No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ମାର୍ଚ୍ଚ,ସୋମବାର ) ଭୁବନେଶ୍ୱର :- କରୋନା ମହାମାରୀ କୁ ପ୍ରତିହତ କରିବାରେ ସମଗ୍ର ଭାରତ ବର୍ଷ ରେ ଅଗ୍ରଣୀ ରାଜ୍ୟ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଥମ ଟୀକା ନେବା ଅବସରରେ ବୈଜ୍ଞାନିକ, ସ୍ୱାସ୍ଥ୍ୟ କର୍ମଚାରୀ ଠିକ୍ ସମୟରେ ଟୀକା ଉଦଭାବନ କରି ଲୋକମାନଙ୍କୁ ପ୍ରଦାନ କରିଥିବାରୁ ତାଙ୍କୁ ଧନ୍ଯବାଦ ପ୍ରଦାନ କରିଅଛନ୍ତି ।
କରୋନା ଟୀକା ଗ୍ରହଣ କରି ରାଜ୍ୟ ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ରାଜ୍ୟ ବାସୀ ଙ୍କୁ ଟୀକା ଗ୍ରହଣ କରିବା ପାଇଁ ଉତ୍ସାହିତ କରିଛନ୍ତି । ସେହିଭଳି ପ୍ରଧାନ ମନ୍ତ୍ରୀ ମଧ୍ୟ କୋଭିଡି ଟୀକା ଗ୍ରହଣ କରିଥିବାର ଦେଖିବାକୁ ମିଳିଛି । ସମଗ୍ର ଦେଶ ବାସୀ କୋଭିଡି କୁ ସାମ୍ନା କରିବା ପାଇଁ ଟୀକା ନେବା ପାଇଁ ଏକ ସ୍ବତନ୍ତ୍ର ଉଦାହରଣ ଦେଇଛନ୍ତି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
Chief Minister of Odisha
The Hon’ble Chief Minister of Odisha, Mr. Naveen Patnaik, the Chief Minister of Odisha, the leading state in the country in preventing the Karona epidemic, thanked the scientists and health workers for inventing the vaccine in a timely manner and giving it to the people.
Prime Minister of India
Took my first dose of the COVID-19 vaccine at AIIMS. Remarkable how our doctors and scientists have worked in quick time to strengthen the global fight against COVID-19. I appeal to all those who are eligible to take the vaccine. Together, let us make India COVID-19 free!
No Result
View All Result