

October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

VeDakshata : Creating Pathways to Livelihood for Rural Youth

October 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Odisha’s youth will be skilled in green energy and solar technology along with creating employment opportunities-another step in that direction.

Odisha’s youth will be skilled in green energy and solar technology along with creating employment opportunities-another step in that direction.

October 7, 2026
Ranpur – SUBHADEV  ENTERPRISES  (dishtv)

Ranpur – SUBHADEV  ENTERPRISES  (dishtv)

October 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version