No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) କବିସୂର୍ଯ୍ୟନଗର :- ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପାଇକଜମୁନା ଗାଁ ସିଦ୍ଧେଶ୍ବର ଜଗଂଲ ରେ ଅଚାନକ ନିଆଁ ଲାଗି ଯାଇଥିଲା । ତେବେ ଏହି ନିଆଁ କୁ ଲିଭାଇବା ପାଇଁ କବିସୂର୍ଯ୍ୟନଗର ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ନିଆଁ ଲିଭାଉଥିବା ବେଳେ ହଠାତ୍ ଏକ ବ୍ୟାଗ ରୁ ଚାରୋଟି ଜୀବନ୍ତ ବୋମା ମିଳିଥିବା ସୂଚନା ମିଳିଛି । ତେବେ କିଏ ଏହି ବୋମା ରଖିଲା କଣ ପାଇଁ ରଖିଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ କବିସୂର୍ଯ୍ୟନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋମା କୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ( ରିପୋର୍ଟ : ଶେଷଦେବ ସାହୁ,ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result