• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ବାବା ବେଶରେ ବୁଲୁଛନ୍ତି କ୍ରିମିନାଲ; ପୂଜା କରିବା ବାହାନାରେ ଦୋକାନରୁ କରୁଛନ୍ତି ଲୁଟ୍‌ : ଆଉ ସନ୍ଧ୍ୟା ହେଲେ ମଦ ପିଇ କରୁଛନ୍ତି ଉତ୍ପାତ

Proprietor Abhimanyu Maharana by Proprietor Abhimanyu Maharana
March 31, 2021
in ଅପରାଧ, ଓଡ଼ିଶା, ବଲାଙ୍ଗିର, ହୋମ୍
0
ବାବା ବେଶରେ ବୁଲୁଛନ୍ତି କ୍ରିମିନାଲ; ପୂଜା କରିବା ବାହାନାରେ ଦୋକାନରୁ କରୁଛନ୍ତି ଲୁଟ୍‌ : ଆଉ ସନ୍ଧ୍ୟା ହେଲେ ମଦ ପିଇ କରୁଛନ୍ତି ଉତ୍ପାତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର) ବଲାଙ୍ଗୀର :- ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲାରୁ । ଗତ କିଛି ଦିନ ହେବ ଏଠାରେ ବାବା ବେଶରେ ଅନେକ ଅସାମାଜିକ ଲୋକ ବୁଲୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । କିଛି ଦିନ ପୂର୍ବରୁ ଜଣେ ବୁର୍ବୃତ୍ତ ବାବା ବେଶରେ ଆସି ତନ୍ତ୍ରମନ୍ତ୍ର ବୋଲି ବିଭୂତି ଆଦି ଲଗାଇ ଏକ ମୋବାଇଲ ଦୋକାନରୁ ନଗଦ ଦୁଇ ହଜାର ଟଙ୍କା ଓ ଗୋଟିଏ ଦାମି ମୋବାଇଲ ଲୁଟ୍‌ କରିଥିବା ଅଭିଯୋଗା ହୋଇଥିଲା । ସେହି ଘଟଣାର ମାତ୍ର ୫ଦିନ ପରେ ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଥିଲା । ଏଭଳି ଅନେକ ଦୋକନକୁ ଯାଇ ଦୁର୍ବୃତ୍ତମାନେ ବାବା ବେଶରେ ଲୁଟ୍‌ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ତେବେ ସବୁଠୁ ବଡ଼ କଥା ହେଲା ଏହି ବାବା ବେଶ ଧାରୀ, ସନ୍ଧ୍ୟା ହେଲେ ମଦ ପିଇ ମାତାଲ ହୁଅନ୍ତି । ଆଉ ଗଣ୍ଡଗୋଳ କରୁଥିବା ମଧ୍ୟ ଦେଖାଯାଆନ୍ତି । ହେଲେ ଏମାନଙ୍କ ବିରୋଧରେ କେହି ଅଭିଯୋଗ କରିବାକୁ ନାରାଜ । କାହା ଭୟରେ ଲୋକମାନେ ଅଭିଯୋଗ କରନ୍ତି ନାହିଁ ସେନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହେଉଛି । ଏହି ଛଦ୍ମବେଶୀ ବାବା ମାନଙ୍କ ପଛରେ କେହି ବଡ଼ ଅପରାଧୀ ଥାଇପାରନ୍ତି ବୋଲି ଲୋକେ ସନ୍ଦେହ କରୁଛନ୍ତି ।

ଆଉ ଏକ ଘଟଣା ସାମ୍ନାକୁ ଆସିଛି ଯେ, ବାବା ହାତରେ ମଦ ପାଉଚ୍‌‌ ଧରି ଜଣଙ୍କ ଘରେ ପଶିଥିଲେ । ଆଉ ସେଠାରେ ମଦ ପିଇଥିଲେ । ମଦ ପିଇ ଘର ଲୋକଙ୍କୁ ହଇରାଣ ହରକତ ମଧ୍ୟ କରିଥିଲେ । ସ୍ଥାନୀୟ ଲୋକମାନେ ହୋ-ହଲ୍ଲାଶୁଣି ସେଠାରେ ଜମା ହୋଇଥିଲେ । ପରେ ବାବାକୁ ଉତ୍ତମ ମଧ୍ୟ ଦେଇ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ । ପରେ ପୋଲିସର ଜିମା ଦେଇଥିଲେ ।

ହେଲେ ଥାନାରେ ଏନେଇ ଉକ୍ତ ପରିବାର ପକ୍ଷରୁ ଅଭିଯୋଗ କରାଗଲା ନାହିଁ । ତେଣୁ ପୋଲିସ ମଧ୍ୟ ତାକୁ କିଛି ସମୟ ରଖି ଛାଡ଼ିଦେଇଥିଲା । ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାବା ପାଖରେ କିଛି ମାରଣାସ୍ତ୍ର ଥିଲା ଯାହାକୁ ଜବତ କରାଯାଇଛି । ଏହି ଘଟଣାକୁ ସ୍ଥାନୀୟ ସଇଁତଲା ପୋଲିସ ହାଲୁକା ଭାବେ ଗ୍ରହଣ କରିଥିବା ବେଳେ କାହା ଭୟରେ ଗ୍ରାମବାସୀ ମୁହଁ ଖୋଲୁନାହାନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହି ଘଟଣା ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା କନ୍ଧକେଲଗାଁ ପଞ୍ଚାୟତ ଅନ୍ତର୍ଗତ ଗୁର୍ଲାମାଲ୍ ଗାଁର । ଏହି ଗାଁର ବାବା ମଠରେ ଥିବା ବାବାଙ୍କ କଳା କାରନାମା ଓ ଦବଙ୍ଗଗିରିକୁ ନେଇ ଲୋକେ ଅତିଷ୍ଟ । ଏହି ମଠରେ ଅନେକ ଦିନ ଧରି ରହିଆସୁଥିବା ତୁଳସୀ ବାଦଲ ଦାସ ନାମକ ଏକ ଆତ୍ମ ଘୋଷିତ ବାବା ନିଜ ପାଖରେ ଟାଙ୍ଗୀଆ, ଛୁରୀ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଓ ପୂଜା ସାମଗ୍ରୀ ରଖୁଛନ୍ତି । ବାବାମଠରୁ ପୋଲିସ ସବୁ ମାରଣାସ୍ତ୍ର ଜବତ କରିଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଭିଯୁକ୍ତ ଆତ୍ମଘୋଷିତ ବାବା ବାଦଲ ଦାସ ବରଗଡ଼ ଜିଲ୍ଲା ପଦମପୁର୍ ଅଞ୍ଚଳରୁ ଆସି ସଇଁତଳା ଥାନା ଗୁର୍ଲାମାଲରେ ଏକ ଆଶ୍ରମ କରି ରହୁଥିବା ପୋଲିସ ତଦନ୍ତରୁ ଜଣାପଡିଛି । ତେବେ ଘଟଣା ସଂପର୍କରେ ଗ୍ରାମବାସୀ ଥାନାରେ କୌଣସି ରିପୋର୍ଟ ଦାୟର୍ କରିବାକୁ ମନାକରିବାରୁ ପୋଲିସ ଘଟଣାର ଆପୋଷ ସମାଧାନ କରି ସଂପୃକ୍ତ ବାବାଙ୍କୁ ଛାଡି ଦେଇଥିବା ନେଇ ଟିଟିଲାଗଡ ଏସ୍‌ପିଓ ସୁରେନ୍ଦ୍ର ନାଥ ଶତପଥୀ ସୂଚନା ଦେଇଛନ୍ତି । ଏନେଇ ସଇଁତଳା ଥାନା ଅଧିକାରୀ ବାରିଣୀ ଦାସ କିଛି କହିବାକୁ ମନା କରିଦେଇଛନ୍ତି ।(ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

October 7, 2026
Silver Gandhi demands regularisation of Contractual Teachers – Submitted Memorandum to CM

ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ – ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି

ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି

October 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

October 7, 2026
Silver Gandhi demands regularisation of Contractual Teachers – Submitted Memorandum to CM

ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ – ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

October 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version