• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଶୀତଳ ଭଣ୍ଡାର କୁ ଚାଲି ଯାଇଥିବା ଅମୃତଡାଏରୀ ସନ୍ତୋଷର ମର୍ଡର କେସ୍ : ପୁନଃ ତଦନ୍ତରେ : ଏସ୍.ପି ଙ୍କ ନିର୍ଦେଶ

Proprietor Abhimanyu Maharana by Proprietor Abhimanyu Maharana
February 11, 2021
in ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଶୀତଳ ଭଣ୍ଡାର କୁ ଚାଲି ଯାଇଥିବା ଅମୃତଡାଏରୀ ସନ୍ତୋଷର ମର୍ଡର କେସ୍ : ପୁନଃ ତଦନ୍ତରେ : ଏସ୍.ପି ଙ୍କ ନିର୍ଦେଶ
Share on FacebookShare on TwitterWhatsapp

ମର୍ଡର କେସ୍ ରୁ ଓହରି ଯିବା ପାଈଁ ତାରିଆ ପ୍ରମୋଦ ବିଶ୍ୱାଳ ଙ୍କ ଜରିଆରେ ଗିରିଜା ରଥ ପଠାଇଥିଲେ ମୋଟା ଅଙ୍କର ଟଙ୍କା ,ଏସ୍ ଡି ପିଓ ଙ୍କ ପାଖରେ ଏହାକୁ ନେଇ ଅଭିଯୋଗ କରିଥିଲେ ମୃତକ ଙ୍କ ପରିବାର , ସେତେ  ବେଳେ ଏହାକୁ ନେଇ ହେଇଥିବା ତଦନ୍ତ କୁ ଅଧାପନ୍ତରିଆ ରଖି ଫାଇଲ କୁ ରଦ୍ଦ କରି ଦେଇଥିବା ଗିରିଜା ଶଙ୍କର ରଥ ଙ୍କ ବେପରୁଆ ତଦନ୍ତ କୁ ପୁନଶ୍ଚ ତଦାରଖ କରୁଛନ୍ତି ଆରକ୍ଷୀ ଅଧିକାରୀ (ଏସ୍.ପି) ଏବଂ ତଦନ୍ତ ଦାୟିତ୍ୱ ଦେଇଛନ୍ତି ଚାନ୍ଦପୁର ପୋଲିସ ଙ୍କୁ ।

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଫେବୃଆରୀ ବୁଧବାର) ରଣପୁର :- ବୁଧବାର ଦିନ ଚାନ୍ଦପୁର ଅଞ୍ଚଳ ର ରାଇପଡା ମର୍ଡର କେସ୍ କୁ ପୁନଃ ତଦନ୍ତ ନିମନ୍ତେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ତଥା ଏସ୍ . ପି ସିଦ୍ଧାର୍ଥ କଟାରିଆ ଚାନ୍ଦପୁର ଆଇ ଆଇସି ରଶ୍ମି ରଞ୍ଜନ ଦାଶ ଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣା ଯାଉଛି । ବହୁ ଦିନ ର ଅନ୍ତଃ ଘଟିଛି , ପୂର୍ବରୁ ହୋଇଥିବା ଅବା ଦୀର୍ଘ ୩ ବର୍ଷ ହେଲା ମର୍ଡର କେସ୍ ନମ୍ବର ୭/ ୨୦୧୭ କୁ ଆଜି ରିଓପନ୍ କରାଯାଇଛି । ଚାନ୍ଦପୁର ଅଞ୍ଚଳ ର ରାଇପଡା ଗ୍ରାମରେ ଥିବା ଅମୃତ ଡାଏରୀ ଫାର୍ମ ରେ ଡିପ୍ଲମା ମେକାନିକାଲ ଛାତ୍ର ମେସିନ ଅପରେଟର ଭାବେ କାର୍ଯ୍ୟରତ ଥିବା ସନ୍ତୋଷ ମିଶ୍ର ଙ୍କ ମୃତ୍ୟୁ ଏକ ରହସ୍ୟ ଘେର ରେ ରହି ଆସିଥିଲା ଯାହାର ପର୍ଦାଫାସ କରିବା ପାଇଁ ଉକ୍ତ କେସ୍ କୁ ଏସ୍.ପି ଙ୍କ କହିବାନୁଯାୟୀ ପୁନଃ ତଦନ୍ତ ଆରମ୍ଭ କରଯାଇଛି । ଅମୃତଡାଏରୀ ରେ ଥିବା ଏକ ପୋଖରୀ ରୁ ସନ୍ତୋଷ ଙ୍କ ମୃତ ଦେହ ମିଳିଥିଲା ଯାହାକୁ ସ୍ପଷ୍ଟ ଭାବେ ତଦନ୍ତ କରାଯାଇ ନଥିବାରୁ ମୃତକ ଙ୍କ ବାପା ଏବଂ ଭିଣୋଇ ନୟାଗଡ଼ ଏସ୍.ପି ଙ୍କ ନିକଟରେ ଅଭିଯୋଗ କରିଥିଲେ ଏହାପରେ ସଠିକ ତଦନ୍ତ ପାଈଁ ଚାନ୍ଦପୁର ଆଇଆଇସି ଙ୍କୁ ମର୍ଡରକେସ୍ ର ପୁନଃ ତଦନ୍ତ ଦାୟିତ୍ୱ ଦିଆଯାଇଛି ।

ଉକ୍ତ ମର୍ଡର କେସ୍ ସମୟରେ ଚାନ୍ଦପୁର ଓ ରଣପୁରର ପୂର୍ବତନ ଆଇଆଇସି ଗିରିଜା ଶଙ୍କର ରଥ ଏହି ମର୍ଡ଼ର କେସ୍ ଟିକୁ ଚପାଇ ଦେଇଥିଲେ । ଅଭିଯୁକ୍ତ ମାନଙ୍କ ବିରୋଧ ରେ କୌଣସି କଡ଼ା ତଦନ୍ତ ନକରି ପ୍ରମାଣ ଗୁଡିକୁ ନଷ୍ଟ କରିଦେଇଥିଲେ ଏତଦ୍ ବ୍ୟତୀତ ଅଭିଯୁକ୍ତ ଙ୍କ ଠାରୁ ଲାଞ୍ଚ ପାଇ ବିନା ତଦନ୍ତ ରେ ମର୍ଡର କେସ୍ କୁ ପଇସା ଲାଳସା ରେ ରଦ୍ଦ କରି ଦେଇଥିଲେ ଗିରିଜା ଶଙ୍କର ରଥ । ଆଇ ଆଇସି ଙ୍କ ସମେତ ଜୈନିକ ସାମ୍ବାଦିକ ମଧ୍ୟ ଏହି କେସ୍ ରେ ସାମିଲ ଥିବାର ଅଭିଯୋଗ ହୋଈଛି ଏହା ମୃତକ ଙ୍କ ପରିବାର ଏସପି ଙ୍କ ସମ୍ମୁଖରେ ଜଣାଇଥିଲେ । ମୃତକ ଙ୍କ ପରିବାର କୁ ଟଙ୍କା ନେଇ ଦବି ଯିବା ପାଈଁ ଜବରଦସ୍ତି କରିଥିବାର ମଧ୍ୟ ଅଭିଯୋଗ ହୋଇଛି । ଯାହାଫଳରେ ଏହି କେସ୍ କୁ ପୁନଃ ତଦନ୍ତ କରି ମୁଖ୍ୟ ଆସାମୀ କୁ ଦଣ୍ଡ ମିଳୁ ବୋଲି ଦାବୀ କରିଛନ୍ତି ମୃତକ ସନ୍ତୋଷ ଙ୍କ ପରିବାର । ସୂଚନାନୁସାରେ ସେହି କେସ୍ ର ରିଓପନ କରାଯାଇ ଆଇ ଆଇସି ରଶ୍ମି ରଞ୍ଜନ ଦାସ୍ ଙ୍କୁ ଦିଆଯାଇଛି କାର୍ଯ୍ୟ ଭାର ଏବଂ ଏହାର ତଦନ୍ତ ବୁଧବାର ଠାରୁ ଆରମ୍ଭ କରିଛନ୍ତି ଚାନ୍ଦପୁର ଆଇ ଆଇସି । ସନ୍ତୋଷ ଙ୍କ ପିତା ରମେଶ ଚନ୍ଦ୍ର ମିଶ୍ର ତଥା ମୃତକ ଙ୍କ ପରିବାର ସନ୍ତୋଷ ଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି । ଏବଂ ଉକ୍ତ ହତ୍ୟା ରେ ପୂର୍ବତନ ଆଇଆଇସି ଗିରିଜା ଶଙ୍କର ରଥ ଅଭିଯୁକ୍ତ ଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରିଥିବା ମଧ୍ୟ ସ୍ପଷ୍ଟ ହୋଈଛି । କାହା ସହ ପୂର୍ବ ଶତୃତା ନଥିବା ବ୍ୟକ୍ତି କାର୍ଯ୍ୟ କରୁଥିବା ସ୍ଥାନରେ କାର୍ଯ୍ୟରତ ଅବସ୍ଥାରେ ଏମିତି ଅଚାନକ ମୃତଦେହ ମିଳିବା ଏକ ପ୍ରକାର ସନ୍ଦେହ ସୃଷ୍ଟି ହୋଈଛି ?

ଏହା ପରେ ପୂର୍ବତନ ଆଇଆଇସି ସେହି କେସ୍ ର ସଠିକ ତଦନ୍ତ ନକରି ମର୍ଡରକେସ୍ କୁ ବନ୍ଦ କରିଦେବା ଓ ପ୍ରମାଣ ସବୁ ନଷ୍ଟ କରି ଦେଇ ଅଭିଯୁକ୍ତ କୁ ପ୍ରସୟ ଦେଇ ଆସୁଥିଲେ ଏହାକୁ ନେଇ ମଧ୍ୟ ସନ୍ଦେହ ତୀବ୍ରତା ହୋଇ ଉଠିଛି । ପୂର୍ବତନ ଆଇଆଇସି ଙ୍କ ର ଷଡ଼ଯନ୍ତ୍ର ରେ ହିଁ ଅମୃତ ଡାଏରୀ ଫ୍ୟାକ୍ଟ୍ରି ମାଲିକ ଛଅ ମାସ ଧରି ଦରମା ନ ଦେଇ ମୃତକ ଙ୍କ ଫର୍ଜ୍ରି ଦସ୍ତଖତ କରି ହାଇକୋର୍ଟ ରେ ଦାଖଲ କରିଥିଲେ । ଏବଂ ଅଭିଯୁକ୍ତ ଙ୍କ ବେଲ ପାଇଁ ଗିରିଜା ଶଙ୍କର ରଥ କୋର୍ଟରେ ଫର୍ଜ୍ରି କାଗଜ ପତ୍ର ଦାଖଲ କରେଇଥିଲେ । ଅମୃତଡାଏରୀ ଫ୍ୟାକ୍ଟ୍ରି ମ୍ୟାନେଜର ସଞ୍ଜୀବ କୁମାର ମିଶ୍ର ପରୋକ୍ଷ ଭାବେ କେସ୍ ରୁ ବର୍ହିଭୁତ ହୋଇଯିବା ପାଇଁ ମୃତକ ଙ୍କ ପରିବାର କୁ ଟଙ୍କା ଯାଚିଥିଲେ , ଜୈନିକ ସାମ୍ବାଦିକ ଙ୍କୁ ମାଧ୍ୟମ କରି ଆଇଆଇସି ଙ୍କ ସହ ମିଶି ଏପରି ଷଡ଼ଯନ୍ତ୍ର ରଚିଥିଲେ ବୋଲି ସ୍ପଷ୍ଟ ପ୍ରକାଶ କରିଛନ୍ତି ପରିବାର ଲୋକେ । ସେହି କେସ୍ ର ପୁନଃ ତଦନ୍ତ ପାଈଁ ପରିବାର ଲୋକ ଙ୍କ ସହ ଅମୃତ ଡାଏରୀ ଫାର୍ମ କୁ ଯାଇ ଆଜି ଚାନ୍ଦପୁର ଆଇଆଇସି ତଦନ୍ତ ଆରମ୍ଭ କରିଛନ୍ତି । ଏହି କେସ୍ ର ପୁନଃତଦନ୍ତ କୁ ନେଇ ମୃତକ ପରିବାର ଲୋକ ବହୁ ସାହାଯ୍ୟ ସହଯୋଗ କରିଥିବା ଜଣା ପଡୁଛି । ଚାନ୍ଦପୁର ଆଇଆଇସି ମଧ୍ୟ ଏହି କେସ୍ ର କଡ଼ା ତଦନ୍ତ କରି ଅଭିଯୁକ୍ତ କୁ ସାମ୍ନା କୁ ଆଣିବେ ବୋଲି ମୃତକ ଙ୍କ ପରିବାର ଆଶା କରୁଛନ୍ତି ।

୩ ବର୍ଷ ର ଏହି କେସ୍ ବିଷୟରେ କିଛି ସୂଚନା ଦେବା ପାଇଁ ଜନସାଧାରଣ ଙ୍କୁ ଅନୁରୋଧ କରାଯାଇଛି ,ଏତଦ୍ ବ୍ୟତୀତ ସୂଚନାକାରୀ ଙ୍କ ନାମ ଗୁପ୍ତ ରଖାଯିବ ବୋଲି ପୋଲିସ ପ୍ରତିକ୍ରିୟା ରଖିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

March 20, 2026
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

March 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version