No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ନୂଆଗାଁ :- ପ୍ରବାଦ ପୁରୁଷ ମହାନ ଜନ ନାୟକ ଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ନୂଆଗାଁ ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପଞ୍ଚୁ ପାଣ୍ଡବ ଙ୍କୁ ଦର୍ଶନ କରି
ମୋଟର ସାଇକେଲ ରେ ୫୭ ନଂ ଜାତୀୟ ରାଜପଥ ରେ ଶୋଭାଯାତ୍ରା ମାଧ୍ୟମରେ ଦଶପଲ୍ଲା ପେଟ୍ରୋଲ ପମ୍ପ ଠାରେ ଆସି ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ନୂଆଗାଁ ବ୍ଲକ୍ ର ଲୋକ ପ୍ରତିନିଧି,ବରିଷ୍ଠ ବିଜେଡ଼ି କର୍ମୀ , ସଙ୍ଗଠକଙ୍କ ସମେତ ୨୨ ଟି ପଞ୍ଚାୟତ ର ଛାତ୍ର ,ବିଜୁ ଜନତା ଦଳର ସଦସ୍ୟ ମାନେ ଯୋଗ ଦେଇଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ) ।
No Result
View All Result