• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲାର ଗୁମ୍ମାବ୍ଲକ ବୃଷବ ପଞ୍ଚାୟତ; ଖମ୍ବ ଠିଆ ହୋଇଛି କିନ୍ତୁ ବିଜୁଳିର ଦେଖା ନାହିଁ – ଗ୍ରାମ ବାରୁସିଂ

Proprietor Abhimanyu Maharana by Proprietor Abhimanyu Maharana
February 27, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ଗଜପତି ଜିଲ୍ଲାର ଗୁମ୍ମାବ୍ଲକ ବୃଷବ ପଞ୍ଚାୟତ; ଖମ୍ବ ଠିଆ ହୋଇଛି କିନ୍ତୁ ବିଜୁଳିର ଦେଖା ନାହିଁ – ଗ୍ରାମ ବାରୁସିଂ
Share on FacebookShare on TwitterWhatsapp

।

ଓଡ଼ିଶା ତାଜା ନ୍ୟୁଜ୍ ( ୨୬ ଫେବୃଆରୀ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଗୁମ୍ମା ବ୍ଲକ ସବୁଠାରୁ ଆଗୁଆ ଅଞ୍ଚଳ ଭାବେ ପରିଗଣିତ। ଏହି ବ୍ଲକରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସ ବାସ କରନ୍ତି।ଆଦିବାସୀମାନଙ୍କ ଉନ୍ନୟନ ପାଇଁ ଆଦିବାସୀ ଉନ୍ନୟନ ପ୍ରକଳ୍ପ ବିଭାଗ, ଡିଆରଡିଏ ଜିଲ୍ଲାର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟରତ କରୁଛି ତଥା ଅନ୍ୟାନ୍ୟ ସରକାର ବିଭାଗ କାମ କରୁଛି। କିନ୍ତୁ ଦୁଖର ବିଷୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବାରୁସିଂ ଗାଁକୁ ଏବେ ସୁଦ୍ଧା ବିଜୁଳି ପହଞ୍ଚି ପାରିନାହିଁ । ଗୁମ୍ମା ବ୍ଲକର ବୃଷବ ପଞ୍ଚାୟତ ଅନ୍ତର୍ଗତ ବାରୁସିଂ ଠାରେ ପ୍ରାୟ ୪୦ଟି ଆଦିବାସୀ ଜନଜାତି ପରିବାର ବସବାସ କରନ୍ତି ସେଠାକାର ଲୋକ ସଂଗ୍ୟା ୧୬୦ ପାଖାପାଖି । ଗତ ପାଞ୍ଚ ବର୍ଷ ତଳେ ଏହି ଗାଁକୁ ବିଦୂତ ନିମନ୍ତେ ଖମ୍ବ ନିଆଯାଇଥିଲା ଗାଁର ଟ୍ରାନ୍ସଫର୍ମର ବସିବା ପାଇ ଖମ୍ବ ଠିଆ କରାଯାଇଛି ଏବଂ ଗାଁର କେତେକ ସ୍ଥାନରେ ବି ଠିଆ ହୋଇଛି କିନ୍ତୁ ବିଜୁଳିର ଦେଖା ନାହିଁ ।

ହେଲେ ସରକାରଙ୍କ ମାଗଣାରେ ବିଦୂତ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଏହି ଅଞ୍ଚଳଟି ଜଙ୍ଗଲ ଘେରା ବନ୍ୟଜନ୍ତୁ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା।ସନ୍ଦ୍ୟହେଲେ ଗାଁ ନିକଟକୁ ଜଙ୍ଗଲୀ ଜୀବଜନ୍ତୁ ଚାଲିଆସନ୍ତି । ଏଥିସହ ଗାଁର ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ବିଦୂତ ଆଲୋକରୁ ମଧ୍ୟ ବଞ୍ଚିତ । ଅନଲାଇନ ପାଠପଢା କଥା ପଚାରେ କିଏ? ଗାଁରେ ଅଙ୍ଗନବାଡି ଟିକବି ନାହିଁ । ସଞ୍ଜ ହେଲେ ଲୋକେ ନିଜ ନିଜ ଘରେ ବାଧ୍ଯ ହୋଇ ରହିଥାନ୍ତି। ଗଜପତି ଜିଲ୍ଲା ମୁଖ୍ୟାଳୟଠାରୁ ବିଶେଷ ଦୂରରେ ନଥିବା ବୁର୍ଷବ ପଞ୍ଚାୟତର ବାରୁସିଂ ଗାଁର ଏବାବଦରେ ପ୍ରଶାସନକୁ ଜଣେଇ ଜଣେଇ ଥକି ପଡ଼ିଥିଲେ ମଧ୍ୟ ସେମାନେଙ୍କୁ ବିଦୂତ ସୁବିଧା ମିଳିପାରୁନାହିଁ । ଏ ବିଷୟରେ ବିଦୂତ ଅଧିକାରୀ ଏଇଇ ସୁଶାନ୍ତ କୁମାର ଆଚାର୍ଯ୍ୟଙ୍କ ଅନୁସାରେ ବେଞ୍ଜଫାବ ଏଲ୍ପିସିଡି ବେଞ୍ଜଫାବ (BENZFAB) ଠିକା ସଂସ୍ଥା ୨୦୧୫ ରେ କାମ ଆରମ୍ଭ କରିଥିଲେ କିନ୍ତୁ ଏବେ ଠିକାଦାରଙ୍କ ଦେଖାମିଳୁନି ।

ଗାଁରେ କେବଳ ବିଦୂତ ସମସ୍ୟା ରହିଛି ତା ନୁହେଁ  ଏହି ଗାଁ କୁ ଯିବାକୁ ରାସ୍ତା ଟିକ ନାଇଁ ଗତବର୍ଷ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଗଜପତି ୨୦୧୮/୧୯ ବର୍ଷ ଜାତୀୟ ରାଜ୍ୟ ବିପର୍ଯ୍ୟୟ ପ୍ରଶାସନ ପାଣ୍ଟିରୁ ୬୦୦୦୦୦ଟଙ୍କା ଶୋଡ଼ା ଠାରୁ ବାରୁସିଂ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଛି ଏବଂ ତିତିଲି ରେ ଏହି ରାସ୍ତା ମାଟି ପଥର ସୋଫା କରି ଶୋଡ଼ା ଠାରୁ ବାରୁସିଂ ୫କିଲୋମିଟର ପର୍ଯ୍ୟନ୍ତ ମାତ୍ର ମାଟି ରାସ୍ତା ହେଇଚି । ଆଗକୁ ବର୍ଷା ଋତୁରେ ଏହି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହେଇଯିବବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି ଇଗନ ରଈତ ,ବିଶ୍ୱନାଥ ରଈତ, ଜିସ ରଈତ,ଏଜିକିଏଲ ରଈତ । ଏତିକିରେ ସୋରିନାହିଁ ଏହି ଗାଁ ର ଧୁଖ ବଡ଼ ସମସ୍ୟା ହେଲା ପାନୀୟ ଜଳ ଏହି ଗାଁରେ ଗୋଟିଏ ବି ନଳକୂପ ନଥିବା ସହ ଦୁଇକିଲୋମିଟର ଦୂର ପାହାଡ ତଳେ ଗୋଟିଏ କୂଅ ।

ଗାଁ ଲୋକଙ୍କ ନିର୍ଭରଶୀଳ ୧୦ପୁଟ ଗଭୀର ତଳେ ଦୁଇପଥର ମଧ୍ୟରେ ଏକ ଝରଣାରୁ ଜରୁଥିବା ବିଶୁଦ୍ଧ ପାଣି ସେଠାରେ ଦିନସାରା ଅଭେକ୍ଷା କଲେ ୧୦ହାଣ୍ଡି ପାଣି ବାହୁରୁଛି। ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ଦେଖିନଥିବା ଗ୍ରାମଲୋକେ ପ୍ରକାଶ କରିଛନ୍ତି । ଏମିତି ଖବର ପାଇ ଆମ ସକାଳ ପ୍ରତିନିଧି ସେ ଗାଁକୁ ଯାଇ ଗାଁର ସମସ୍ୟା ବିଷୟରେ ଗୁମ୍ମା ବିଡିଓ ନୋଟବର ଗରୋଡ଼ାଙ୍କ ସହ ଆଲୋଚନା କରିଥିଲେ ବିଡିଓ ଙ୍କ କହିବାନୁଯାୟୀ ଚଳିତବର୍ଷ ଏହି ଗାଁକୁ ଅନେକ ଯୋଜନା ଅଛି ଯଥାଶୀଘ୍ର ଏହି ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି। ଦେଖାଯାଉ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କେତେ ତତ୍ପରତା ସହ ଏହି ସମସ୍ୟାର ସମାଧାନ କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା l (ପାରଳାଖେମୁଣ୍ଡି /ଗରୁଡ଼ ଧ୍ୱଜ ଚୌଧୁରୀ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍‌ ମଧ୍ୟରେ ଶିଳ୍ପ ସହଭାଗିତା

July 27, 2026

ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି

ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି

July 27, 2026
ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା

ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା

July 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍‌ ମଧ୍ୟରେ ଶିଳ୍ପ ସହଭାଗିତା

July 27, 2026
CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

July 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version