ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ମଙ୍ଗଳବାର ) ଭୁବନେଶ୍ୱର :- ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ମହାମହିମ ରାଜ୍ୟପାଳ ଶ୍ରୀଗଣେସୀ ଳାଲ ମହୋଦୟଙ୍କୁ ସାକ୍ଷାତ କରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିଭିନ୍ନ ବିଷୟ ନେଇ ଆଲୋଚନା କରିବା ସହ ଉପଦେଶ ଏବଂ ଆଶୀର୍ବାଦ କାମନା କଲେ l














