• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ବିପଦରେ ସିଧେଶ୍ବର ମହାଦେବ – କେଉଁକାଳରୁ ବୈତରଣୀ ନଦୀ ତଟରେ ପୂଜା ପାଇ ଆସୁଥିବା ମହାଦେବଙ୍କ ପାଇଁ ବର୍ତମାନ ବିପଦ ସାଜିଛି – ବାଲି ଚୋରର ଦୈରାତ୍ମ୍ୟ

Proprietor Abhimanyu Maharana by Proprietor Abhimanyu Maharana
March 17, 2021
in ଅପରାଧ, ଓଡ଼ିଶା, କଟକ, ଯାଜପୁର, ହୋମ୍
0
ବିପଦରେ ସିଧେଶ୍ବର ମହାଦେବ – କେଉଁକାଳରୁ ବୈତରଣୀ ନଦୀ ତଟରେ ପୂଜା ପାଇ ଆସୁଥିବା ମହାଦେବଙ୍କ ପାଇଁ ବର୍ତମାନ ବିପଦ ସାଜିଛି – ବାଲି ଚୋରର ଦୈରାତ୍ମ୍ୟ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୭ ମାର୍ଚ୍ଚ ବୁଧବାର ) ଯାଜପୁରସଦର :- ବିପଦରେ ସିଧେଶ୍ବର ମହାଦେବ। କେଉଁକାଳରୁ ବୈତରଣୀ ନଦୀ ତଟରେ ପୂଜା ପାଇ ଆସୁଥିବା ମହାଦେବଙ୍କ ପାଇଁ ବର୍ତମାନ ବିପଦ ସାଜିଛି ବାଲି ଚୋରର ଦୈରାତ୍ମ୍ୟ। ଦିନରାତି ଅହରହ ବାଲି ଲୁଟର କାରଣକୁ ମନ୍ଦିରର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାଜପୁର ସହର ଦେଇ ପ୍ରବହିତ ହୋଇଥିବା ବୈତରଣୀ ନଦୀର ତଟରେ ଦଶରଥପୁର ତହସିଲ ଅଧିନ ସିଧେଶ୍ବର ଠାରେ ପ୍ରୁଭୁ ସିଧେଶ୍ବରଙ୍କ ମହାଦେବଙ୍କ ମନ୍ଦିର ରାଜା ଯଯାତିକେଶରୀଙ୍କ ସାମ୍ରାଜ୍ୟ କାଳରୁ ରହି ଆସିଛି। ଏହି ଠାରେ ହିଁ ବୈତରଣୀ ଗଙ୍ଗା ସହ ସମାନ ବୋଲି ବିଶ୍ବାସ ରହିଛି। କାରଣ ସିଧା ବହୁଥିବା ବୈତରଣୀର ମଝି ଭାଗରେ ସିଧେଶ୍ବର ମହାଦେବଙ୍କ ମନ୍ଦିର ରହିଥିବାରୁ ସେହି ଠାରୁ ମନ୍ଦିର ଉତ୍ତରମୁହାଁ ହୋଇଛି। ଯାହାକି ଗୟା ସହ ସଂପର୍କ ରହିଛି।

ତେଣୁ ଏହିଠାରେ ଦୈନିକ ଶହଶହ ଲୋକ ଅସ୍ଥି ବିସର୍ଜନ କରିବାକୁ ଆସିଥାନ୍ତି। ତେବେ ଏପରି ପ୍ରାଚୀନ ଐତିହ ଏବେ ବାଲି ମାଫିଆଙ୍କ କାରଣରୁ ବିପ‌ଦ‌ରେ। ବୈତରଣୀ ନଦୀର ସୁନ୍ଦୁରାଇ ମୁହଁଠାରେ ବାଲି ଘାଟ ନିଲାମ ହୋଇଥିବା ବେଳେ ଘାଟ ଠାରୁ ଦେଢ଼ କିଲୋମିଟର ଦୂରରେ ମଧ୍ୟ ବାଲି ଉତ୍ତୋଳନ କରାଯାଉଛି। ମନ୍ଦିର ସଂଲଗ୍ନ ଶହେ ମିଟର ଦୂରରୁ ଟ୍ରକ ଟ୍ରକ ବାଲି ଉତ୍ତୋଳନ କରାଯାଉଥିବା ‌ବେଳେ ମନ୍ଦିର ଚାରି ପାର୍ଶ୍ବରେ ଥିବା ନଦୀ ଶର୍ଯ୍ୟା ଗଭୀର ହେବାରେ ଲାଗିଛି। ନଦୀ ଭିତରେ ପାହାଡ ପରି ବାଲି ଗଦା କରାଯାଇଛି। ବର୍ତମାନ ନଦୀ ଗର୍ଭରୁ ବହୁ ଗଭୀର କରି ବାଲି ମାଫିଆ ବାଲି ଲୁଟି ନେଉଛନ୍ତି। ଯାହାକି ମନ୍ଦିରର ସୁରକ୍ଷା ପ୍ରତି ବଡ ବିପଦ ଆଣି ଛିଡା କରିବାର ସମ୍ଭାବନା ରହିଛି। ନଦୀ ଶର୍ଯ୍ୟା ଗଭୀର ହେଉଥିବାରୁ ବନ୍ୟା ସମୟରେ ଜଳର ସ୍ରୋତ ‌ପ୍ରଖର ହେବା ସହ ତାହାର ପ୍ରଭାବ ସିଧା ନଦୀ ମଧ୍ୟରେ ଥିବା ମନ୍ଦିର ଉପରେ ପଡିବାର ସମ୍ଭାବନା ରହିଛି। ତେବେ ବାଲି ମାଫିଆଙ୍କ ‌ ଦୈରାତ୍ମ ଯୋଗୁ ଗତ ବନ୍ୟାରେ ମନ୍ଦିର ପାଚେରୀ ଭାଙ୍ଗି ଯାଇଥିଲା।

ତଥାପି ସବୁ ନିୟମକୁ ଫୁ କରି ସ୍ପଷ୍ଟ ଦିବାଲୋକରେ ଚାଲିଛି ବାଲି ଚୋରା କାରବାର। ଏହାରି ଭିତରେ ମନ୍ଦିର ଭବିଷ୍ୟତ ସିଧା ପ୍ରଶାସନ ଓ ରାଜସ୍ବ ବିଭାଗ ହାତରେ ଥିବା ଅଞ୍ଚଳବାସୀ ଦାବି କରିଛନ୍ତି। ଯଦି ଏହି ପରି ଭାବେ ଦୈନିକ ଶହଶହ ଟ୍ରକ ବାଲି ମନ୍ଦିର ବେଢ଼ା ଚାରି ପଟୁ ଉତ୍ତୋଳନ କରାଯାଏ ତା ହେଲେ ପୁରୁଣା ଐତିହ୍ୟ ଓ ଧର୍ମୀୟ ଭାବନା ବହନ କରୁଥିବା ସିଧେଶ୍ବର ପୀଠ ବୈତରଣୀ ଗର୍ଭରେ ଲୀନ ହୋଇଯିବାର ଆଶଙ୍କା କରିଛନ୍ତି ଗବେଷକ। ତେବେ ବାଲି ରୋକି ମନ୍ଦିରକୁ ସୁରକ୍ଷା ଦେବା ଦଶରଥପୁର ତହସିଲ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ l (ରିପୋର୍ଟ-ରଶ୍ମିରେଖା ମଲ୍ଲିକ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

Eastern Regional Police Coordination Committee (ERPCC) Meeting–2026

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

Eastern Regional Police Coordination Committee (ERPCC) Meeting–2026

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version