No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (0୩ ମାର୍ଚ୍ଚ ବୁଧବାର ) କୋଣାର୍କ :- ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଙ୍କ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଗ୍ରସ୍ତ । ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ଆଜି ନିମାପଡା ସ୍ଥିତ କୋଣାର୍କ ଭଗବତୀ ମହା ବିଦ୍ୟାଳୟ ଗ୍ରସ୍ତ କରି ଛାତ୍ର ଛାତ୍ରୀ ଙ୍କ ପଠନ ପ୍ରକ୍ରିୟା ର ସମୀକ୍ଷା କରିବା ସହ ସମ୍ପୂର୍ଣ୍ଣ ମହା ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

ଏହାସହିତ ଅଧ୍ୟାପକ ମାନଙ୍କ ସହ ଛାତ୍ର ଛାତ୍ରୀ ଙ୍କ ଉତ୍ତମ ଶିକ୍ଷା ଅଧ୍ୟୟନ ଵିଷୟ ତଥା ବିଦ୍ୟାଳୟ ର ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି । ମହାବିଦ୍ୟାଳୟ ର ପ୍ରତ୍ୟେକ ଟି ପଠନ କକ୍ଷ କୁ ଯାଇ ଛାତ୍ର ଛାତ୍ରୀ ଙ୍କୁ କୋଭିଡି ଗାଇଡ଼ ଲାଇନ ଅନୁସାରେ ମାସ୍କ ପରିଧାନ କରିବା ଏବଂ ଦୂରତା ଅବଲମ୍ବନ କରି ଶିକ୍ଷା କକ୍ଷ ରେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ ଡ଼ଃ. ଅରୁଣ କୁମାର ସାହୁ ।

No Result
View All Result