No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର ) ଭୁବନେଶ୍ୱର :- କରୋନା ପାଇଁ ଭୁବନେଶ୍ୱରରେ କଡ଼ାକଡ଼ି ହେବ କଟକଣା – ମାସ୍କ ଓ ସାମାଜିକ ଦୂରତା ଚେକିଂ କଡ଼ାକଡ଼ି କରାଯିବ, ଗୋଟିଏ ଜାଗାରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବନି, କମିଶନରେଟ ପୋଲିସର ଏନଫୋର୍ସମେଣ୍ଟ ଟିମ୍ ନଜର ରଖିବେ, ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଡିସିପି,
No Result
View All Result