No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଫେବୃଆରୀ ,ବୁଧବାର )ଭୁବନେଶ୍ୱର :- 16 ଫେବୃଆରୀ 2021 ରେ ଗୋଆ ହୋଟେଲ ( ଗୋଆ ଆନ୍ତର୍ଜାତୀୟ କେନ୍ଦ୍ର ) ରେ ଆୟୋଜିତ ହୋଇଥିବା ଗ୍ଲାମ ଏବଂ ଶୋଭା ପ୍ରତିଯୋଗିତା ରେ ଓଡିଶା ର କନ୍ଧମାଳ ଜିଲ୍ଲାର ଝିଅ ରିତା ଜାନି ଶ୍ରୀମତୀ ବର୍ଗରେ ବିୟୁଟି କୁଈନ୍ ହୋଇଛନ୍ତି ହୋଇଛନ୍ତି |

ସେ ଭୁବନେଶ୍ୱର ନୀଳାଦ୍ରି ବିହାର ରେ ରୁହନ୍ତି ଏବଂ ବ୍ୟାଙ୍କ ରେ ମଧ୍ୟ କାର୍ଯ୍ୟ କରୁଛନ୍ତି ଏକ ବିୟୁଟି କୁଈନ୍ ହବାର ସ୍ୱପ୍ନ କୁ ଆଜି ସାକାର କରିଛନ୍ତି ରୀତା । ଶ୍ରୀ ମିସ୍ ଶ୍ରୀମତୀ କିଶୋର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଶ୍ରୀମତୀ ବର୍ଗରେ ରିତା ଜେନା ପ୍ରତିଯୋଗିତା ଜିତିଛନ୍ତି |

ପ୍ରସିଦ୍ଧ ବଲିଉଡ ସେଲିବ୍ରିଟି ମିସ୍ କୈନାତ୍ ଆରୋରା ଙ୍କ ହାତରୁ ପୁରସ୍କୃତ ହୋଇଛନ୍ତି | କେପି ସ୍କ୍ୱାୟର୍ କମ୍ପାନୀ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ର ଦାୟିତ୍ୱ ଗ୍ରହଣ କରିଥିଲେ ଶ୍ରୀମତୀ କିରଣ ପଞ୍ଜୱାନୀ ଏବଂ ଖୁସୀ ପଞ୍ଜୱାନୀ ।
ମିସ୍ ଶ୍ରୀମତୀ ରିତା ଜାନି ଆଜି ସନ୍ଧ୍ୟା 6.10 ରେ ଭୁବନେଶ୍ୱର ଏୟାର ପୋର୍ଟରେ ପହଞ୍ଚିଛନ୍ତି । ଆଜି ଏହି ପ୍ରତିଯୋଗିତା ଜିତି କନ୍ଧମାଳ ର ଗର୍ବ ଗୋୖରବ ବଢ଼ାଇଛନ୍ତି ରିତା ଜାନି ।
No Result
View All Result