No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ) ଭୁବନେଶ୍ୱର :- ଆସନ୍ତା ଏପ୍ରିଲରୁ ସ୍କୁଲ୍ରେ ଆଉ ରବିବାର କ୍ଲାସ୍ ହେବନି। ଏପ୍ରିଲରୁ ରିଭିଜନ କ୍ଲାସ୍ ଚାଲିବ, ହେଲେ ରବିବାର କ୍ଲାସ୍ ହେବନି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ସମୀର ଦାଶ କହିଛନ୍ତି, କୋର୍ସ ଶେଷ ହୋଇ ଆସିଲାଣି । ତେଣୁ ରେଗୁଲାର କ୍ଲାସ୍ର ଆବଶ୍ୟକ ନାହିଁ। ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲ୍ରେ ଧୀରେ ଧୀରେ କମିବାକୁ ଲାଗିଲାଣି। ଏବେ ସେଲ୍ଫ ଷ୍ଟଡି ଉପରେ ପିଲାମାନେ ଗୁରୁତ୍ୱ ଦେଉଛନ୍ତି ।
No Result
View All Result