No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଫେବୃଆରୀ ରବିବାର )ଧର୍ମଶାଳା :- କଣ୍ଟୀଗଡ଼ିଆ ଯାଜପୁର ଜିଲ୍ଲା ଧର୍ମଶଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଶଶାଙ୍କ ଶେଖର ସାମଲ (୨୮) ଭାରତୀୟ ସ୍ଥଳ ସେନାରେ ଲାନ୍ସ ନାୟକ ଭାବେ ଲଦାଖ ସୀମାରେ କାର୍ଯ୍ୟରତ ଥିଲେ ! ଗତ ଶୁକ୍ରବାର ୧୯ ତାରିଖରେ କାର୍ଯ୍ୟରେ ଥିବାବେଳେ ଶତ୍ରୁପକ୍ଷର ଗୁଳିରେ ଶଶାଙ୍କ ଙ୍କ ମୃତ୍ୟୁ ହୋଇଯାଇଥିଲା !

ଶଶାଙ୍କଙ୍କ ସହିଦ ଖବର ସେନା ଫୋନଂ ମାଧ୍ୟମରେ ତାଙ୍କ ପରିବାରଙ୍କୁ ଦେଇଥିଲେ ! ମର ଶରୀର ଆସିନଥିବା ଜଣା ଯାଇଛି ! ଦେଶ ପାଇଁ ସଂଘର୍ଷ କରି ଦେଶ ପାଇଁ ଜୀବନ ଦେଇ ସହିଦ ହୋଇଛନ୍ତି ଆମ କ୍ଷେତ୍ରପାଳ ଗ୍ରାମର ଶଶାଙ୍କ ଶେଖର ସାମଲ ବନ୍ଦେ ମାତରାମ ( ରିପୋର୍ଟର – ବିକାଶ ସାହୁ )
No Result
View All Result