• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୋଟିଆରେ ବିଜେପି ପ୍ରତିନିଧି ଦଳ

Proprietor Abhimanyu Maharana by Proprietor Abhimanyu Maharana
February 15, 2021
in ଓଡ଼ିଶା
0
କୋଟିଆରେ ବିଜେପି ପ୍ରତିନିଧି ଦଳ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଫେବୃଆରୀ ସୋମବାର ) ଭୁବନେଶ୍ୱର :-  ଓଡିଶାର କୌଣସି ଅଂଚଳ ପ୍ରତି ପଡୋଶୀ ରାଜ୍ୟର ନଜରକୁ ବରଦାସ୍ତ କରା ଯିବ ନାହିଁ ଖାଲି ପଡୋଶୀ ଆନ୍ଧ୍ର ପ୍ରଦେଶର ଦୋଷ ଦେଲେ ହେବ ନାହିଁ, ରାଜ୍ୟ ସରକାରଙ୍କର ଅପାରଗତା ପାଇଁ ଏପରି ହେଉଛି – ପ୍ରଦୀପ୍ତ ନାଏକ କୋଟିଆ, ୧୦ ଫେବୃଆରୀ – କୋଟିଆ ହେଉଛି ଓଡିଶାର ମୁକୁଟ । କୋଟିଆର ଲୋକ ମାନେ ଓଡିଶାର ଥିଲେ, ରହିଛନ୍ତି ଓ ରହିବେ । ଓଡିଶାର କୌଣସି ଅଂଚଳ ପ୍ରତି ପଡୋଶୀ ରାଜ୍ୟର ନଜରକୁ ବରଦାସ୍ତ କରା ଯିବ ନାହିଁ । ତେବେ ଖାଲି ପଡୋଶୀ ଆନ୍ଧ୍ର ପ୍ରଦେଶର ଦୋଷ ଦେଲେ ହେବ ନାହିଁ, ରାଜ୍ୟ ସରକାରଙ୍କର ଅପାରଗତା ପାଇଁ ଏପରି ହେଉଛି ବୋଲି କହିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ । ବିଜେପି ପ୍ରତିନିଧି ଦଳ ଏଠାରେ ପହଂଚି ସ୍ଥାନୀୟ ଲୋକଙ୍କ ସହ କଥାବାର୍ତା ପରେ ଶ୍ରୀ ନାଏକ ଏହା କହିଛନ୍ତି । ସେ କହିଛନ୍ତି ଯେ -ରାଜ୍ୟ ସରକାର କୋଟିଆରେ କାହିଁକି ବିକାଶ କରି ପାରିଲେ ନାହିଁ ଓ କେନ୍ଦ୍ର ସରକାର ଦେଇଥିବା ଯୋଜନା ଗୁଡିକୁ କୋଟିଆରେ ପହଂଚାଇ ପାରିଲେ ନାହିଁ ଏହାର ଜବାବ ରାଜ୍ୟ ସରକାର ଦେବା ଆବଶ୍ୟକ ।

ସେ କହିଛନ୍ତି ଯେ ଏବେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବା ପାଇଁ କରିଥିବା ଘୋଷଣା କେବଳ ଲୋକଦେଖାଣିଆ । ରାଜ୍ୟ ସରକାର ମହାନଦୀ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ତଥ୍ୟ ଦେଇ ପାରୁ ନାହାନ୍ତି । ତେଣୁ କୋଟିଆରେ କଣ କରିବେ ?ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଉଛନ୍ତି ବୋଲି ଯେଉଁ ବାହାଦୁରୀ ମାରୁଛନ୍ତି ତାହା ତାଙ୍କର ଅଯୋଗ୍ୟତାର ନିଦର୍ଶନ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ – ଖାଲି କୋଟିଆ ନୁହେଁ ଗଜପତି, ବାଲେଶ୍ୱର ଜିଲ୍ଲାରେ ସୀମାବର୍ତି ଅଂଚଳରେ ପଡୋଶୀ ରାଜ୍ୟ ମାନେ ଏପରି ବିବାଦ କରୁଛନ୍ତି ସେଥି ପାଇଁ ରାଜ୍ୟ ସରକାର ଧ୍ୟାନ ଦେବା ଦରକାର । ନ ହେଲେ ୧୯୩୬ ମସିହାରେ ଯେଉଁ ମହତ ଉଦ୍ଦେଶ୍ୟ ନେଇ ଦେଶରେ ପ୍ରଥମ ଭାଷାଭିତିକ ରାଜ୍ୟ ଭାବେ ଆମର ପୂର୍ବ ପୁରୁଷ ମାନେ ତିଆରି କରିଥିଲେ, ତାର ଗାରିମା ଉପରେ ଆଂଚ ଆସିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ – ରାଜ୍ୟ ସରକାର କୋଟିଆରେ ଆଦିବାସୀ ମାନଙ୍କର ରୋଜଗାର ପାଇଁ ବିଶେଷ ଯୋଜନା କରନ୍ତୁ । କୋଟିଆରେ ସମସ୍ତ ପ୍ରକାର ମୌଳିକ ସୁବିଧା ଯେପରିକି ପାଣି, ବିଜୁଳି ଓ ପକ୍କା ଘର ଆଦି ସମସ୍ତଙ୍କୁ ପହଂଚିବ ତାହା ସୁନିଶ୍ଚିତ କରନ୍ତୁ ।

ରାଜ୍ୟ ସରକାର ଆଗାମୀ ଉତ୍କଳ ଦିବସ କୋଟିଆରେ ପାଳନ କରନ୍ତୁ ବୋଲି ସେ କହିଛନ୍ତି । କୋଟିଆରେ ପର୍ଯ୍ୟଟନର ବିକାଶ ପାଇଁ ଅମାପ ସୁଯୋଗ ରହିଛି । ସରକାର ତାର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ସେ କହିଛନ୍ତି । ଏଠାରେ ଜଙ୍ଗଲଜାତ ସାମଗ୍ରୀ, ମାଣ୍ଡିଆ ଯେଭଳି ବଜାର ଦରରେ ବିକ୍ରୀ ହେବ ଓ ଆଦିବାସୀ ମାନେ ତାର ଲାଭ ପାଇବେ ରାଜ୍ୟ ସରକାର ତାହା ସୁନିଶ୍ଚିତ କରନ୍ତୁ ବୋଲି ସେ କହିଛନ୍ତି । କୋଟିଆରେ ବହୁମୂଲ୍ୟ ରତ୍ନ ପଥର ଥିବା ପାହାଡ ଥିବା କାରଣରୁ ଆନ୍ଧ୍ର ସରକାର ଏହାକୁ ହାତେଇବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଗୋଟିଏ କି ପ୍ରକାର ସରକାର ଚାଲିଛି ଯେ ରାଜ୍ୟର ସୀମା ଅସୁରକ୍ଷିତ, ରାଜ୍ୟର ପାଣି ଅସୁରକ୍ଷିତ , ରାଜ୍ୟର ଜଙ୍ଗଲ ଅସୁରକ୍ଷିତ । ଛତିଶଗଡ, ଆନ୍ଧ୍ର ପାଣିକୁ ରୋକୁଛନ୍ତି । ପଶ୍ଚିମ ବଙ୍ଗ ଆମ ରାଜ୍ୟର ବାଲି ନେଇ ଯାଉଛି, ଝାଡଖଣ୍ଡ ଆମର ଜଙ୍ଗଲ ନେଇ ଯାଉଛି । ରାଜ୍ୟ ସରକାର କରୁଛନ୍ତି କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ଯକାରିଣୀ ବୈଠକ

ପୁରୀଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ଯକାରିଣୀ ବୈଠକ

July 5, 2026
ଶିଶୁସୁଲଭ ରଥଯାତ୍ରା ନିମନ୍ତେ ସମନ୍ଵୟ ବୈଠକ

ଶିଶୁସୁଲଭ ରଥଯାତ୍ରା ନିମନ୍ତେ ସମନ୍ଵୟ ବୈଠକ

July 5, 2026
ରଥଯାତ୍ରା ପାଇଁ ଟିପିସିଓଡିଏଲ୍‌ର ବ୍ୟାପକ ପ୍ରସ୍ତୁତି

ରଥଯାତ୍ରା ପାଇଁ ଟିପିସିଓଡିଏଲ୍‌ର ବ୍ୟାପକ ପ୍ରସ୍ତୁତି

July 5, 2026
ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଲାଗିହେଲା ଫୁଲରୀ ତେଲ

ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଲାଗିହେଲା ଫୁଲରୀ ତେଲ

July 5, 2026

Recent News

ପୁରୀଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ଯକାରିଣୀ ବୈଠକ

ପୁରୀଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ଯକାରିଣୀ ବୈଠକ

July 5, 2026
ଶିଶୁସୁଲଭ ରଥଯାତ୍ରା ନିମନ୍ତେ ସମନ୍ଵୟ ବୈଠକ

ଶିଶୁସୁଲଭ ରଥଯାତ୍ରା ନିମନ୍ତେ ସମନ୍ଵୟ ବୈଠକ

July 5, 2026
ରଥଯାତ୍ରା ପାଇଁ ଟିପିସିଓଡିଏଲ୍‌ର ବ୍ୟାପକ ପ୍ରସ୍ତୁତି

ରଥଯାତ୍ରା ପାଇଁ ଟିପିସିଓଡିଏଲ୍‌ର ବ୍ୟାପକ ପ୍ରସ୍ତୁତି

July 5, 2026
ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଲାଗିହେଲା ଫୁଲରୀ ତେଲ

ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଲାଗିହେଲା ଫୁଲରୀ ତେଲ

July 5, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ଯକାରିଣୀ ବୈଠକ

ପୁରୀଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ଯକାରିଣୀ ବୈଠକ

July 5, 2026
ଶିଶୁସୁଲଭ ରଥଯାତ୍ରା ନିମନ୍ତେ ସମନ୍ଵୟ ବୈଠକ

ଶିଶୁସୁଲଭ ରଥଯାତ୍ରା ନିମନ୍ତେ ସମନ୍ଵୟ ବୈଠକ

July 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version