• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିପୁଳ ସଂରକ୍ଷଣ ସତ୍ୱେ ଭାରତ ବକ୍ସାଇଟ ଆମଦାନୀ କରୁଛି

Proprietor Abhimanyu Maharana by Proprietor Abhimanyu Maharana
March 4, 2021
in ଓଡ଼ିଶା, ମହାନଗର, ହୋମ୍
0
ବିପୁଳ ସଂରକ୍ଷଣ ସତ୍ୱେ ଭାରତ ବକ୍ସାଇଟ ଆମଦାନୀ କରୁଛି
Share on FacebookShare on TwitterWhatsapp

ଭାରତୀୟ ଆଲୁମିନିୟମ ଉଦ୍ୟୋଗର ଆତ୍ମନିର୍ଭରଶୀଳତା ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦିତା ପାଇଁ ବିପୁଳ ବକ୍ସାଇଟ ସଂରକ୍ଷଣକୁ ପରିଚାଳନା କରିବା ଅତ୍ୟନ୍ତ ଗୁରୁତ୍ୱତ୍ପୂର୍ଣ୍ଣ

ଡ. ତପନ କୁମାର ଚାନ୍ଦ, ଏକ୍ସ-ସିଏମ୍‌ଡି ନାଲକୋ ଏବଂ ଅଥର ଅଫ ବୁକ୍‌-“ଆଲୁମିନିୟମ : ଦ ଷ୍ଟ୍ରାଟେଜିକ ମେଟାଲ”

ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଗୁରୁବାର ) ଭୁବନେଶ୍ୱର  :- ୫ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାର ଗୌରବ ହାସଲ ପାଇଁ ଆଲୁମିନିୟମ ରଣନୀତିକ ମହତ୍ୱକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ପ୍ରତିରକ୍ଷା,ଏରୋସ୍ପେଶ, ପରିବହନ, ଉର୍ଜ୍ଜା ସୁରକ୍ଷା, ନିର୍ମାଣ ଓ କୋଠାବାଡ଼ି ପରି ମୂଳ କ୍ଷେତ୍ରଗୁଡ଼ିକରେ ଆଲୁମିନିୟମର ସ୍ଥାନ ଗୁରୁତ୍ୱତ୍ପୂର୍ଣ୍ଣ ଅଟେ । ଆଲୁମିନିୟମ ଆଧୁନିକ ଯୁଗର ସବୁକିଛି ଚାହିଦା ପୂରଣ କରୁଛି । ବିଶ୍ୱ ଜନସ୍ୱାସ୍ଥ୍ୟ ସଂକଟରୁ ଭାରତ ରକ୍ଷା ପାଇବା ପରେ ଏହା ର୍ସବଭାରତୀୟ ସ୍ତରରେ ଆଲୁମିନିୟମର ତୃତୀୟ ବୃହତମ ଉତ୍ପାଦକ ଭାବରେ ନିଜ କାର୍ଯ୍ୟକୁ ଜାରି ରଖିଛି ଓ ଘରୋଇ ଆଲୁମିନିୟମର ଚାହିଦା ଆସନ୍ତା ୫ ବର୍ଷ ମଧ୍ୟରେ ବର୍ତମାନର ୪ ନିୟୂତ ଟନଠାରୁ ୮ ନିୟୁତ ଟନକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଏହି ଘରୋଇ ଚାହିଦାକୁ ବଜାୟ ରତ୍କବା ପାଇଁ ବକ୍ସାଇଟ ଉତ୍ପାଦନ ୨୨ ନିୟୂତ ଟନରୁ ୫୦ ମିଲିୟନ ଟନକୁ ବୃଦ୍ଧି କରାଯିବା ଆବଶ୍ୟକ ଯାହା ୧ଟନ ଆଲୁମିନିୟମ ପ୍ରତି ୬ଟନ ବକ୍ସାଇଟ । ବକ୍ସାଇଟ ଖଣି ଓ ଆଲୁମିନିୟମର ବୃଦ୍ଧି ପାଇଁ ଟ. ୨ଲକ୍ଷ କୋଟି ନିବେଶ ହେବ ବୋଲି ଆକଳନ କରାଯାଇଛି ।

ପୂବରୁ ବକ୍ସାଇଟ ଖଣି ଓ ଆଲୁମିନିୟମ ଉଦ୍ୟୋଗ ପାଇଁ ଟ.୧.୫ଲକ୍ଷ କୋଟି ନିବେଶରେ ପ୍ରାୟ ୨୦ ଲକ୍ଷ ଲୋକଙ୍କ ଜୀବିକା ନିର୍ବାହ ହୋଇ ପାରିଛି । ଆଉ ମଧ୍ୟ ୪୦୦୦ଏମଏସଏମଇ ବିକଶିତ ହେବା ଦ୍ୱାରା ୧ ନିୟୂତ ବ୍ୟକ୍ତି ଉର୍ପାଜନକ୍ଷମ ହୋଇ ପାରିବେ । ବକ୍ସାଇଟ ଭାରତର ୫ମ ବୃହତମ ଭଣ୍ଡାର । ଏହା ସତ୍ୱେ ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ରାଜ୍ୟ ସରକାରଙ୍କ ଦ୍ୱାରା ଗତ ୫ ବର୍ଷ ମଧ୍ୟରେ ମେଟାରଲଜିକାଲ ଗ୍ରେଡ ବକ୍ସାଇଟ ଖଣିର ସଫଳ ନିଲାମ ହୋଇ ପରି ନାହିଁ । ଯଦ୍ୱାରା ବକ୍ସାଇଟ ଆମଦାନି ବୃଦ୍ଧି ପାଇଛି ଓ ଭାରତୀୟ ଖଣି ଗୁଡ଼ିକ ପାଇଁ ୪୦୦ ମିଲିୟନ ଡଲାର କ୍ଷତି ଘଟିଛି । ଏହା ଦେଶର ନିଯୁକ୍ତି ଓ ସାମାଜିକ ଅର୍ଥନୀତି ଉପରେ ପ୍ରଭାବ ପକାଇଛି ।

ଭାରତୀୟ ଆଲୁମିନିୟମ ଉତ୍ପାଦକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ ବିପୁଳ ପରିମାଣର ବିନିଯୋଗ କରିଛନ୍ତି ଯାହା ଏହି ଦୂରବର୍ତି ଅଂଚଳରେ ଥିବା ବକ୍ସାଇଟ ଖଣି ଗୁଡ଼ିକ ପାଇଁ ବହୁ ସୁଯୋଗ ସୃଷ୍ଟି କରିଛି । ଖଣି ଖୋଲିବା ଦ୍ୱାରା ୧୦,୦୦୦ରୁ ଅଧିକ ଜୀବିକା ନିର୍ବାହ ହେବାର ସୁଯୋଗ ରହିଛି । ଐହା ବ୍ୟତୀତ ରାଜ୍ୟ ରାଜକୋଷକୁ ଏଥିରୁ ଟ.୫୦୦୦ କୋଟି ଅତିରିକ୍ତ ଅବଦାନ ମିଳିପାରିବ ।

ଭାରତରେ ୩.୮ ବିଲିୟନ ଟନ ବକ୍ସାଇଟ ଭଣ୍ଡାରକୁ ନିଲାମରେ ଆଣିବା ଏବଂ ବିଦ୍ୟମାନ ଖଣି ଗୁଡ଼ିକର କ୍ଷମତାକୁ ଅତିକମରେ ୫୦ % ବୃଦ୍ଧି କରିବା ଦ୍ୱାରା ଭାରତୀୟ ଆଲୁମିନିୟମ ଶିଳ୍ପର ବିଶ୍ୱ ପ୍ରତିଯୋଗୀତାକୁ ଆଉ ପାଦେ ଆଗେଇ ନେବାରେ ସମର୍ଥ ହେବ । ବିଭିନ୍ନ ରାଜ୍ୟ ସରକାର ବକ୍ସାଇଟ ଖରି ଗୁଡ଼ିକୁ ନିଲାମ ନହୋଇ ପାରିବାର କାରଣ ବର୍ତମାନର ମୂଲ୍ୟ ସଂରଚନା । ଯେଉଁଥିରେ ଅନ୍ତର୍ଭୁକ୍ତ ବିଭିନ୍ନ ପ୍ରକାର କାରକ । ଆମର ପ୍ରାକୃତତିକ ସଂପଦର ସୁବିନିଯୋଗ ହୋଇ ପରିଲେ ଦେଶ ସମୃଦ୍ଧ ହେବ । ବର୍ତମାନ ଏହି ସମୟ ଉପସ୍ଥିତ । ଖଣି ଗୁଡ଼ିକର କ୍ଷମତାକୁ ୫୦% ବୃଦ୍ଧି କରି ଘରୋଇ ଚାହିଦା ପୂରଣ ପାଇଁ ବକ୍ସାଇଟ ଖଣିକୁ ନିଲାମରେ ଆଣି ହାସଲ କରାଯାଇ ପାରିବ ।

ଘରୋଇ ବକ୍ସାଇଟ ଉତ୍ପାଦନ ବୃଦ୍ଧି ଓ ଭାରତୀୟ ଆଲୁମିନିୟମ ଉଦ୍ୟୋଗର ସମ୍ବାବନାକୁ ପୂର୍ଣ୍ଣ ଉପଯୋଗ କରିବାର କ୍ଷମତା ଏହାକୁ ଆତ୍ମ ନିର୍ଭରଶୀଳ ଓ ମୁଦ୍ରା ସଂଚୟ କରିବାରେ ବହୁ ସହାୟକ ହେବ । ସ୍ଥାନୀୟ ଭାବରେ ନିଯୁକ୍ତି ସୃଷ୍ଟି ଓ ସାମାଜିକ ଅର୍ଥନୀତିର ବିକାଶ ହୋଇ ପାରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version